ଏହି ପୁର୍ବ ମନ୍ତ୍ରୀ ଓ ସାଂସନ୍ଦ ଙ୍କର ଅଛନ୍ତି 58 ଜଣ ସ୍ତ୍ରୀ, ଝିଅର ସାଙ୍ଗ ଙ୍କୁ ବି ଛାଡ଼ି ନଥିଲେ କରିଥିଲେ ବିବାହ, ଛୁଆଙ୍କର ସଂଖ୍ୟା ଶୁଣିଲେ ହୋସ ଉଡିଯିବ …

ଆଜି ଆମେ ଆପଣ ଙ୍କୁ ଏପରି ଜଣେ ବ୍ୟକ୍ତି ଙ୍କ ସହ ସାକ୍ଷ୍ୟାତ କରାଇବୁ ଯିଏ କି 5 ଥର ସାଂସଦ ଓ 4 ଥର ବିଧାୟକ ରହି ସାରିଛନ୍ତି | ଏହି ବ୍ୟକ୍ତି ଙ୍କ ର ନାମ ବାଗୁନ ସୁମବୃଇ ଅଟେ | ବାଗୁନ ଙ୍କ ର ଜନ୍ମ 24 ଫ୍ରେବୁଆରି 1924 ରେ ହେଇଥିଲା | ବାଗୁନ ଆଜିକା ସମୟ ରେ 94 ବର୍ଷ ବୟସ ର ଅଟନ୍ତି | ବାଗୁନ ସର୍ବଦା ଧୋତି ହିଁ ପିନ୍ଧନ୍ତି |

ବାଗୁନ 1945 ରେ ଦଶମ ଶ୍ରେଣୀ ପରୀକ୍ଷ ରେ ପାସ କରିଥିଲେ | ସେ ଝାରଖଣ୍ଡ ର ଚାଇବାସ ଜିଲ୍ଲା ର ନିବାସୀ ଅଟନ୍ତି | ଯାହା ଙ୍କୁ ଲୋକେ ବାଗୁନ ନାମ ରେ ଜାଣିଛନ୍ତି | 1977 ରେ ସେ ପ୍ରଥମଥର ସାଂସଦ ରୂପେ ଚୟନ ହେଇଥିଲେ | ଓ 1991 ମଧ୍ୟ ରେ ତିନି ଥର ସାଂସଦ ହେଇଥିଲେ | 1967 ରେ ପ୍ରଥମ ଥର ବିହାର ବିଧାନସଭା ରୁ ନିର୍ବାଚିତ ହେଇଥିଲେ ଓ 1977 ମଧ୍ୟ ରେ 3 ଥର ବିଧାୟକ ହେଇଥିଲେ | ଆଶ୍ଚଯ୍ୟ ର କଥା ଏହା କି ବାଗୁନ ସବୁ ଋତୁ ରେ ଧୋତି ହିଁ ପିନ୍ଧନ୍ତି | ଯୁଆଡେ ଗଲେ ବି ବାଗୁନ ଧୋତି ପିନ୍ଧନ୍ତି |

ବାଗୁନ ଙ୍କ ର ପ୍ରଥମ ବିବାହ 1942 ରେ ହେଇଥିଲା | ତାଙ୍କ ର ଅନେକ ପୁଅ ଓ ଅନେକ ଝିଅ ଅଛନ୍ତି | ଅନେକ ନାତିନାତୁଣୀ ମଧ୍ୟ ଅଛନ୍ତି |

ସେ ଦୁଇ ଡଜନ ରୁ ଅଧିକ ବିବାହ ମଧ୍ୟ କରିଛନ୍ତି | ବାଗୁନ ସର୍ବଦା ଭଗବାନ କୃଷ୍ଣ ଙ୍କୁ ନିଜ ର ଆଦର୍ଶ ମାନିଥାନ୍ତି | ବାଗୁନ ଆଦିବାସୀ ସମୁଦାୟ ର ଅଧିକ ମହିଳା ଙ୍କୁ ବିବାହ କରିଛନ୍ତି ଏତେ ବିବାହ ରେ କାହାରି କୌଣସି ସମସ୍ୟା ମଧ୍ୟ ନାହିଁ |

ବାଗୁନ କୁହନ୍ତି କି ସେ କୌଣସି ଯୁବତୀ କିମ୍ବା ମହିଳା ଙ୍କ ପଛ ରେ ପ୍ରେମ କରି ଘଣ୍ଟା ଘଣ୍ଟା ସମୟ ଦିଅନ୍ତି ନାହିଁ | ସେହି ମହିଳାମାନେ ହିଁ ନିଜେ ଆପେ ଆପେ ତାଙ୍କ ପ୍ରେମ ରେ ପଡ଼ିଥାନ୍ତି | ତେଣୁ ବାଗୁନ ତାଙ୍କୁ ନିରାଶ କରିବା କୁ ଚାହାନ୍ତି ନାହିଁ ଓ ବିବାହ କରିଦେଇଥାନ୍ତି | ଯେତେବେଳେ ବାଗୁନ ସାଂସଦ ହେଇଥିଲେ ସେ ସମୟ ରେ ସେ ଅଧିକାଂଶ ଆଦିବାସୀ ମହିଳା ଙ୍କୁ ବିବାହ କରିଥିଲେ | ଅନିତା କୁମାରୀ ତାଙ୍କ ମଧ୍ୟ ରୁ ଜଣେ ଅଟନ୍ତି |

ଅନିତା କୁମାରୀ ହେଉଛନ୍ତି ବାଗୁନ ଙ୍କ ର ପ୍ରଥମ ପତ୍ନୀ ଙ୍କ ର ଝିଅ ର ସାଙ୍ଗ | ଅନିତା ଏକ ସ୍କୁଲ ରେ ଶିକ୍ଷୟତ୍ରୀ ଥିଲେ | ଅନିତା ଏକ ଇଣ୍ଟରଭିୟୁ ରେ କହିଛନ୍ତି କି ସେ ରାଜନୀତି ରେ ଯିବାକୁ ଇଚ୍ଛା କରିଥିଲେ | କିନ୍ତୁ ବାଗୁନ ସର୍ବଦା ଶିକ୍ଷ୍ୟା କୁ ଅଧିକ ପ୍ରୋତ୍ସାହନ ଦେଇଥାନ୍ତି | ତେଣୁ ମୁ ତାଙ୍କୁ ନିଜ ର ଆଦର୍ଶ ମାନିବା ସହ ତାଙ୍କୁ ବିବାହ କରିଥିଲି | ସେହିପରି ସେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ କିନ୍ତୁ ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ କୁହନ୍ତି କି ସେ ବାଗୁନ ଙ୍କ ର ପତ୍ନୀ ଅଟନ୍ତି I ତେଣୁ ଲୋକ ଙ୍କ ର କହିବା ଅନୁସାରେ ବାଗୁନ ଙ୍କ ର 58 ଜଣ ପତ୍ନୀ ଅଛନ୍ତି | ଏବଂ କିଛି ଲୋକେ କୁହନ୍ତି ବାଗୁନ ଙ୍କ ର 40 ଜଣ ପତ୍ନୀ ଅଛନ୍ତି |

Share Your Views In Comments Below

comments