ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ଗୋବିନ୍ଦା, ବାହା ହେବା ପାଇଁ କିଛିବି କରିବାକୁ ଥିଲେ ପ୍ରସ୍ତୁତୁ, ନାଁ ଜାଣିଲେ ଆପଣ ବି ଝଟକା ଖାଇଯିବେ …

ବଲିଉଡ ଇଣ୍ଡଷ୍ଟ୍ରି ରେ ଗୋବିନ୍ଦା ଙ୍କୁ କିଏ ବା ନ ଜାଣିଚି I ଗୋବିନ୍ଦା ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି I 90 ଦଶକ ରେ ହିନ୍ଦୀ ଚଳଚିତ୍ର ରେ ଗୋବିନ୍ଦା ଜଣେ ସୁପର ଷ୍ଟାର ରୂପେ ପରିଚିତ ହେଇଥିଲେ I ତେବେ ଆଜି ଆମେ ଆଲୋଚନା କରିବା ଗୋବିନ୍ଦା କେଉଁ ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଚାହିଁଥିଲେ I

90 ଦଶକ ରେ ଗୋବିନ୍ଦା ଅଭିନେତ୍ରୀ କରିସ୍ମା ଙ୍କ ର ଅଧିକ ନିକଟତର ହେଇଥିଲେ I ଏହି ଯୋଡି କୁ ଦର୍ଶକେ ମଧ୍ୟ ବେଶ ପସନ୍ଦ କରିଥିଲେ I ଗୋବିନ୍ଦା ଓ କରିସ୍ମା ଏକାଠି ପ୍ରାୟ 15 ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ଯେପରି ହିରୋ ନମ୍ବର 1 , ଖୁଦାର , ସଜନ ଚାଲେ ଶାଶୁରାଳ , କୁଲି ନମ୍ବର 1 , ରାଜା ବାବୁ , ହସିନା ମାନ ଯାଏଗି ଆଦି ଫିଲ୍ମ ରେ ଏକାଠି ଦେଖିବାକୁ ମିଳିଥିଲେ I

ବଲିଉଡ ଇଣ୍ଡଷ୍ଟ୍ରି ରେ ଗୋବିନ୍ଦା ଓ କରିସ୍ମା ଙ୍କ ର ଯୋଡି ସୁପର ହିଟ ଥିଲା I ଏବଂ ଫିଲ୍ମ ଜଗତ ଛଡା ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଦୁହେଁ ପରସ୍ପର ର ଖୁବ ନିକଟତର ଥିଲେ I

ଗୋବିନ୍ଦା ପୂର୍ବ ରୁ ସୁନିତା ଙ୍କ ସହ ବିବାହ କରିସାରିଥିଲେ I ତେଣୁ କରିସ୍ମା ଙ୍କ ର ଘର ଲୋକେ ଏହି ସମ୍ପର୍କ କୁ ସ୍ୱୀକାର କରି ନ ଥିଲେ I ଦୀର୍ଘ ସମୟ ଧରି ଗୋବିନ୍ଦା ଓ କରିସ୍ମା ଙ୍କ ର ସମ୍ବନ୍ଧ ମିଡ଼ିଆ ରେ ଆଲୋଚନା ରେ ରହିଥିଲା ଓ ଧୀରେ ଧୀରେ ଦୁହେଁ ପରସ୍ପର ଠାରୁ ଅଲଗା ହେଇଯାଇଥିଲେ I ଏହି ଦୁଇ କଳାକାର ଙ୍କ ର ଫିଲ୍ମ ବକ୍ସ ଅଫିସ ରେ ବେଶ ଭାଇରଲ ମଧ୍ୟ ହେଇଥାଏ I

କରିସ୍ମା ଙ୍କ ର ନାମ ଗୋବିନ୍ଦା ଙ୍କ ସହ ମିଡ଼ିଆ ରେ ଚର୍ଚା କୁ ଆସିବା ପରେ କରିସ୍ମା ଙ୍କ ର ମା ତାଙ୍କ ବିବାହ ଖୁବ ଶୀଘ୍ର କରାଇବାକୁ ଚାହିଁଥିଲେ I ପ୍ରଥମେ ଅଭିଷେକ ଙ୍କ ସହ ନିର୍ବନ୍ଧ ମଧ୍ୟ ହେଇଥିଲା କିନ୍ତୁ ବିବାହ ଭାଙ୍ଗି ଯାଇଥିଲା I ଏହା ପରେ କରିସ୍ମା ଙ୍କ ପିଲା ଦିନ ର ସାଙ୍ଗ ସଞ୍ଜୟ କପୁର ଙ୍କ ସହ ଫାଇନାଲ ହେଇଥିଲା କିନ୍ତୁ ବିବାହ ର କିଛି ଦିନ ପରେ ଦୁହିଁଙ୍କ ର ଡିଭୋର୍ସ ହେଇଥିଲା I

Share Your Views In Comments Below

comments