ଫିସ ଦେବାକୁ ମହିଳା ଶିକ୍ଷକଙ୍କ ଘରକୁ ଗଲା ଛାତ୍ର, ଶିକ୍ଷୟତ୍ରୀ କହିଲେ ଫିସ ଦରକାର ନାହିଁ ଆଉ କିଛି ଦରକାର, ଆଉ ତାପରେ

ପଞ୍ଜାବ ର ରାଜପୁର ଗ୍ରାମ ମରନ୍ଦପୁର ରେ ଏକ ସ୍କୁଲ ରେ ଛାତ୍ର ଙ୍କ ସହ ସ୍କୁଲ ର ପ୍ରିନ୍ସିପାଲ ଖେଳିଥିଲେ ଖରାପ ଖେଳ, ଶିକ୍ଷାର ଏହି ପବିତ୍ର ମନ୍ଦିର କୁ ଏପରି କରି ସେ କରିଛନ୍ତି କଳଙ୍କିତ | ନିଜ ର ଯୌନପିପାସା କୁ ମେଣ୍ଟାଇବାକୁ ଯାଇ ସ୍କୁଲ ର ଶିକ୍ଷୟତ୍ରୀ ଏହି ନିଜ ବିଦ୍ୟାର୍ଥୀ ଙ୍କ ସହ ରଖିଛନ୍ତି ଶାରୀରିକ ସମ୍ପର୍କ |

ଅନେକ ଥର ଏହି ନାବାଳକ ପିଲାଟି ମନା କରିବା ସତ୍ୱେ ବି ନା କାଟିବା ର ଧମକ ଦେଇଥିଲେ ଏବଂ ଏପରି ଧମକାଇ ମହିଳା ପ୍ରିନ୍ସିପାଲ ଘର କୁ ଡାକିଥିଲେ ଏବଂ ଏହି ଯୁବକ ଙ୍କ ସହ ସେକ୍ସ କରିବାକୁ ଆରମ୍ଭ କରିଥିଲେ | ଯୁବକ ଜଣଙ୍କ ଉକ୍ତ ଶିକ୍ଷୟତ୍ରୀ ଙ୍କ ର ସ୍କୁଲ ର 12 ଶ୍ରେଣୀ ର ବିଦ୍ୟାର୍ଥୀ ଅଟନ୍ତି |

ପୀଡିତ ପରିବାର ର କହିବା ମୁତାବିକ ସେହି ସ୍କୁଲ ର ପ୍ରିନ୍ସିପାଲ ଉକ୍ତ ବାଳକ ଙ୍କୁ କେତେଥର ଘର କୁ ଡାକିଛନ୍ତି ଓ ତାଙ୍କ ପୁଅ ଙ୍କ ସହ ସେକ୍ସ କରିଛନ୍ତି | ଛାତ୍ର ଙ୍କ କହିବା ଅନୁସାରେ ସେ 5-10 ଥର ପ୍ରିନ୍ସିପାଲ ଙ୍କ ର ଘର କୁ ଯାଇଛନ୍ତି |

ଯୁବକ ଙ୍କ ର କହିବା ଅନୁସାରେ ତାଙ୍କ ପୂର୍ବ ରୁ ବି ଅନେକ ଛାତ୍ର ଙ୍କ ର ସହ ପ୍ରିନ୍ସିପାଲ ଙ୍କ ର ଶାରୀରିକ ସମ୍ବନ୍ଧ ଥିଲା | ଏବଂ ଯେଉଁ ମାନେ ଏପରି କରିବାକୁ ମନା କରିଥାନ୍ତି ତାଙ୍କ ସହ ସେ ସ୍କୁଲ ର ନାମ କାଟିବାକୁ ଧମକାଇଥାନ୍ତି | ଛାତ୍ର ଙ୍କ କହିବା ଅନୁସାରେ ପ୍ରିନ୍ସିପାଲ ଶିକ୍ଷୟତ୍ରୀ ତାଙ୍କୁ ଧମକାଇଥିଲେ କି ଯଦି ତୁମେ ଏପରି ନ କରିବ ତ ତୁମ ନାମ ସ୍କୁଲ ରୁ କାଟି ଦେବୀ |

ପୀଡିତ ବାଳକ ର ପିତା ଙ୍କ କହିବା ଅନୁସାରେ ପ୍ରିନ୍ସିପାଲ ମ୍ୟାଡ଼ାମ ତାଙ୍କ ପୁଅ ର ଜୀବନ ନଷ୍ଟ କରିଦେଇଛନ୍ତି | ଯୁବକ ଙ୍କ ର ପିତା କହିବା ଅନୁସାରେ ତାଙ୍କ ପୁଅ ଉକ୍ତ ଗ୍ରାମ ର ସରକାରୀ ସ୍କୁଲ ରେ ପାଠ ପଢିବାକୁ ଯାଉଥିଲେ ଏବଂ ସେହି ସ୍କୁଲ ର ପ୍ରିନ୍ସିପାଲ ତାଙ୍କ ପୁଅ କୁ ପ୍ରବର୍ତ୍ତାଇ ଅନେକ ଥର ତାଙ୍କ ସହ ଖରାପ ସମ୍ବନ୍ଧ ରଖିଛନ୍ତି | ଏବଂ ଏପରି ଘଟଣା ଯେତେବେଳେ ଗ୍ରାମବାସୀ ଜାଣିବାକୁ ପାଇଥିଲେ ତ ସ୍କୁଲ ର ପଛ ଗେଟ ରୁ ଫେରାର ହେଇଯାଇଥିଲେ |

ଅନେକ ଛାତ୍ର ଏହି ମହିଳା ପ୍ରିନ୍ସିପାଲ ଙ୍କ ଠାରୁ ହଇରାଣ ହେଇଛନ୍ତି
ମରନ୍ଦପୁର ସ୍କୁଲ ରେ ଭାଇସ ପ୍ରିନ୍ସିପାଲ ସରୋଜ ଶର୍ମା ଙ୍କ କହିବା ଅନୁସାରେ ସ୍କୁଲ ର ଅନେକ ବିଦ୍ୟାର୍ଥୀ, ତାଙ୍କ ପ୍ରିନ୍ସିପାଲ ମ୍ୟାଡ଼ାମ ଙ୍କ ର ଏହି ହରକତ ରେ ବହୁତ ହଇରାଣ ହେଇଥାନ୍ତି ଏବଂ ଏପରି ଘଟଣା ସୀମା ପାର ହେବାରୁ ଅନେକ ବିଦ୍ୟାର୍ଥୀ ଓ ସ୍କୁଲ ର କର୍ମଚାରୀ ମାନେ ପ୍ରିନ୍ସିପାଲ ଙ୍କ ର ବିରୋଧ ରେ ଅଭିଯୋଗ କରିଥିଲେ |

Share Your Views In Comments Below

comments