ଇଣ୍ଟରଭିୟୁରେ ପଚରାଗଲା- ମହିଳା ଙ୍କର ଏପରି କେଉଁ ରୂପ ଅଛି ଯାହାକୁ ସବୁ ଦେଖିପାରିବେ କିନ୍ତୁ ତାଙ୍କ ସ୍ୱାମୀ ଦେଖିପାରିବେ ନାହିଁ, ଉତ୍ତର ଶୁଣି ବେହୋସ ହେଇଗଲେ ସାର

ଆଜିକା ସମୟ ରେ ଯଦି ଆପଣ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ବିନା ଇଣ୍ଟରଭିୟୁ ରେ ଏହା ସମ୍ଭବ ହେଇ ନ ଥାଏ | କିଛି ଇଣ୍ଟରଭିୟୁ କିନ୍ତୁ ଖୁବ ସହଜ ହେଇଥାଏ କିନ୍ତୁ ସରକାରୀ ଚାକିରୀ କରିବାକୁ ହେଲେ ଖୁବ କଷ୍ଟକର ଇଣ୍ଟରଭିୟୁ ର ସମୁଖୀନ ହେବାକୁ ପଡିଥାଏ |

ତେବେ ଏହି ସମୟ ରେ ଆପଣ ଙ୍କ ର ମନ ର ସ୍ତିତି ଜାଣିବାକୁ ସମୁଖ ରେ ବସିଥିବା ବ୍ୟକ୍ତି କିଛି ଏପରି ପ୍ରଶ୍ନ କରିଥାନ୍ତି ଯାହା ଖୁବ କଷ୍ଟକର ହେଇଥାଏ ଏହା ଦ୍ୱାରା ସେମାନେ ଆପଣ ଙ୍କ ର IQ ଟେଷ୍ଟ କରିଥାନ୍ତି ଏବଂ ଏହିପରି ଭାବ ରେ ଇଣ୍ଟରଭିୟୁ ରେ ଅନେକ ପ୍ରଶ୍ନ ର ସମୁଖୀନ ଆମେ ହେଇଥାଉ |

ପ୍ରଶ୍ନ 1- ଏପରି କେଉଁ ଜିନିଷ ଅଛିଯାହା ଯାହା ଯବାନ ସମୟ ରେ ହଳଦିଆ ଓ ବୃଦ୍ଧ କାଳ ରେ ଲାଲ ଦେଖାଯାଇଥାଏ ?
ଉତ୍ତର -ଲଙ୍କା ଯାହା ଯବାନ ସମୟ ରେ ହଳଦିଆ ଓ ବୃଦ୍ଧ କାଳ ରେ ଲାଲ ଦେଖାଯାଇଥାଏ |

ପ୍ରଶ୍ନ 2 –ଦୁଇ ଜାଅଁଳା ପିଲା ମଇରେ ଜନ୍ମ ହେଲେ ଜଣେ ରିତା ଓ ଜଣେ ଗୀତା କିନ୍ତୁ ତାଙ୍କର ଜନ୍ମ ଦିନ ଜୁନରେ ପାଳିତ ହେଲା କାହିଁକି ?
ଉତ୍ତର – କାରଣ ମଇ ଏକ ସ୍ଥାନର ନାମ ଓ ତାଙ୍କ ଜନ୍ମ ଜୁନ ମାସରେ ହେଇଥିଲା |

ପ୍ରଶ୍ନ 3 – ମହିଳା ଙ୍କର କେଉଁ ରୂପ ଅଛି ଯାହାକୁ ସବୁ ଲୋକେ ଦେଖିପାରିବେ କିନ୍ତୁ ତାଙ୍କ ସ୍ୱାମୀ ଦେଖିପାରିବେ ନାହିଁ ?
ଉତ୍ତର – ବିଧବା ମହିଳା ଅର୍ଥାତ ତାଙ୍କ ର ସ୍ୱାମୀ ଙ୍କର ମୃତ୍ୟୁ ହେଇ ସାରିଥିବ, ତେଣୁ ଏହା ତାଙ୍କ ସ୍ୱାମୀ ଆଉ ଦେଖିପାରିବେ ନାହିଁ, ହେଲେ ସାରା ସଂସାର ଏହା ଦେଖିପାରିବ I

Share Your Views In Comments Below

comments