ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅତି ନିକଟ ରେ ମୃତ୍ୟୁ ବରଣ କରିଛନ୍ତି । ବହୁ କମ୍ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ମୃତ୍ୟୁ କରିବା ର ପ୍ରାପ୍ତ ବୟସ ହୋଇଥିଲେ ମୃତ୍ୟୁ କରିଛନ୍ତି ଓ କିଛି ଲୋକ ପ୍ରିୟ ଅଭିନେତା ଅକାଳ ବିୟୋଗ କରିଛନ୍ତି।ପିନ୍ଟୁ ନନ୍ଦ ଯିଏ କି ଅତି ନିକଟ ରେ ମୃତ୍ୟୁ ବରଣ କରିଛନ୍ତି ଲିଭର ଜନିତ ରୋଗ କାରଣ ରୁ ।
ମୃତ୍ୟୁ କରିବା ର 14ଦିନ ରୁ ଅଧିକ ଦିନ ହୋଇ ଗଲାଣି ଓ ସମସ୍ତେ ପିଣ୍ଟୁ ଙ୍କୁ ମନେ ପକାଉ ଛନ୍ତି । ବର୍ତ୍ତମାନ ସମୟ ରେ କିଛି ବ୍ୟକ୍ତି ମାନେ କହୁଛନ୍ତି ଯେ ପିଣ୍ଟୁ ମଦ ପିଇବା କାରଣ ରୁ ମୃତ୍ୟୁ ବରଣ କରିଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଅଭିନେତା ବବି ମିଶ୍ର କହିଛନ୍ତି ଆମେ କଳାକାର ମାନେ ମଦ ପିଇଲେ କାହାର ମାଆ ଭଉଣୀ କୁ ଖରାପ କଥା କହୁ ନାହୁଁ କଥା ଟି କହିବା ର କାରଣ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ମଧ୍ୟ ଅଭିନେତା ମନ୍ ଙ୍କୁ ମା ଭଉଣୀ ନେଇ ସୋଦୁ ଛନ୍ତି ।
ଅଭିନେତା ବବି ମିଶ୍ର କୋଏଲ ବାନାର୍ଜୀ ଙ୍କୁ ନିଜ ଘରେ ନିଜ ଝିଅ ଭଳି ଦେଖୁଥିଲେ । ବର୍ତ୍ତମାନ ଯଦି ସେ ଫେରି ଆସେ ତାହେଲେ ସେ ନିଶ୍ଚୟ ତାଙ୍କୁ ଗ୍ରହଣ କରିବେ | ଗୋଟିଏ କଳାକାର ଯେଉଁ କାର୍ଯ୍ୟ କରିଥାଏ ତାକୁ ସମସ୍ତେ ଧରିବେ କିନ୍ତୁ ସେହି କାର୍ଯ୍ୟ ଯଦି ହଜାର ହଜାର ସାଧାରଣ ବ୍ୟକ୍ତି କରିବେ ତାହେଲେ କିଛି ଅସୁବିଧା ନାହିଁ । ସମସ୍ତେ ମଦ ପିଉଛନ୍ତି ମୁଁ ମଧ୍ୟ ପିଉଛି ।
ଦର୍ଶକ ମାନ ଙ୍କ ପାଇଁ ଆମେ ଅଭିନୟ କରୁଛୁ ଦିନେ ଦିନେ ସୁଟିଂ ସେଟ୍ 24 ଘଣ୍ଟା ହେଇ ଯାଉଛି ଯେଉଁଥି ପାଇଁ ମଦ ପିଇ ଦେଇ ଥାଉ । ପିଣ୍ଟୁ ନନ୍ଦ ମଦ ପିଇ ମରି ନାହିଁ ବରଂ ତାର ନେଗ୍ଲେଟ ପାଇଁ ସେ ଆଜି ଆଉ ନାହିଁ ଠିକ୍ ସମୟ ରେ ଚିକିତ୍ସା ହେଲା ନାହିଁ ।
ମଦ ପିଇବା ଦ୍ଵାରା, ମଦୁଆ ମାନେ ମରିବା ଯିବା ଅସମ୍ଭବ ବହୁ କମ୍ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ମୃତ୍ୟୁ ବରଣ କରୁଛନ୍ତି । ଆମେ କହୁ ନାହୁଁ ଯେ ମଦ ପିଇଲେ ଭଲ ବୋଲି । ମଦ ପିଇବା ଦ୍ଵାରା ମଣିଷ ମୃତ୍ୟୁ ବରଣ କରୁ ନ ଥିଲେ ମଧ୍ୟ କୌଣସି ଅଙ୍ଗ ତାର ନଷ୍ଟ ହୋଇ ଯାଇଥାଏ ।
ମଦ ପିଉ ଥିବା ଲୋକ ତାର ଜୀବନ ରେ ସେ କେବେହେଲେ ମଦ ଛାଡ଼ିବେ ନାହିଁ । ବର୍ତ୍ତମାନ ସମୟ ରେ ଦୁନିଆ ରେ ଘଟୁଥିବା ଅନେକ ଘଟଣା ମଧ୍ୟ ବହୁତ୍ ଘଟଣା ରହିଛି ଯାହାକି ମଣିଷ ମାନେ ନିଶା ଅବସ୍ଥା ରେ ରହି ଅନେକ କିଛି କରି ଦେଇ ଥାଆନ୍ତି । ଦୁନିଆ କୁ ଯିଏ ଯେତିକି ଦିନ ପାଇଁ ଆସିବ ସେ ସେତିକି ଦିନ ପର୍ଯ୍ୟନ୍ତ ରହିବ ଓ ପରେ ସମୟ ଆସିଲେ କେମିତି ଯେଉଁ ଅବସ୍ଥା ରେ ମୃତ୍ୟୁ ବରଣ କରିବ ତାହା କହିବା ଟା ଅସମ୍ଭବ ।