ହିରୋଇନ ମାନଙ୍କୁ ନେଇ Hotel ରୁମ ଭିତରେ ଏପରି ଖରାପ କାମ କରାଉ ଥିଲେ ମହିଳା, ଯେତେବେଳେ ପୋଲିସ ଭିତରକୁ ଗଲା ତ… ଉଡ଼ିଗଲା ପୋଲିସ ବାବୁଙ୍କର ହୋସ

ମୁମ୍ବାଇ ଏକ ତିନି ତାରକା ହୋଟେଲ ରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିଛି | ଏକ ନାବାଳିକା ସହିତ 3 ଜଣ ମହିଳା କଳାକାର ଙ୍କୁ ଏହି ସେକ୍ସ ରାକେଟ ରୁ ଉଦ୍ଧାର କରାଯାଇଛି | ଏହି ସପ୍ତାହ ର ଏହା ଦ୍ୱିତୀୟ ଘଟଣା ଅଟେ |

ସାମାଜିକ ସେବା ଶାଖା ନିରୀକ୍ଷକ ସାଙ୍ଗେଷୁ ରେବଲେ କହିଛନ୍ତି ଆମେ ପ୍ରିୟା ଶର୍ମା ନାମକ 29 ବର୍ଷୀୟ ଜଣେ ମହିଳା ଙ୍କୁ ଗିରଫ କରିଛୁ | ସେ ଏହି ସେକ୍ସ ରାକେଟ କୁ ସଞ୍ଚାଳିତ କରୁଥିଲେ | ଏବଂ ଏକ ଲକ୍ଷ ଟଙ୍କା ଦେଇ ଏହି ଯୁବତୀ ଙ୍କୁ ଆଣୁଥିଲେ | ଏଥିରେ ଜଡିତ ତିନି ଅନ୍ୟଜଣ – ଅଵେଶ , ବିନୟ ଓ କୁଲଦୀପ ଫେରାର ରହିଛନ୍ତି |

ପୋଲିସ ର ଅନୁସାରେ ଶର୍ମା , କାନ୍ଦିବଲି ପୂର୍ବ ରେ ବିନାୟକ ଭେକେସନ ଆଣ୍ଡ ହଲିଡେଜ ନାମକ ଏକ ଟ୍ରାଭେଲ ଏଜେନ୍ସି ଚଳାଉଥିଲେ | ଏବଂ କମ୍ପାନୀ ଆଳ ରେ ସେକ୍ସ ରାକେଟ ଚଳାଉଥିଲେ |

ଏଥିରେ ଦୁଇ ଜୁନିୟର ଆର୍ଟିଷ୍ଟ ଯେଉଁମାନେ କି ରିୟାଲିଟି ସୋ ସାବଧାନ ଇଣ୍ଡିଆ ରେ କାମ କରିଛନ୍ତି | ଏବଂ ନାବାଳିକା ଏକ ୱେବ ସିରିଜ ରେ ହିଁ କାମ କରୁଛନ୍ତି | ଏକ ମରାଠୀ ଟିଭି ସିରିଏଲ ରେ ମଧ୍ୟ ସେ ଛୋଟ ମୋଟ ଅଭିନୟ କରିଛନ୍ତି |

ଅଂଧେରୀ ପୂର୍ବ ରେ ଡ୍ରଇଂନ୍ଫ୍ଲଏ ହୋଟେଲ ରେ ଏକ ନକଲି ଗ୍ରାହକ ହେଇ ପୋଲିସ ରେଡ କରିଥିଲା | ଏବଂ ଅଚାନକ ହିଁ ପୋଲିସ ସେଠାରେ ସମସ୍ତ ଙ୍କୁ ଗିରଫ କରିଥିଲେ |

ବିଗତ ଦୁଇ ଦିନ ରେ ଏହା ଦ୍ୱିତୀୟ ସେକ୍ସ ରାକେଟ ଅଟେ | ଯାହା କି ଗ୍ଲାମର ଇଣ୍ଡଷ୍ଟ୍ରି ରେ ବେଶ ଚର୍ଚା ରେ ରହିଛି | ଏହା ପୂର୍ବ ରୁ ବୁଧବାର ଦିନ ରେ ମଧ୍ୟ 32 ବର୍ଷୀୟ ବଲିଉଡ ର ନିର୍ଦେଶକ ନବୀନକୁମାର ପି ଆରୀ ମଧ୍ୟ ସେକ୍ସ ରାକେଟ ଚଳାଇବା କୁ ନେଇ ଗିରଫ ହେଇଛନ୍ତି | ଏବଂ ତାଙ୍କ ସହ ଦୁଇ ଜୁନିୟର କଳାକାର ମଧ୍ୟ ଗିରଫ ହେଇଛନ୍ତି |

ପୋଲିସ ପାଖ ରୁ ଦୁଇ ସହଯୋଗ ଫେରାର ହେଇଯାଇଥିଲେ ତାଙ୍କ ନାମ ବିଜୟ ଓ ଅଜୟ ଶର୍ମା ଅଟେ | ସୂଚନା ଅନୁସାରେ ସେମାନେ ସେକ୍ସ ରାକେଟ ର ମୁକ୍ଷ୍ୟ ଆରୋପି ଅଟନ୍ତି |

ଏହି ସେକ୍ସ ରାକେଟ ରେ କର୍ପୋରେଟ ଜଗତ ର ଏକ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ ହେଇଥିଲା | ସେହିପରି ମୁମ୍ବାଇ ପରି ଦିଲ୍ଲୀ ଓ କଲିକତା ରେ ମଧ୍ୟ ଏପରି ଅନେକ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲିଛି |

Share Your Views In Comments Below

comments