ଏଠି ମାଟିତଳେ ଘରକରି ରହୁଛନ୍ତି ଲୋକ, ମାଟିତଳେ ଅଛି ବିରାଟ Sahara ..ଆଉ ବିତାଉଛନ୍ତି ଏମିତି ଜୀବନ, ଦେଖିକି ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଏଠି ମାଟି ତଳେ ଘରକରି ରହିଛନ୍ତି ଲୋକେ ମାଟି ଭିତରେ ରହିଛି ବିରାଟ ସହର ଲୋକମାନେ ବିତାଉଛନ୍ତି ବିଳାସପୂର୍ଣ୍ଣ ଲାଇଫ ଆପଣ କେବେ ଭାବିଛନ୍ତି ଯେ ମାଟିତଳେ ବି ଲୋକମାନେ ରହୁଛନ୍ତି ଯଦି ବା କେଉଁଠି କେମିତି ଜଣେ ଦୁଇଜଣ ରହି ଯାଇଥିବେ ହେଲେ ମାଟି ତଳେ ଏକ ବିରାଟ ସହର ଥିବ ଆପଣମାନେ କେବେ ଭାବି ପାରୁଛନ୍ତି କି ତେବେ ଆସନ୍ତୁ ଜାଣିବା ଏମିତି ଗୋଟିଏ ଅଞ୍ଚଳ ବିଷୟରେ ଯେଉଁଠି ମାଟି ତଳେ ଲୋକମାନେ ଏକ ସହର କରିବା ସହିତ ବଡ ବଡ ଘର କରି ଆରାମଦାୟକ ଜୀବନ ବିତାଉଛନ୍ତି |

ଏମାନଙ୍କୁ ନା ରହିଛି ବର୍ଷାର ଡର ନା ରହିଛି ଗ୍ରୀଷ୍ମର ଭୟ ମାଟି ତଳେ ଥିବା ଏହି ସହରରେ ଆଲିସାନ୍ ଘର କରି ରହୁଛନ୍ତି ଲୋକଙ୍କ ପାଇଁ ମାଟି ତଳେ ହିଁ ସବୁ ପ୍ରକାରର ସୁଖ ସୁବିଧା ଉପଲବ୍ଧ ରହିଛି। ଏହି ଅଜବ ସହର ଅଷ୍ଟ୍ରେଲିଆରେ ରହିଛି ଅଷ୍ଟ୍ରେଲିଆର ମରୁ ଅଞ୍ଚଳରେ ରହିଥିବା ଏହି ସହରର ନାମ ହେଉଛି କୁବର୍ ପେଡ଼ି ଏହି ସହରରେ ପହଞ୍ଚିବା ପରେ ମରୁଭୂମି ଭିତରେ ଚାରିଆଡ଼େ କେବଳ ଲାଲ ଆଉ ସୁନେଲି ରଙ୍ଗର ମାଟି ଦେଖାଯାଏ ଯଦିଓ ଜମି ଉପରେ ମଧ୍ୟ କିଛି ଲୋକ ଘର କରି ରହିଛନ୍ତି କିନ୍ତୁ ଏମିତି ଗୋଟିଏ ଅଞ୍ଚଳ ବି ରହିଛି ଯେଉଁଠାରେ ମାଟି ଉପରେ କିଛି ଦେଖାଯାଏ ନାହିଁ |

ଆଉ ମାଟି ତଳେ ରହିଛି ଅତ୍ୟାଧୁନିକ ଜୀବନଶୈଳୀ ଯେଉଁଠି ରହିଛି ସୁଇମୁଙ୍ଗପୁଲ୍ ଚର୍ଚ୍ଚ ସମେତ ଅନେକ ଭବ୍ୟ ରେଷ୍ଟୁରାଣ୍ଟ କୁବରପେଡ଼ି ବୋହୁତ ଉତପ୍ତ ଅଞ୍ଚଳ ଏଠାରେ ଶୀତ ଦିନରେ ବି ଗରମ ଅନୁଭୂତ ହୋଇଥାଏ ଆଉ ବର୍ଷା ମଧ୍ୟ ବୋହୁତ କମ୍ ହୋଇଥାଏ ଏଠାରେ ପ୍ରତିବର୍ଷ ପାଖାପାଖି ୧୩୦ ମିଲିମିଟର ବର୍ଷା ହୋଇଥାଏ ଏହା ଏକ ବଡ଼ କାରଣ ଯେଉଁଥିପାଇଁ ଲୋକମାନେ ମାଟି ଭିତରେ ରହିବାକୁ ପସନ୍ଦ କରିଥାନ୍ତି ଏଠାରେ ୨୪ ଘଣ୍ଟା ସାମାନ୍ୟ ବର୍ଷା ହୁଏ |

ତେବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଯିବ ୩୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ପାଖାପାଖି ୪୫ଟି ଦେଶରୁ ଲୋକ ଆସି ବସବାସ କରୁଛନ୍ତି ଏହି ସମୁଦାୟ ଜନସଂଖ୍ୟା ଭିତରୁ କେବଳ ୟୁରୋପର ରହିଛନ୍ତି ୬୦ ପ୍ରତିଶତ ଲୋକ ଏତେ କମ୍ ଲୋକ ସତ୍ତ୍ବେ ଏଠାକାର ଅଦ୍ଭୁତ ସଂସ୍କୃତି ଆଉ ଚଳନି ପାଇଁ ଲୋକଙ୍କର ଏହା ମନ ପସନ୍ଦର ସ୍ଥାନ ପାଲଟିଛି ଏହି ସହରରେ କେବଳ ଅଣ୍ଡର ଗ୍ରାଉଣ୍ଡ ଘର ନାହିଁ ହୋଟେଲ ବି ରହିଛି ମାଟି ଭିତରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି।

Share Your Views In Comments Below

comments