ଏହି ଯୁବକ କରିଲେ ଦାବି, ଐଶ୍ଵରିୟା ରାୟ ହେଉଛନ୍ତି ମୋ ‘ମା’, ସେ ମତେ ଜନ୍ମ ଦେଇ…

ବର୍ତମାନ ସମୟ ରେ କିଛି ଆଶ୍ଚଯ୍ୟକର ଘଟଣା ଦେଖିବା କୁ ମିଳିଛି | କିଛି ଦିନ ପୂର୍ବ ରେ ଜଣେ ମହିଳା ଏହା କାହିଁକି ବେଶ ଚର୍ଚା କୁ ଆସିଛନ୍ତି | ସେ କହିଥିଲେ କି ସେ ଅନୁରାଧା ପୌଡ଼ବାଲ ଙ୍କ ର ଝିଅ ଅଟନ୍ତି | ଏହି କଥା ଜଣେ 45 ବର୍ଷୀୟ ମହିଳା କହିଥିଲେ | ବିଗତ ଦିନ ରେ ଜଣେ ଯୁବକ ଐଶ୍ୱର୍ଯ୍ୟ ଙ୍କ ର ପୁଅ ବୋଲି କହିଥିଲେ |

କିଛି ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଙ୍କ ର ନାମ ସଂଗୀତ କୁମାର ଅଟେ | ସେ ଏହା କହିଛନ୍ତି କି ସେ ଐଶ୍ୱର୍ଯ୍ୟ ଙ୍କ ର ପୁଅ ଅଟନ୍ତି | ସଂଗୀତ କୁମାର ଏହା ମଧ୍ୟ କହିଛନ୍ତି କି ସେ ଲଣ୍ଡନ ରେ ଜନ୍ମ ହେଇଛନ୍ତି | ସଂଗୀତ କୁମାର ମଙ୍ଗଳର ରେ ରୁହନ୍ତି | ଏବଂ ସେ ଏହା ମଧ୍ୟ କହିଛନ୍ତି କି 1988 ରେ ତାଙ୍କ ର ଜନ୍ମ ହେଇଥିଲା |

ଏହି ଯୁବକ ଏହା ମଧ୍ୟ କହିଛନ୍ତି କି ତାଙ୍କ ପିତା ବିଶେଖପତନମ ନେଇ ଆସିଥିଲେ ଓ ଐଶ୍ୱର୍ଯ୍ୟ ଙ୍କ ର ମାତା ପିତା କୃଷ୍ଣରାଜ ରାୟ ଓ ବୃନ୍ଦା ରେ ତାଙ୍କ ର ଦେଖାଶୁଣା କରୁଥିଲେ | ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ର କିଛି ସମ୍ପର୍କୀୟ ତାଙ୍କ ର ଜନ୍ମ ସାର୍ଟିଫିକେଟ ର ସବୁ ରେକର୍ଡ ନଷ୍ଟ କରି ଦେଇଛନ୍ତି |

ଏହି ଯୁବକ ଏହା ଚାହୁଁଛନ୍ତି କି ବଚ୍ଛନ ପରିବାର ସହ ରହିବା କୁ ଚାହୁଁଛନ୍ତି | ସେ ଏହା ଚାହୁଁଛନ୍ତି କି ସେ ମୁମ୍ବାଇ ରେ ତାଙ୍କ ପରିବାର ସହ କିପରି ରହିବେ | ସୋସିଆଲ ମିଡ଼ିଆ ରେ ଏହି ଯୁବକ ଙ୍କୁ ଅନେକ ଲୋକେ ସମାଲୋଚନା କରିଛନ୍ତି | ଅନ୍ୟପଟେ ପୋଲିସ ସଂଗୀତ କୁମାର ଙ୍କୁ ମାନସିକ ରୋଗୀ ବୋଲି କହିଛନ୍ତି |

ଐଶ୍ୱର୍ଯ୍ୟ ଙ୍କ ର ଫିଲ୍ମ କ୍ୟାରିୟର କଥା ଦେଖିବା କୁ ଗଲେ ସେ ଦୀର୍ଘ ଦିନ ହେବ ଫିଲ୍ମ ଜଗତ ରୁ ଦୁରେଇ ରହିଛନ୍ତି | ଫିଲ୍ମ PONNIYIN SELVAN ରେ ଆଗାମୀ ସମୟ ରେ ଐଶ୍ୱର୍ଯ୍ୟ ଅଭିନୟ କରିବା ର ଦେଖିବା କୁ ମିଳିବ |

Share Your Views In Comments Below

comments