ହଠାତ ବାବୁଶାନଙ୍କ ଘରେ ପହଞ୍ଚିଲେ ହିରୋଇନ Jhilik, ତାପରେ ଯାହା ହେଲା…

ବନ୍ଧୁଗଣ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ନିକଟରେ ଅଭିନେତ୍ରୀ ଝିଲିକ୍ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଘରକୁ ବୁଲିବାକୁ ଯାଇଥିଲେ ଏବଂ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ସହିତ ଫୋଟୋ ଉଠେଇବା ର ମଧ୍ୟ ନଜର ଆସିଛନ୍ତି।

ଖାଲି ସେତିକି ନୁହେଁ ସେ ଅଭିନେତା ବାବୁଶାନ୍ ଙ୍କ ମାଆ ଓଲିଉଡ଼ ର ବରିଷ୍ଟ ଅଭିନେତ୍ରୀ ଶ୍ରୀମତୀ ଅପରାଜିତା ଏବଂ ଅଭିନେତା ଉତ୍ତମ ମହାନ୍ତି ଙ୍କ ସହିତ ମଧ୍ୟ ଫୋଟୋ ଉଠାଇଛନ୍ତି। ଅଭିନେତ୍ରୀ ଝିଲିକ୍ ଙ୍କ ଘର ହେଉଛି କୋଲକାତା । ସେ ଟାର୍ଗେଟ୍ ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ଓଲିଉଡ଼ କୁ ଏନ୍ଟ୍ରୀ କରିଥିଲେ । ସେଥିରେ ସେ ଅଭିନେତା ଅମ୍ଳାନ ଙ୍କ ସହିତ ଅଭିନୟ। କରିଥିଲେ । ସେ ତାଙ୍କ ପ୍ରଥମ ସିନେମା ରୁ ହିଁ ବହୁତ୍ ସୁନ୍ଦର ଅଭିନୟ କରିଥିଲେ ।

ତା ପରେ ସେ ବାବୁଶାନ୍ ମହାନ୍ତି ଙ୍କ ସହିତ ଆଖିରେ ଆଖିରେ ସିନେମା ରେ ଅଭିନୟ କରିଥିଲେ । ସୁପର୍ ମିଛୁଆ ଆଦି ସିନେମା ରେ ଅଭିନୟ କରିଥିଲେ । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଛନ୍ତି । ଏବଂ ବାବୁଶାନ୍ ଙ୍କ ସହିତ ତାଙ୍କ ଯୋଡ଼ି କୁ ମଧ୍ୟ ଓଡ଼ିଆ ଦର୍ଶକ ମାନେ ବହୁତ୍ ମାତ୍ରା ରେ ପସନ୍ଦ କରିଥିଲେ । ଅଭିନେତ୍ରୀ ଝିଲିକ୍ ଓ ବାବୁଶାନ୍ ଙ୍କ ମଧ୍ୟରେ ବହୁତ୍ ଭଲ ବନ୍ଧୁତା ରହିଛି ।

ଆଉ ସେ ଅଭିନେତା ବାବୁଶାନ୍ ଙ୍କ ଘରକୁ ମଧ୍ୟ ବୁଲିବାକୁ ଯାଇଛନ୍ତି । ଅପରାଜିତା ଉତ୍ତମ ମହାନ୍ତି ଏବଂ ବାବୁଶାନ୍ ଙ୍କ ସହିତ ସମୟ ବିତାଇ ଛନ୍ତି । ଏବଂ ଅନେକ ମଜା ମସ୍ତି କରିଛନ୍ତି । ଅଭିନେତ୍ରୀ ଝିଲିକ୍ ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ।

ଏବଂ ଓଲିଉଡ଼ ର ଆଗ ଧାଡ଼ିର କଳାକାର ମାନଙ୍କ ସହିତ ସେ ଅଭିନୟ କରିଛନ୍ତି । ଆଉ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଛନ୍ତି । ବେଙ୍ଗଲୀ ଝିଅ ହୋଇ ଓଡ଼ିଆ ଘର ର ବୋହୂ ହୋଇଛନ୍ତି । ଆଉ ତାଙ୍କର ଦୁଇଟି ପୁଅ ମଧ୍ଯ ହୋଇଛନ୍ତି । ଆଉ ବିବାହ ପରେ ମଧ୍ୟ ସେ ସିନେମା ରେ ଅଭିନୟ କରୁଛନ୍ତି ।

Share Your Views In Comments Below

comments