ଯୁବତୀ ଙ୍କ ର ସ୍ତନ କୁ ଦେଖିଲେ ହିଁ ପୁରୁଷ ମାନେ ଅଧିକ କାମୁକତା ସ୍ଵଭାଵ ପ୍ରଦର୍ଶନ କରିଥାନ୍ତି | ପୁରୁଷ ମାନେ କେଉଁପରି ସ୍ତନ ଦ୍ୱାରା ଅଧିକ ଆକର୍ଷିତ ହେଇଥାନ୍ତି | ଏହା କୁ ନେଇ ଅନେକ କିଛି ଗବେଷଣା ମଧ୍ୟ କରାଯାଇଛି | ମହିଳା ଙ୍କ ର ସ୍ତନ ଭିର୍ନ ଭିର୍ନ ଆକୃତି ର ହେଇଥାଏ |
ସର୍ବେ ରୁ ଜଣାଯାଇଛି
ଏହି ମାମଲା କୁ ନେଇ ସାରା ବିଶ୍ୱ ରେ ଅନେକ ଗବେଷଣା କରାଯାଇଛି | ଏଥିରେ ବ୍ରାଜିଲ , କେମ୍ରୁଁନ , ଚେକ ଗଣରାଜ୍ୟ ଓ ନାମିବିୟ ର 250 ଜଣ ପୁରୁଷ ଙ୍କ ଉପରେ ଏହି ସର୍ବେ ମଧ୍ୟ କରାଯାଇଛି | ଏହି ପୁରୁଷ ଙ୍କୁ ଭିର୍ନ ଭିର୍ନ ଆକୃତି ର ମହିଳା ଙ୍କ ର ସ୍ତନ ର ଫୋଟୋ ଦେଖାଯାଇଥିଲା |
ଆକର୍ଷକ ହେଇଥାନ୍ତି ଏହି ମହିଳା
ଅଧିକାଂଶ ପୁରୁଷ ମାଧ୍ୟମ ଆକୃତି ର ସ୍ତନ ପ୍ରତି ଆକର୍ଷିତ ହେଇଥାନ୍ତି | ପୁରୁଷ ଙ୍କ ର ପସନ୍ଦ ପଛ ରେ ଅନେକ ଭୌଗଳିକ କାରଣ ରହିଛି | ପ୍ରତୋକ 5 ଜଣଙ୍କ ମଧ୍ୟ ରେ ଜଣେ ପୁରୁଷ ଙ୍କୁ ଛୋଟ ଆକୃତି ର ସ୍ତନ ଥିବା ମହିଳା ଅଧିକ ପସନ୍ଦ ଲାଗିଥାନ୍ତି |