ଏବେ ଏବେ: ବଡ ଖବର ଭାରତୀୟ Cricket ଦଳରେ ଖେଳିଗଲା ଶୋକର ଲହରୀ, ଏହି ଭାରତୀୟ ଖେଳାଳିଙ୍କର ହେଲା ମୃତ୍ୟୁ… ସଚିତ ଟ୍ଵିଟ କରି କରିଲେ ଶୋକ ପ୍ରକାଶ

ଭାରତ ର ପୂର୍ବ ଅଲ୍ରାଉଣ୍ଡର ବାପୁ ନାଡ଼କର୍ଣ ଙ୍କ ର ବୟସ 86 ବର୍ଷ ବୟସ ରେ ମୃତ୍ୟୁ ହେଇଥିଲା | ସେ ମୁମ୍ବାଇ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକର ନାଡ଼କାରଣ ଙ୍କ ର ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଥିଲେ | ସେ ଟ୍ୱିଟ କରିଥିଲେ କି, ଶ୍ରୀ ବାପୁ ନାଡ଼କରଣ ଙ୍କ ର ଦେହାନ୍ତ ଖବର ଶୁଣି ମୁ ବହୁତ ଦୁଖୀ ହେଇଚି | କାରଣ ଟେଷ୍ଟ ରେ ସେ 21 ମେଡ଼ନ ରେକର୍ଡ କରିଥିଲେ |

ବାପୁ ନାଡ଼କର୍ଣ 1963 – 64 ରେ ଇଂଲଣ୍ଡ ବିପକ୍ଷ ରେ ମାଦ୍ରାସ ଟେଷ୍ଟ ରେ ଲଗାତାର 21 ଓଭର ରେ ମେଡ଼ନ କରିଥିଲେ | ସେହି ସମୟ ରେ ସେ 32 ଓଭର ରେ କେବଳ 5 ରନ କରିଥିଲେ | ସେହି ସମୟ ରେ ସେ ମୋଟ 27 ଓଭର ମେଡ଼ନ ପକାଇଥିଲେ | ସେଥିରେ ସେ କୌଣସି ସଫଳତା ପାଇ ନ ଥିଲେ |

ବାପୁ ନାଡ଼କର୍ଣ 191 ପ୍ରଥମ ଶ୍ରେଣୀ ମ୍ୟାଚ ରେ 500 ଵିକେଟ ପାଁଇ

ବାପୁ ନାଡ଼କର୍ଣ ବାମ ହାତ ର ବ୍ୟାଟ୍ସମେନ ଓ ବାମ ହାତ ର ସ୍ପିନର ଖେଳାଳି ଥିଲେ | ଭାରତ ପାଁଇ ସେ 41 ଟେଷ୍ଟ ରେ 1414 ରନ କରିଥିଲେ | ଏହି ସମୟ ରେ ମୋଟ 88 ଵିକେଟ ନେଇଥିଲେ | 43 ରନ ରେ 6 ଵିକେଟ ରେ ସେ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ | ସେ ମୁମ୍ବାଇ ପାଁଇ 191 ମ୍ୟାଚ ରେ 500 ଵିକେଟ ନିଜ ନାମ ରେ କରିଥିଲେ | ଏବଂ ସେ ମୋଟ 8880 ରନ କରିଥିଲେ |

ପାକିସ୍ତାନ ବିପକ୍ଷ ରେ କରିଥିଲେ 1960-61 ରେ

ବାପୁ ନାଡ଼କର୍ଣ ପାକିସ୍ତାନ ବିପକ୍ଷ ରେ 1960-61 ରେ 32 ଓଭର ରେ କେବଳ 23 ରନ କରିଥିଲେ | ସେ 24 ଓଭର ରେ ମେଡ଼ନ କରିଥିଲେ | କିନ୍ତୁ ଏକ ଵିକେଟ ମଧ୍ୟ ମିଳି ନ ଥିଲା | ସେହିପରି ଦିଲ୍ଲୀ ରେ ସେହି ସିରିଜ ରେ 34 ଓଭର ରେ 24 ମେଡ଼ନ ପକାଇଥିଲେ | 24 ରନ ଦେଇ ଏକ ଵିକେଟ ନିଜ ନାମ ରେ କରିଥିଲେ |

Share Your Views In Comments Below

comments