ଘରେ ସୋଇଥିଲେ ଖୁଡି ସେହି ସମୟରେ ଭିତରକୁ ପଶିଆସିଲା ପୁତୁରା ଆଉ ତା ପରେ ଯାହା ହେଲା ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ

ଦେଶ ସାରା ହେଉଥିବା ଦୁଷ୍କର୍ମ ମାମଲା ରୋକିବାର ନା ନେଉନାହିଁ | ଯେତେବେଳ ବି କୌଣସି ବଳାତ୍କାର ସମ୍ପର୍କ ରେ ଆଲୋଚନା ହେଇଥାଏ ତ ଏପରି କୁହାଯାଇଥାଏ କି ବଲାତ୍କାରୀ ଙ୍କୁ କଠୋର ଦଣ୍ଡ ମିଳିବ ଉଚିତ ,ତେବେ ଯାଇ ଏପରି ଦୁଷକର୍ମୀ ମାନେ ଦୁଷ୍କର୍ମ କରିବା ପୂର୍ବରୁ ଚିନ୍ତା କରିବେ | ତେବେ ବିଗତ ଦିନ ରେ ସରକାର ବି ଏହି ନିୟମ ରେ ଅନେକ ପରିବର୍ତନ କରିଛନ୍ତି ଏବଂ 12 ବର୍ଷ ରୁ କମ ବୟସ ର ଝିଅ ଙ୍କୁ ଦୁଷ୍କର୍ମ କରିଲେ ଫାସି ପରି ଆଇନି ପ୍ରଣୟନ ହେଇଚି |

ବଲାତ୍କାରୀ ମାନେ ବେଳେ ବେଳେ ନିଜ ସମ୍ପର୍କ କୁ ବି ଭୁଲିଯାଇଥାନ୍ତି ଏବଂ ମହିଳା ଙ୍କ ସହ ଦୁଷ୍କର୍ମ ପରି ଜଘନ୍ୟ ଅପରାଧ କରିଥାନ୍ତି ତେବେ ଏପରି ଲୋକଙ୍କୁ ନିଶ୍ଚିତ ରୂପେ କଠୋର ରୁ କଠୋର ଦଣ୍ଡ ମିଳିବା ଉଚିତ |

ସୂଚନା ମୁତାବକ ପୁରା ଘଟଣା ଉତ୍ତରପ୍ରଦେଶ ର ଅଟେ ସେଠାରେ ଦୁର୍ଗାପୁର ଗାଁ ରେ ଜଣେ ମହିଳା ବିଗତ ମଙ୍ଗଳବାର ଦିନ ନିଜ ବେଡ୍ରୁମ ରେ ସୋଇଥିଲେ ଏବଂ ଏଠାରେ ଜଣେ ବ୍ୟକ୍ତି ଖରାପ ଉଦେଶ୍ୟ ନେଇ ଆସିଥିଲା ଏବଂ ରାତି ଅନ୍ଧାର ର ଫାଇଦା ଉଠାଇ ଏହି ମହିଳା ଙ୍କ ସହ ଦୁଷ୍କର୍ମ କରିଥିଲା |

ଏପରି ଗମ୍ଭୀର ସ୍ତିତି ରେ ମହିଳା ସାହସ ର ସହ କାମ କରିଥିଲେ ଏବଂ ନିଜ ଇଜତ କୁ ବଞ୍ଚାଇବାକୁ ଯାଇ ଆରୋପି ଙ୍କ ସହ ମାରପିଟ କରିଥିଲେ ଏବଂ ମହିଳା ରାଗିଯାଇ ଉକ୍ତ ବ୍ୟକ୍ତି ଙ୍କ ର ପ୍ରାଇଭେଟ ପାର୍ଟ କୁ କାଟିଦେଇଥିଲେ |

ଏହି ଘଟଣା ପରେ ମହିଳା ନିଜ କୁ ପୋଲିସ ପାଖରେ ସେରେଣ୍ଡାର କରିଛନ୍ତି ଏବଂ ଆରୋପି ଙ୍କୁ ଘଟଣା ସ୍ଥଳରୁ ପୋଲିସ ନେଇ ଚିକିତ୍ସା କରାଇଥିଲା |

ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଥିଲା କି ଏହି ଅପରାଧୀ ଙ୍କ ର ନାମ ମନୋଜ କୁମାର ଅଟେ ଏବଂ ପୀଡିତ ମହିଳା ଙ୍କ ର ଜଣେ ଦୂର ସମ୍ପର୍କୀୟ ଅଟନ୍ତି | ମହିଳା ଙ୍କ ର ଅଭିଯୋଗ କ୍ରମେ ପୋଲିସ ଏହି ବ୍ୟକ୍ତି ଙ୍କ ଉପରେ ବଳାତ୍କାର ମାମଲା ରୁଜୁ କରିଛି |

ଅନ୍ୟପଟେ ଲୋକେ ଯେତେବେଳେ ଶୁଣିବାକୁ ପାଇଥିଲେ କି ମହିଳା ଙ୍କ ର ବଳାତ୍କାର ସମୟ ରେ ମହିଳା ସେହି ବ୍ୟକ୍ତି ଙ୍କ ର ଗୁପ୍ତାଙ୍ଗ କୁ କାଟି ଦେଇଛନ୍ତି ତ ଲୋକଙ୍କ ମନ ରେ ବି ଖୁସି ଖେଳିଯାଇଥିଲା |

Share Your Views In Comments Below

comments