1600 ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ ହେଲେ ଲେଫଟିନେଟ ଧର୍ମେନ୍ଦ୍ର ସିଂହ ଚୋହାନ- ଗୋଟେ ମାସ ପୁର୍ବରୁ ହୋଇଥିଲା ବିବାହ

ଦେଶର ସବୁଠାରୁ ବଡ଼ ଯୁଧ୍ୟ ଜାହାଜ INS ବିକ୍ରମାଦିତ୍ୱୀୟରେ ନିଆଁ ଲାଗିଯାଇଥିଲା | ସେହି ଜାହାଜ ରେ ଥିବା ଯୁଧ୍ୟ ଟୋପି ଓ 1600 ଯବାନ ଙ୍କ ଜୀବନ ବଞ୍ଚାଇକୁ ଯାଇ ଲେଫ୍ଟନେନ କମାଣ୍ଡର ଧର୍ମେନ୍ଦ୍ର ସିଂ ଚୌହାନ ସହିଦ ହେଇଥିଲେ | ବିଗତ କିଛି ମାସ ହେବ ତାଙ୍କର ବିବାହ ହେଇଥିଲା | ଏବଂ ପୁରା ସଂମାନ ସହ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା |

ବ୍ୟଙ୍ଗଲୋର ପାଖରେ ଯୁଧ୍ୟପଟ INS ବିକ୍ରମାଦିତ୍ୱୀୟ ରେ ନିଆଁ ଲାଗିଯାଇଥିଲା | ସେକେଣ୍ଡ ଲେଫ୍ଟନେନ କମାଣ୍ଡର ଧର୍ମେନ୍ଦ୍ର ସିଂ ଓ ଅନ୍ୟ ଜଣେ ନେଭି ଅଫିସର ନିଜ ଜୀବନ କୁ ଖାତିର ନ କରି ନିଆଁ କୁ କାବୁ କରିବାକୁ ଯାଇଥିଲେ | କିନ୍ତୁ ସେଠାରେ ଧର୍ମେନ୍ଦ୍ର ବେହୋସ ହେଇଯାଇଥିଲେ | ସେଠାରୁ ତାଙ୍କୁ ନେଭି ହସ୍ପିଟାଲକୁ ଅଣାଯାଇଥିଲା | କିନ୍ତୁ ହସ୍ପିଟାଲ ରେ ଡାକ୍ତର ତାଙ୍କୁ ମୃତକ ବୋଲି ଘୋଷଣା କରିଥିଲେ | ଏକ ମାସ ପୂର୍ବେ ଧର୍ମେନ୍ଦ୍ର ଙ୍କର କରୁଣା ରେ ବିବାହ ହେଇଥିଲା |

ପତ୍ନୀ ଙ୍କ ଛଡା ଧର୍ମେନ୍ଦ୍ର ଙ୍କ ପରିବାର ରେ ତାଙ୍କ ମା ଟମା କୁବେର ଓ ଭଉଣୀ ଜ୍ୟୋତି ସିଂ ଅଛନ୍ତି | ଧର୍ମେନ୍ଦ୍ର ଙ୍କ ସହିଦ ହେବାର ଖବର ମିଳିବା ପରେ ପରିବାର ରେ ଦୁଃଖ ର ଲହରୀ ଖେଳିଯାଇଛି | ରତଳମ ସହର ରେ ସେକେଣ୍ଡ ଲେଫ୍ଟନେନ ଧର୍ମେନ୍ଦ୍ର ଲେଫ୍ଟନେନ ଧର୍ମେଶ ସିଂ ଙ୍କ ସହିଦ ହେବାର ଖବର ରେ ତାଙ୍କ ପରିବାର ଲୋକେ ଦୁଃଖ ପ୍ରକାଶ କରିଥିଲେ | ଶନିବାର ଦିନ ରତଳମ ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା |

ତେବେ ଚାଲନ୍ତୁ ଜାଣିବା କଣ ହେଇଥିଲା ଏହି ବିକ୍ରମାଦିତ୍ୱୀୟ ଜାହାଜରେ – ବିକ୍ରମାଦିତ୍ୱୀୟ 45300 ଟନ ଓଜନର ଅଟେ | 284 ମିଟର ଏହା ଲମ୍ବା ଅଟେ , 60 ମିଟର ଏହା ର ଉଚ୍ଚ ଯୁଧ୍ୟପୋତ ରହିଛି | ତୁଳନାତ୍ମକ ଭାବ ରେ ଦେଖିବାକୁ ଗଲେ ଏହା ତିନି ଗୋଟି ଫୁଟ୍ବଲ ପଡିଆ ସହ ସମାନ ହେବ | 22 ମହଲା ବିଶିଷ୍ଟ ଏହା ର କୋଠରୀ ରହିଛି | ଏଥିରେ ମିଗ 29 କେ , କାମବ 31 କାମବ 28 , ସିକିଙ୍ଗ , ଆଦି ହେଲିକପ୍ଟର ଓ ଯୁଧ୍ୟ ଜାହାଜ ରହିଛି | ଏହି ଜାହାଜ ର 1000 କିମି ମଧ୍ୟ ରେ ଅନ୍ୟ କୌଣସି ଶତ୍ରୁ ର ଯୁଧ୍ୟ ଜାହାଜ ଆସିପାରିବ ନାହିଁ | ଏଥିରେ 1600 ସୈନିକ ମଧ୍ୟ ଖୁବ ସହଜ ରେ ଯାତାୟାତ କରିପାରିବେ |

Share Your Views In Comments Below

comments