ଏତେ ଦିନ ପରେ Amir Khanଙ୍କ ଝିଅ ଖୋଲିଲେ ବଡ ଗୁମର, କହିଲେ 14 ବର୍ଷ ବୟସରେ ମୋ ସହ ହେଇଥିଲା ଶାରୀରିକ ସୋ… ଆଉ ମୋ ପ୍ରାଇଭେଟ…

ବୋଲିଉଡ଼ ଅଭିନେତା ଅମୀର ଖାଁଙ୍କ ଝିଅ ଇରା ଖାଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି | ସେ ନିଜର ବୋଲଡ ଫୋଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି | କିଛିଦିନ ପୂର୍ବରୁ ଆସିଥିବା ଏକ ଖବର ଅନୁସାରେ, ଅକ୍ଟୋବର 10 ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଇନଷ୍ଟାଗ୍ରାମ’ ରେ ଏକ ଭିଡ଼ିଓ ସେୟାର କରିଥିଲେ | ଏହି ଭିଡିଓ ଟିରେ ଇରା ପ୍ରକାଶ କରିଛନ୍ତି ଯେ ସେ ଚାରି ବର୍ଷ ହେଲାଣି ଡିପ୍ରେସନରେ ଅଛନ୍ତି। ତାଙ୍କର ଏବେ ଚିକିତ୍ସା ମଧ୍ୟ ଚାଲିଛି ଏବଂ ଏବେ ସେ ସୁସ୍ଥ ମଧ୍ୟ ଅଛନ୍ତି | ଏବେ ଇରା ନିଜର ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି | ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ଇରା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଥିବା ଏହି ଭିଡ଼ିଓରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କରିଛନ୍ତି | ବାଲ୍ୟକାଳ ଠାରୁ ଆଜି ଯାଏଁ ସେ କେଉଁ କାରଣ ପାଇଁ କାନ୍ଦିଛନ୍ତି ଏବଂ କେଉଁ କାରଣ ରେ ହସିଛନ୍ତି ତାହା ବର୍ଣ୍ଣନା କରିଛନ୍ତି | ଏଥିସହିତ ସେ ଏହି ଭିଡ଼ିଓରେ ତାଙ୍କ ପିତା-ମାତାଙ୍କ ବିବାହ ବିଚ୍ଛେଦ କଥା ମଧ୍ୟ କହିଛନ୍ତି | ଏହା ବ୍ୟତୀତ ସେ ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି |

ଇରା ଏହି ଭିଡ଼ିଓରେ କହିଛନ୍ତି ଯେ, ତାଙ୍କୁ ଯେତେବେଳେ 14 ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କର ଶାରୀରିକ ଶୋଷଣ ହୋଇଥିଲା | ସେହିଁ ବ୍ୟକ୍ତି ସେତେବେଳେ ତାଙ୍କ ସହ ଯାହା କରୁଥିଲେ ତାଙ୍କୁ ସେ ବିଷୟରେ ଜଣାନଥିଲା | ସେ ବ୍ୟକ୍ତିର ଇଛା କଣ ଥିଲା, ସେ କଣ କରୁଥିଲା, ସେ ବିଷୟରେ ବୁଝିବାକୁ ତାଙ୍କୁ ଏକ ବର୍ଷ ଲାଗିଯାଇଥିଲା | ତାପରେ ସେ ବିଷୟରେ ସେ ନିଜ ବାପା-ମାଆଙ୍କୁ ଜଣାଇଥିଲେ ଏବଂ ଧୀରେ ଧୀରେ ସବୁ ଜିନିଷ ଠିକ ହୋଇଯାଇଥିଲା |

ଭିଡ଼ିଓ ରେ ଇରା କହିଛନ୍ତି ଯେ, ଅନେକ ଲୋକ ତାଙ୍କୁ ଡିପ୍ରେସନର କାରଣ ପଚାରନ୍ତି | କିନ୍ତୁ ସେ ଏହାର କାରଣ ନିଜେ ମଧ୍ୟ ଜାଣିନାହାନ୍ତି | ଇରାଙ୍କ ଅନୁସାରେ ଛାଡପତ୍ର ହେବାପରେ ମଧ୍ୟ ତାଙ୍କ ପିତା-ମାତା ଭଲ ବନ୍ଧୁ ଭଳି ଅଛନ୍ତି, ତାଙ୍କର ସାଙ୍ଗମାନେ ବହୁତ ଭଲ ଏବଂ ତାଙ୍କ ପାଖରେ ଟଙ୍କା-ପଇସାର ମଧ୍ୟ ଅଭାବ ନାହିଁ | କିନ୍ତୁ ଏତେ ସବୁ ଥାଇ ମଧ୍ୟ ସେ ଡିପ୍ରେସନରେ ଅଛନ୍ତି |

Share Your Views In Comments Below

comments