ଆପଣ ସମସ୍ତେ ଜାଣିଥିବେ ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀ କିଛି ଦିନ ତଳେ ଦୁନିଆରୁ ଚୀରଦିନ ପାଇଁ ବିଦାୟ ନେଇଛନ୍ତି| ବରିଷ୍ଠ ରାଜନେତାଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଦୁଃଖର ଛାୟା ଖେଳି ଯାଇଛି| ଏଭଳି ପରିସ୍ଥିତିରେ ଆମେ ଆପଣଙ୍କ ପାଇଁ ଏପରି ଏକ ଖବର ଆଣିଛୁ ଯାହା ଶୁଣି ଆପଣ ମଧ୍ୟ ଦୁଃଖିତ ହେବେ|
କିଛି ଦିନ ପୂର୍ବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ଏବଂ ବହୂ ଜାଗୃତିଙ୍କ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା| କିନ୍ତୁ ନାତୁଣୀର ଏକସିଆ ଦେଖିବା ପୂର୍ବରୁ ଆଖି ବୁଜିଲେ ଜେଜେ ପ୍ରଦୀପ ମହାରଥୀ | ଯେଉଁ ପରିବାରରେ ବର୍ତମାନ ଉତ୍ସବର ବାତାବରଣ ରହିଥାନ୍ତା ସେହି ପରିବାରରେ ବର୍ତ୍ତମାନ ଦୁଃଖର ଲହରୀ ଉଙ୍କି ମାରୁଛି | ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି|
ତାଙ୍କ ଝିଅ ଆଉ ଜେଜେଙ୍କ ଆଶ୍ରିବାଦ ଭଲପାଇବା ପାଇପାରିବ ନାହିଁ ବୋଲି ପୁଅ ରୁଦ୍ରଙ୍କ ଆଖିରୁ ଲୁହ ବନ୍ଦ ହେବାର ନାମ ନେଉ ନାହିଁ, ସେପଟେ ବହୂ ଜାଗୃତିଙ୍କ ମଧ୍ୟ ସମାନ ଅବସ୍ଥା, କି ତାଙ୍କ ଝିଅ ଆଉ ଜେଜେବାପାଙ୍କ ଭଲ ପାଇବା ପାଇପାରିବ ନାହିଁ| ଯେଉଁ ପ୍ରଦୀପ ମହାରଥୀ ଛୋଟ ଛୁଆଙ୍କୁ ବହୁତ ଭଲ ପାଉଥିଲେ ସେ ନିଜ ନାତୁଣୀଙ୍କ ଡାକ ଆଉ ଶୁଣି ପାରିଲେ ନାହିଁ | ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେବଳ ଏତିକି ପ୍ରାର୍ଥନା କରିବୁ କି ତାଙ୍କ ଆତ୍ମା ଯେଉଁଠାରେ ମଧ୍ୟ ଥାଉ ଶାନ୍ତିରେ ଥାଉ…. ଜୟ ଜଗନ୍ନାଥ
ଜେଜେ ବାପା ଡାକ ଶୁଣିବା ପୁର୍ବରୁ ଦୁନିଆ ଛାଡିଦେଲେ ପ୍ରଦୀପ ମହାରଥୀ, ନାତୁଣୀ ମୁହଁ ଦେଖିବା ପାଇଁ ସେ …
