ନମସ୍କାର ବନ୍ଧୁଗଣ ମେଡ଼ିକାଲ୍ ରୁ ଫେରି ସିଧା ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି କିଛି ଏହିଭଳି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେଉଁଥିରେ ସିଧା ସଳଖ ଭାବେ ବର୍ଷାଙ୍କ ନାଁ ନ ନେଇଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରିଛନ୍ତି ଏଥିରେ ଆପଣ ବି ଦେଖି ପାରୁଥିବେ କିଭଳି ହାସ୍ଟ୍ୟାଗ୍ କରାଯାଇଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ତେବେ ଅନୁଭବ ମହାନ୍ତି କିଛି ଏଭଳି ଲେଖିଛନ୍ତି ମହିଳାଙ୍କୁ ସଶକ୍ତ କରିବା ଠିକ୍ ଅଛି |
କିନ୍ତୁ କିଛି ମହିଳା ତାର ଦୁରୁପଯୋଗ କରୁଛନ୍ତି ଆଉ ଭୁଲ୍ ଦିଗରେ ନିଜର ଶକ୍ତିକୁ ଅପଚୟ କରୁଛନ୍ତି ସେମିତି ମହିଳାଙ୍କୁ ସଶକ୍ତ କରିବା ପଛରେ ମୁଁ ନାହିଁ।ତେବେ ଅଭିନେତା ଅନୁଭବ ମହାନ୍ତିଙ୍କ ଏହି ଟୁଇଟ୍ ରୁ ଏତିକି ଜଣା ପଡ଼ୁଛି ଯାହାକି ସେ ବି କହିଛନ୍ତି ଯେ ଏହି ମହିଳା ନିଜ ଶକ୍ତିକୁ ଭୁଲ୍ ଦିଗରେ ବ୍ୟବହାର କରୁଛି ଅନ୍ୟମାନଙ୍କୁ ହଇରାଣ କରୁଛି ସେଭଳି ମହିଳାଙ୍କ ସପକ୍ଷରେ ମୁଁ କେବେବି ନାହିଁ।
ତେବେ ଆଜି ଯେତେବେଳେ ଅନୁଭବ ମହାନ୍ତି ମେଡ଼ିକାଲର ଆଇସିୟୁରେ ବାପାଙ୍କୁ ଦେଖିକି ଫେରିଥିଲେ ସେତେବେଳେ ଏଭଳି କିଛି ଟୁଇଟ୍ ରେ ଲେଖିଥିଲେ ତେବେ ଆପଣ ବି ଜାଣିଥିବେ ଗତକାଲି ଅନୁଭବ ମହାନ୍ତି ଆଉ ଗୋଟିଏ ଟୁଇଟ୍ ମଧ୍ୟ କରିଥିଲେ ଯେଉଁଥିରେ ଅନୁଭବ ମହାନ୍ତି ଲେଖିଥିଲେ ପିଲାଙ୍କ ଖୁସୀ ବାପା ମାଆ ସବୁବେଳେ ଚାହାଁନ୍ତି ଆଉ ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ୍ ମୋ ବାପାଙ୍କ ଦେହ ବୋହୁତ ଖରାପ ରହିଛି ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି |
ତୁମକୁ ମୁଁ ହାତ ଯୋଡ଼ିଛି ଡେରି ନକରି ଶୀଘ୍ର ମୋଠାରୁ ଦୂରେଇ ଯାଅ ଆଉ ମୋ ବାପା ମାନଙ୍କୁ ଶାନ୍ତିରେ ଟିକେ ନିଃଶ୍ୱାସ ମାରିବାକୁ ଦିଅ ମହାପ୍ରଭୁ ତୁମର ମଙ୍ଗଳ କରିବେ ଏଭଳି କିଛି ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ମହାନ୍ତି ଲେଖିଥିଲେ ଆଜି ସେହିଭଳି ଭାବେ ଏମିତି କିଛି ଲେଖିଥିଲେ ଯେଉଁଥିରେ ମହିଳାଙ୍କୁ ସଶକ୍ତ କରିବା ପଛରେ ଅନୁଭବ ମହାନ୍ତି ସବୁବେଳେ ସପୋର୍ଟ କରନ୍ତି କିନ୍ତୁ ଯେତେବେଳେ କଥା ଉଠେ ସେହି ମହିଳାମାନେ ଯେତେବେଳେ ନିଜ ଶକ୍ତିକୁ ଭୁଲ୍ ଦିଗରେ ବ୍ୟବହାର କରନ୍ତି |
ସେତେବେଳେ ଅନୁଭବ ମହାନ୍ତି କୁହନ୍ତି ଯେ ସେ ସେଭଳି ମହିଳାଙ୍କୁ କେବେହେଲେ ସପୋର୍ଟ କରିବେ ନାହିଁ କି ସେମାନଙ୍କ ସପକ୍ଷରେ କେବେ ଛିଡ଼ା ହେବେ ନାହିଁ ଏଯାଏଁ ସ୍ଵାମୀ ସ୍ତ୍ରୀଙ୍କ କଳିର କୌଣସି ସ୍ଥାୟୀ ସମାଧାନ ହୋଇ ନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ହାତ ଯୋଡ଼ି ଦୂରେଇ ଯିବା ପାଇଁ କାଲି ବି ଅନୁରୋଧ କରିଥିଲେ ଆଉ ଆଜି ଏଭଳି କିଛି ଟୁଇଟ୍ ରେ ଲେଖିଛନ୍ତି।