କଣ ଆପଣ ଜାଣନ୍ତିକି ଝିଅ ମାନେ କାହିଁକି ପସନ୍ଦ କରନ୍ତି ବାଇଗଣ; ସତ ଜଣିକି ଆପଣ ମଧ୍ୟ ହୋସ ଉଡିଯିବ !

ସେମିତି ରେ ତ ଭଲ ସ୍ଵାସ୍ତ୍ୟ ପାଁଇ ଆମେ କଣ ନ କରୁଛେ , ଭଲ ଖାଇବା , ଜିମ ଯିବା , ଯୋଗ କରିବା ଏବଂ ଭିଟାମିନ ଡି ଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ | ଆଜିର ବ୍ୟସ୍ତମୟ ଜୀବନ ରେ ଲୋକେ ନିଜର ସ୍ଵାସ୍ତ୍ୟ ର ଧ୍ୟାନ ରଖିପାରନ୍ତି ନାହିଁ | ଜଣେ ମଣିଷ ନିଜ କାମ ରେ ଏତେ ବ୍ୟସ୍ତ ରହିଯାଏ କି ସେ ତା ସ୍ଵାସ୍ତ୍ୟ ର ଠିକ ଭାବରେ ଯତ୍ନ ନେଇ ପାରେ ନାହିଁ |

ଏହି କାରଣ ରୁ ଦିନ କୁ ଦିନ ଆମ ସ୍ଵାସ୍ତ୍ୟ ରେ ଅବନତି ଘଟିଥାଏ | ଏବଂ ଅନେକ ଗୁଡିଏ ରୋଗ ସୃଷ୍ଟି ହେଇଥାଏ | ଏହି କାରଣ ରୁ କାମ ସହିତ ଆମକୁ ନିଜ ସ୍ଵାସ୍ତ୍ୟ ର ମଧ୍ୟ ଯତ୍ନ ରଖିବାକୁ ପଡିଥାଏ |

କିନ୍ତୁ ଝିଅ ମାନେ ନିଜ ସ୍ଵାସ୍ତ୍ୟ ର ଯତ୍ନ ନେବା ମାମଲାରେ ପୁଅ ଙ୍କ ଠାରୁ ଆଗରେ ଥାନ୍ତି | ଝିଅ ମାନେ ନିଜ ର ସୁନ୍ଦର ସ୍ଵାସ୍ତ୍ୟ ପାଁଇ ଫଳ ଓ ଗ୍ରୀନ ପରିବା ଖାଇଥାନ୍ତି |

ବାଇଗଣ ବହୁତ ହିଁ ପୃଷ୍ଟିକର ଖାଦ୍ୟ ଅଟେ , ଯେଉଁଥିରେ କି ଭିଟାମିନ ସି ଭରପୁର ମାତ୍ରା ରେ ରହିଥାଏ ଯାହା କି ପ୍ରତିରୋଧ କ୍ଷମତା ବଢ଼ିବାରେ ସହାୟକ ହେଇଥାଏ | ଏବଂ ଶରୀର କୁ ସଂକ୍ରମଣ ରୁ ରକ୍ଷା କରିଥାଏ | ଏହା ମଧ୍ୟ କୁହାଯାଇଥାଏ କି ବାଇଗଣ ରେ ଅଳ୍ପ ଚିନି ପକାଇ କି ଖାଇବା ଦ୍ୱାରା ଆପଣ ଙ୍କ ଶରୀର ର ରକ୍ତ ଅଭାବ ସମ୍ବନ୍ଧିତ ସମସ୍ୟା ଦୂର ହେଇଥାଏ |

ସମସ୍ତ ପାରିବ ମଧ୍ୟ ରେ ବାଇଗଣ ମଧ୍ୟ ଏକ ଉତ୍ତମ ସ୍ୱାଦ ଯୁକ୍ତ ପରିବା ଅଟେ |

ଏହି ବାଇଗଣ ରେ ଆମେ ଭିଟାମିନ , ଖଣିଜ ଓ ପୌଷ୍ଟିକ ତତ୍ୱ ପାଇଥାଉ ଏବଂ ଏଥିରେ ଭିଟାମିନ ସି , ଭିଟାମିନ କେ , ଭିଟାମିନ ବି 6 , ମ୍ୟାଗନେସିଉମ, ପୋଟାସିଉମ ଆଦି ଭରପୁର ମାତ୍ରା ରେ ରହିଥାଏ |

ଏକ କପ କିମ୍ବା 82 ଗ୍ରାମ ବାଇଗଣ ରେ 11 ପ୍ରତିସଦ ଏବଂ 10 ପ୍ରତିସଦ ମେଁଗ୍ନିଜ ରହିଥାଏ |

Share Your Views In Comments Below

comments