ଇଣ୍ଟରଭିୟୁରେ ପଚରାଗଲା- ଝିଅଙ୍କର ସବୁଠୁ ମୋଡି-ମୋଡି ଚୁଟି କେଉଁଠି ରହିଥାଏ, ଝିଅଟି ଦେଲା ଏପରି ଉତ୍ତର, ଶୁଣିକି ସାର ବେହୋସ

ଆଜିକା ସମୟ ରେ ଯୁବପିଢ଼ି ଙ୍କ ର ଚାକିରୀ ଏକ ବଡ଼ ସମସ୍ୟା ଓ କୌଣସି ବି ଚାକିରୀ ବିନା ଇଣ୍ଟରଭିୟୁ ରେ ହେଇ ନ ଥାଏ | କୌଣସି ଚାକିରୀ ପାଁଇ ଇଣ୍ଟରଭିୟୁ ସହଜ ହେଇଥାଏ ତ ଅନ୍ୟ କୌଣସି ଚାକିରୀ ପାଁଇ କଷ୍ଟକର ହେଇଥାଏ | କିନ୍ତୁ ଏହା କ୍ଳିଅର କରିବା ଙ୍କୁ ହେଲେ ସେତିକି ଆପଣ ଆକ୍ଟିଭ ରହିବା ବି ଜରୁରୀ ଅଟେ |

ଇଣ୍ଟରଭିୟୁ ସମୟ ରେ ସମୁଖ ରେ ଥିବା ବ୍ୟକ୍ତି ଆପଣ ଙ୍କ ର ମନୋ ସ୍ତିତି ବିଷୟ ରେ ଜାଣିବାକୁ ଚାହିଁଥାନ୍ତି ଓ ଆପଣ ଙ୍କ ର IQ ମଧ୍ୟ ଟେଷ୍ଟ କରିଥାନ୍ତି | ଏବଂ ସମୁଖ ରେ ଥିବା ବ୍ୟକ୍ତି ଏହା ଦେଖିଥାନ୍ତି ସିଚୁଏସନ ଅନୁସାରେ ଆପଣ କିପରି କାର୍ଯ୍ୟ କରନ୍ତି | ତେବେ ଆଜି ଚାଲନ୍ତୁ ଆଲୋଚନା କରିବା କିଛି ଏପରି ପ୍ରଶ୍ନ ଉତ୍ତର ବିଷୟ ରେ |

ପ୍ରଶ୍ନ – କିପରି ଜଣେ ବ୍ୟକ୍ତି 8 ଦିନ ନ ଶୋଇକି ରହି ପାରିବ |
ଉତ୍ତର -ମନୁଷ୍ୟ ରାତି ରେ ସୋଇଥାନ୍ତି ତେଣୁ ଦିନ ରେ ଶୋଇବା ଆବଶ୍ୟକ ନାହିଁ |

ପ୍ରଶ୍ନ – ଯଦି ଏକ ଟେବୁଲ ଉପରେ ଟୋକେଇ ରେ 5 ଗୋଟି କଦଳୀ ରହିଛି ତେବେ ଆପଣ 6 ଲୋକ ଙ୍କ ମଧ୍ୟ ରେ କିପରି ବାଣ୍ଟିବେ ?
ଉତ୍ତର – ଟେବୁଲ ଉପରେ 1 ଓ ଟୋକେଇ ରେ 5 ଗୋଟି ରହିଛି |

ପ୍ରଶ୍ନ -ଆପଣ ଏକ ହାତ ରେ ହାତୀ କୁ କିପରି ଉଠାଇବେ ?
ଉତ୍ତର – ଏପରି କେଉଁ ହାତୀ ନାହିଁ ଯାହାର ହାତ ଅଛି |

ପ୍ରଶ୍ନ – ଝିଅ ଙ୍କ ଅଧିକ ଗହଳିଆ ବାଳ କେଉଁଠାରେ ରହିଥାଏ ?
ଉତ୍ତର – ଆଫ୍ରିକା ର ଝିଅ ଙ୍କ ର ଅଧିକ ଗହଳିଆ ବାଳ ଅଟେ |

Share Your Views In Comments Below

comments