କଣ ଏମିତି ହେଲା କି ଏହି 63 ବର୍ଷୀୟ ବିଧବା ଅଭିନେତ୍ରୀଙ୍କୁ ନିଜର ସ୍ତ୍ରୀ ବାନେଇବାକୁ ଚାହୁଁଥିଲେ Akshay Kumar, ସତ୍ୟତା ଆପଣାକୁ ଆଶ୍ଚର୍ଯ୍ୟ କରିଦେବ

ବଲିଉଡ ର ଅଭିନେତା ଅକ୍ଷୟ କୁମାର ଙ୍କ କଥା ଦେଖିବା ଯଦି ସେ ବଲିଉଡ ରେ ଅନେକ ଅଭିନେତ୍ରୀ ଙ୍କ ସହ ନିଜ ର କ୍ୟାରିୟର କରିଛନ୍ତି | ଏବଂ ତାଙ୍କ ର ପ୍ରତୋକ ଫିଲ୍ମ ବି ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥାଏ | ସେହି କାରଣ ରୁ ହିଁ ଆଜି ତାଙ୍କୁ ସୁପରଷ୍ଟାର ଭାବ ରେ ଗଣାଯାଇଥାଏ | ତେବେ ଖବର ମୁତାବିକ ସେ ଜଣେ 63 ବର୍ଷୀୟ ବିଧବା ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି |

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି ରେଖା | ସେ ବି ଜଣେ ସଦାବହାର ଅଭିନେତ୍ରୀ ଅଟନ୍ତି | ଲୋକେ ଆଜିକା ସମୟ ରେ ବି ରେଖା ଙ୍କ ର ଲୋକପ୍ରିୟତା କୁ ମନେ ରଖିଛନ୍ତି | ସୂଚନା ମୁତାବିକ 1990 ରେ ଉଦ୍ୟୋଗପତି ମୁକେଶ ଅଗ୍ରୱାଲ ଙ୍କ ସହ ତାଙ୍କ ର ବିବାହ ହେଇଥିଲା କିନ୍ତୁ ବିବାହ ର 1 ବର୍ଷ ପରେ ହିଁ ତାଙ୍କ ପତି ଆତ୍ମହତ୍ୟା କରିଥିଲେ |

ପତି ଙ୍କ ର ଆତ୍ମହତ୍ୟା ପରେ ରେଖା ଙ୍କୁ ଏକ ଶକ୍ତ ଧକା ଲାଗିଥିଲା | ଏବଂ ଏହି ଦୁଃଖ ରୁ ସେ ବାହାରିପାରି ନ ଥିଲେ ଏବଂ କାହାରି ସହ ଆଉ ବିବାହ କରି ନ ଥିଲେ | କିନ୍ତୁ ଏହା ସତ୍ବେ ବି ସେ ନିଜ ମଥା ରେ ସିନ୍ଦୁର ପିନ୍ଧିଥାନ୍ତି |

କିନ୍ତୁ ଅକ୍ଷୟ କୁମାର ଓ ରେଖା ଙ୍କ ବିଷୟ ରେ ଦେଖିବା ଯଦି ଏକ ସମୟ ରେ ଏହି ଦୁଇ ଯୋଡି ଖୁବ ଚର୍ଚା ରେ ରହିଥିଲେ | ଏବଂ ଦୀର୍ଘ ଦିନ ପରେ ଫିଲ୍ମ ଖିଲାଡୀ କେ ଖିଲାଡୀ ରେ ଉଭୟ ଏକାଠି କାମ କରୁଛନ୍ତି | ଏବଂ ନିକଟତା ବଢିବା କାରଣ ରୁ ଉଭୟ ଙ୍କ ମଧ୍ୟ ରେ ପ୍ରମ ସମ୍ବନ୍ଧ ବି ଗଢି ଉଠିଛି |

ଦୁହେଁ ପରସ୍ପର କୁ ବିବାହ କରିବା ର ନିଷ୍ପତି ବି ନେଇଛନ୍ତି କିନ୍ତୁ ଇତି ମଧ୍ୟ ରେ ଅକ୍ଷୟ ଙ୍କ ର ଜୀବନ ରେ ଟ୍ୱିଙ୍କିଲ ଏଣ୍ଟ୍ରି କରିଥିଲେ ଏବଂ ଏହି କାରଣ ରୁ ଅକ୍ଷୟ ଙ୍କ ର ରେଖା ଙ୍କ ସହ ବିବାହ କରିବା ର ସ୍ବପ୍ନ ଅଧୁରା ରହିଯାଇଥିଲା |

Share Your Views In Comments Below

comments