ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ଶ୍ରୀମନ୍ଦିରର ସର ଘରେ ଲାଗିଲା ନିଆଁ ଯମୁନା କୂଅ ନିକଟରେ ସର ଘରେ ଲାଗିଲା ନିଆଁ ଆସନ୍ତୁ ଜାଣିବା କଣ ରହିଛି ଏହାକୁ ନେଇ ସଂପୂର୍ଣ୍ଣ ବିବରଣୀ। ତେବେ ଘଟିଛି ଗୋଟିଏ ଅଦ୍ଭୁତ ଦୃଶ୍ୟ |
ଶ୍ରୀମନ୍ଦିରର ସର ଘରେ ଲାଗିଛି ନୂଆ ତେବେ ଯମୁନା କୂଅ ନିକଟରେ ଅବସ୍ଥିତ ଏହି ସର ଘର ତେବେ ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ବନିଥାଏ ତଥା ମହାପ୍ରଭୁଙ୍କର ଲାଗିଥାଏ ରୋଷେଇଶାଳା ସେହି ମହାପ୍ରସାଦ ପାଇଁ ରଖାଯାଇଥାଏ ସାମଗ୍ରୀ ସବୁ ସର ଘରେ ଏବଂ ଏହି ସର ଘରେ ନିଆଁ ଲାଗିଛି |
ତେବେ ଏହି ନିଆଁରେ ବିଶେଷ କ୍ଷତି ଘଟି ନଥିବାର ସୂଚନା ରହିଛି କିନ୍ତୁ କିଛି ଚାଉଳ ଏଥିରେ ନଷ୍ଟ ହୋଇ ଯାଇଥିବାର ସୂଚନା ରହିଛି ଆଉ ବର୍ତ୍ତମାନ ସମୟରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ସର ଘରେ ରୋଷେଇର ବିଭିନ୍ନ ସାମଗ୍ରୀ ରହିଥାଏ ଏବଂ ଏହି ସର ଘରେ ନିଆଁ ଲାଗିବା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି ଏବଂ ବିଭିନ୍ନ ଲୋକ ବିଭିନ୍ନ ମତ ରଖୁଛନ୍ତି କେହି କେହି ଏହାକୁ ଗୋଟିଏ ଅଘଟଣ ବୋଲି କହୁଛନ୍ତି |
ତେବେ ଗତକାଲି ରାତି ୧୦ ଟାରେ ଏହି ନିଆଁ ଲାଗିଥିଲା ପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା ଯାହା ଫଳରେ ବିଶେଷ କ୍ଷୟକ୍ଷତି ଘଟିନାହିଁ ମାତ୍ର ଅଳ୍ପ କିଛି ଚାଉଳ ନଷ୍ଟ ହୋଇଯାଇଥିବା ସୂଚନା ରହିଛି ତେବେ କଣ ପାଇଁ ଏହି ନିଆଁ ଲାଗିଲା କେମିତି |
ଏହି ନିଆଁ ସୃଷ୍ଟି ହେଲା ଏହାର ତଦନ୍ତ ଜାରି ରହିଛି ତେବେ ଦର୍ଶକ ବନ୍ଧୁ ଆପଣଙ୍କ ମତରେ ଏହା ଏକ ଦୁର୍ଘଟଣା ନା ଏହା ପ୍ରଭୁ ଜଗନ୍ନାଥଙ୍କର ଆଗକୁ ଆସୁଥିବା ବିପଦର ସଙ୍କେତ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ହେ ପ୍ରଭୁ… ଓଡିଶାକୁ ମହାବିପଦ, ପୁରୀ ଶ୍ରୀମନ୍ଦିରର ସର ଘରେ Lagila ନିଆଁ… ଦେଖନ୍ତୁ ମହାପ୍ରଭୁଙ୍କ ଦେଉଛନ୍ତି କି ଏହି ସଙ୍କେତ…
