ରାତିରେ ଇଣ୍ଟରନେଟରେ ଝିଅ ମାନେ ଏପରି ଜିନିଷ ସବୁ ସର୍ଚ୍ଚ କରିଥାନ୍ତି, ଜାଣିଲା ପରେ ଆପଣ ଲାଜେଇ ଯିବେ

ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ଇଣ୍ଟେର୍ନେଟ ର ବେଶ ଜରୁରୀ ହେଇଗଲାଣି | ତେଣୁ ଆଜିକା ସମୟ ରେ ବିନା ଇଣ୍ଟେର୍ନେଟ ରେ କୌଣସି ବି କାମ ସମ୍ଭବ ହେଇ ନ ଥାଏ | ଅଧିକାଂଶ କାର୍ଯ୍ୟ ଆପଣ ସହଜ ରେ କରିପାରି ନ ଥାନ୍ତି | ସାଙ୍ଗ ଙ୍କ ସହ ଚାଟିଙ୍ଗ କରିବାରୁ ନେଇ ସୋସିଆଲ ସାଇଟ ଦ୍ୱାରା ବିଭିର୍ନ ଘଟଣା ସମ୍ବନ୍ଧ ରେ ସୂଚନା କେବଳ ଇଣ୍ଟେର୍ନେଟ ଦ୍ୱାରା ହିଁ ସମ୍ଭବ ହେଇଥାଏ | ତେବେ ଝିଅମାନେ ଅଧିକ ସର୍ଚ୍ଚ କରୁଥିବା ଜିନିଷ ବିଷୟ ରେ ଆଜି ଆଲୋଚନା କରିବା |

ଅନଲାଇନ ସପିଙ୍ଗ ସହ ଜଡିତ କଥା–

ଏପରି କୁହାଯାଇଥାଏ କି ଅଧିକାଂଶ ଯୁବତୀ ନିଜ ର ଖାଲି ସମୟ ରେ ଅନଲାଇନ ସପିଙ୍ଗ ସାଇଟ ର ବ୍ୟବହାର କରିଥାନ୍ତି | ଅନଲାଇନ ସପିଙ୍ଗ ସାଇଟ ରେ ନିଜ ର ଅଧିକାଂଶ ସମୟ ବିତାଇଥାନ୍ତି | ଏବଂ ଏହା ଦେଖିଥାନ୍ତି କେଉଁ ଜିନିଷ କେଉଁଠି ଅଧିକ ଡ଼ିସକାଉଣ୍ଟ ରେ ମିଳିଥାଏ |

ଫେସନ ଟିପ୍ସ–

ଆଜିକା ସମୟ ରେ ଅଧିକାଂଶ ଯୁବତୀ ମାନେ ନିଜ ର ସୁନ୍ଦରତା ବୃଦ୍ଧି ର କାରଣ ବିଷୟ ରେ ଜାଣିବାକୁ ଇଣ୍ଟେର୍ନେଟ ର ସହାୟତା ନେଇଥାନ୍ତି | ଝିଅମାନେ ସର୍ବଦା ହେୟାର ଷ୍ଟାଇଲ ଆଦି ବିଷୟ ରେ ଅଧିକ ସର୍ଚ୍ଚ କରିଥାନ୍ତି |

ଶବ୍ଦ ର ଅର୍ଥ ବିଷୟ ରେ –

ସୂଚନା ମୁତାବିକ ଝିଅମାନେ ପୁଅ ଙ୍କ ଅପେକ୍ଷ୍ୟା ଇଣ୍ଟେର୍ନେଟ ରେ ଅଧିକ ଦରକାରୀ ଜିନିଷ ସର୍ଚ୍ଚ କରିଥାନ୍ତି | ଯାହା କି ଖୁବ କମ ଲୋକେ ଜାଣିଛନ୍ତି ଗୁଗୁଲ ର ବ୍ୟବହାର କରୁଥିବା ଅଧିକାଂଶ ଯୁବତୀ କାହାରି ସହ ବେଶ କଥାବାର୍ତା କରିବାକୁ ପସନ୍ଦ କରି ନ ଥାନ୍ତି | ଏକାକୀ ବସି ଅନଲାଇନ ରେ କିଛି ଶିକ୍ଷଣୀୟ ଜିନିଷ ଜାଣିବାକୁ ଚେଷ୍ଟା କରିଥାନ୍ତି |

Share Your Views In Comments Below

comments