କାମଦେବ ଙ୍କର ଏହି ମନ୍ତ୍ରକୁ ଯିଏ ବି କଲା ଜପ, ତାଙ୍କୁ ଝିଅମାନେ କେବେ ହେଲେ ମନା କରିପାରନ୍ତି ନାହିଁ…

ହିନ୍ଦୁ ଧର୍ମ ରେ ଅନେକ ଏପରି ମାନ୍ୟତା ରହିଛି I ଯାହା ଦ୍ୱାରା କି ଆପଣ ଧର୍ମ , କର୍ମ , ମୋକ୍ଷ ପାଇପାରିବେ I ହିନ୍ଦୁ ଧର୍ମ ରେ ବିଷ୍ଣୁ , ଶିବ ଓ ବ୍ରହ୍ମ ଦେବ ଙ୍କ ଛଡା ଲୋକେ କାମ ଦେବ ଙ୍କ ର ମଧ୍ୟ ବିଶେଷ ପୂଜା ଅର୍ଚନା କରିଥାନ୍ତି I ପତି ପତ୍ନୀ ଙ୍କର ସମ୍ପର୍କ କୁ ମଜବୁତ କରିବାକୁ ହେଲେ ପ୍ରେମ ସମ୍ବନ୍ଧ ର ଗୁରୁତ୍ୱ ରହିଥାଏ I ଏବଂ ଏଥିପାଇ ଦାମ୍ପତ୍ୟ ଜୀବନ ର ସୁଖଦ କାମନା କରିବା କୁ ଲୋକେ କାମ ଦେବ ଙ୍କ ର ପୂଜା କରିଥାନ୍ତି I କାମ ଦେବ ଙ୍କ ର ପତ୍ନୀ ଙ୍କ ର ନାମ ରତି ଅଟେ I କାମଦେବ ଙ୍କୁ ଭଗବାନ କୃଷ୍ଣ ଓ ଦେବୀ ଶ୍ରୀ ଙ୍କ ର ପୁତ୍ର ବୋଲି ଲୋକେ ମାନିଥାନ୍ତି I

ଆଜି ଆମେ କାମ ଦେବ ଙ୍କ ବିଷୟ ରେ ନୁହେ ତାଙ୍କ ପତ୍ନୀ ଙ୍କ ର ମହତ୍ୱ ବିଷୟ ରେ ଜାଣିବା I ଏପରି ମାନ୍ୟତା ରହିଛି କି କାମ ଦେବ ଙ୍କ ର ପତ୍ନୀ ରତି ଏକ ଏପରି ମନ୍ତ୍ର ଅଟେ ଯାହା ର ଜପ କରିବା ଦ୍ୱାରା ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ପର୍କ ଉତ୍ତମ ରହିଥାଏ I

ଓଁ କଂ କଂ ଜ୍ଞ ଜ୍ଞ ନମଃ … ଵଶ୍ୟ କରୁ କରୁ ସ୍ୱାହା . ଏହି ମାତ୍ର କୁ ଆପଣ 21 ଥର କିମ୍ବା 108 ଥର ଜପ କରିପାରିବେ I ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ଆପଣ ସୁଖଦ ଅନୁବୂତି ପ୍ରାପ୍ତି କରିଥାନ୍ତି I ଶାସ୍ତ୍ର ଅନୁସାରେ ଦେବୀ ରତି ଦେଖିବା କୁ ବହୁତ ସୁନ୍ଦର ଓ ଘୋଡା ଉପରେ ଅସ୍ତ୍ର ଧରି ବିରାଜମାନ ରହିଥାନ୍ତି I

ଆପଣ ଯଦି ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ନିଜ ପ୍ରତି ଆକର୍ଷିତ କରିବା କୁ ଚାହିଁଥାନ୍ତି ତେବେ କାମଦେବ ଙ୍କ ର ମନ୍ତ୍ର ଜପ କରିବା ଉଚିତ ଏହି ମନ୍ତ୍ର ଦ୍ୱାରା ସେହି ବ୍ୟକ୍ତି ଙ୍କ ର ମନ ରେ ଆକର୍ଷଣ ର ଭାବନା ଜାତ ହେଇଥାଏ I

ଏହି ମନ୍ତ୍ର କୁ ଆପଣ ଭୋର କିମ୍ବା ରାତ୍ରି ସମୟ ରେ 108 କିମ୍ବା 21 ଥର ଜପ କରିପାରିବେ I ଯାହା ଦ୍ୱାରା କି ବ୍ୟକ୍ତି କାମଦେବ ଙ୍କ ର ମନ୍ତ୍ର କୁ ଜପ କରିପାରିବେ ନାହିଁ I ଏହି ମନ୍ତ୍ର କୁ ଜପ କରିବା ସମୟ ରେ ବିଶେଷ କିଛି ନୀତି ନିୟମ କୁ ପାଳନ କରିବା ଉଚିତ I

ପ୍ରଥମେ ଏହି ମନ୍ତ୍ର କୁ ଜପ କରୁଥିବା ବ୍ୟକ୍ତି ସାକାହାରୀ ଭୋଜନ ଗ୍ରହଣ କରିଥିବେ I ଏହି ମନ୍ତ୍ର କୁ ଜପ କରିବା ପୂର୍ବ ରୁ ସ୍ନାନ କରିବା ଉଚିତ I ଏହି ମନ୍ତ୍ର ଜପ କରିବା ସମୟ ରେ ଆପଣ ଶ୍ରଦ୍ଧା ଓ ସମର୍ପଣ ଭାବନା ରହିବା ଜରୁରୀ ଅଟେ I ପ୍ରାଚୀନ କାଳ ରେ ପୁରାଣ ର ମାନ୍ୟତା ଅନୁସାରେ ବେସ୍ୟା ଓ ନର୍ତ୍ତକୀ ମାନେ ଏହି ମନ୍ତ୍ର ର ଜପ କରୁଥିଲେ I ଯାହା ଦ୍ୱାରା ଅନ୍ୟ ଲୋକ ଙ୍କ ର ତାଙ୍କ ପ୍ରତି ପ୍ରେମ ଭାବନା ଜାତ ହେଇଥାଏ I

Share Your Views In Comments Below

comments