କପଡା ଧୋଇବା ସମୟରେ ମା ଙ୍କୁ ଝିଅର ପାକେଟରୁ ମିଳିଲା ଏପରି ଚିଠା, ପଢିବା ମାତ୍ରେ ମା ହୋଇଗଲେ ବେହୋସ….

ସୋସିଆଲ ମିଡ଼ିଆ ଖବର ଆଦାନପ୍ରଦାନ ର ଏକ ମାଧ୍ୟମ ହେଇଗଲାଣି | ତେଣୁ ପ୍ରଡକ ଦିନ ଆମେ କୌଣସି ନା କୌଣସି ଖବର ଜାଣିଥାଉ | ଆଜି ବି ଆମ ସମାଜ ରେ ଆମେ ଏପରି କିଛି ଅନ୍ଧବିଶ୍ୱାସ ଜନିତ ଖବର ଶୁଣିବାକୁ ପାଇଥାଉ ଏବଂ ଆଜି ଆମେ ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ଏହା ଏପରି କିଛି କାହାଣୀ ଉପରେ ଆଧାରିତ ଅଟେ |

ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ତାଙ୍କ ର ଅନ୍ତିମ ସଂସ୍କାର ମଧ୍ୟ ପରିବାର ଲୋକେ କରିଥିଲେ | କିନ୍ତୁ କିଛି ଦିନ ପରେ ତାଙ୍କ ପିତା ଙ୍କ ର ପୁରୁଣା କପଡା ଯେତେବେଳେ ତାଙ୍କ ଝିଅ ଧୋଇଥିଲେ ତ ଏକ ପାରଛି ମିଳିଥିଲା |

ଯେଉଁ ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଚି ସେ ବ୍ୟକ୍ତି ଙ୍କ ର ମୃତ୍ୟୁ ବି ଏକ ଅନ୍ଧବିଶ୍ୱାସ ସହ ଯୋଡି ହେଇରହିଛି | ସେହି ପାରଛି ଉକ୍ତ ବ୍ୟକ୍ତି ଙ୍କ ର ସାର୍ଟ ରୁ ବରାମତ ହେଇଥିଲା | ଏବଂ ଏହି ପାରଛି ଜଣେ ତାନ୍ତ୍ରିକ ଦ୍ୱାରା ଲେଖାଯାଇଥିଲା | ଏବଂ ଏହି ମନ୍ତ୍ରଦ୍ୱାରା ସେ ନିଜ ମାଟି ରୁ ଗୁପ୍ତ ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ I ଏବଂ ପରିବାର ର କୌଣସି ସଦସ୍ୟ ଙ୍କ ର ବଳି ର ଆବଶ୍ୟକ ଥିଲା | ତେଣୁ ସେ ନିଜ ଚାଚା ପୁଅ ଭାଇ ଙ୍କ ର ବଳି ଦେଇଥିଲେ | ହେଲେ ଏହି ପାରଛି ରେ ଲେଖାଯାଇଥିବା ସବୁ ମନ୍ତ୍ର କାରଣ ରୁ ଉକ୍ତ ବ୍ୟକ୍ତି ଙ୍କ ର ମୃର୍ତ୍ୟୁ ର ରହସ୍ୟ ଖୋଲିଥିଲା |

ପାରଛି ମିଳିବା ପରେ ମାମଲା ପୋଲିସ ପାଖ ରେ ପହଞ୍ଚିଥିଲା ଏବଂ ପୋଲିସ ଉକ୍ତ ତାନ୍ତ୍ରିକ ଓ ତାଙ୍କ ଭାଇ ଙ୍କୁ ଗିରଫ ମଧ୍ୟ କରିଥିଲା | ପୋଲିସ ବର୍ତମାନ ଯାଞ୍ଚ ଜାରି ରଖିଛି | ଏବଂ ଏହି ମାମଲା ରେ ଅନ୍ୟ ଲୋକ ଙ୍କ ର ହାତ ଥିବା ର ସନ୍ଦେହ କରାଯାଉଛି |

Share Your Views In Comments Below

comments