ସମ୍ବନ୍ଧ ରଖିବା ସମୟରେ ସ୍ଵାମୀ କରିଦେଲେ ଏପରି କାମ କି ପୋଲିସ କରିଦେଲେ ଗିରଫ

ଜଣେ 21 ବର୍ଷୀୟ ବ୍ୟକ୍ତି ଶାରୀରିକ ସମ୍ବନ୍ଧ ସମୟ ରେ ରେଜର ବ୍ଲେଡ ଦ୍ୱାରା ନିଜ ପତ୍ନୀ ଙ୍କ ର ବେକ କାଟିକି ହତ୍ୟା କରିଥିଲେ | ପୋଲିସ ଙ୍କ ର କହିବା ଅନୁସାରେ ପତି ନିଜ ର ଅପରାଧ ସ୍ୱୀକାର କରିଛନ୍ତି | ସେ-କ୍ସ ସମୟ ରେ ସେ ନିଜ ପତ୍ନୀ ଙ୍କ ର ହତ୍ୟା କରିଛନ୍ତି | ଏହି ଘଟଣା ଟି ବ୍ରାଜିଲ ର ସାଓ ରାଜ୍ୟ ରେ ବଜି ପ୍ଳିସ୍ଟ ନାମ ଅଂଚଳ ର ଅଟେ |

ଏଠାରେ 21 ବର୍ଷୀୟ ଆରୋପି ମରସିଲ ଅରୋଜୋ ଙ୍କୁ ପୋଲିସ ଘଟଣା ସ୍ଥାନ ରୁ ଗିରଫ କରିଛି | ମରସିଲ ଙ୍କ ର ପତ୍ନୀ ଙ୍କ ର ବୟସ 22 ବର୍ଷ ଅଟେ | ପୋଲିସ ର କହିବା ଅନୁସାରେ ଇର୍ଷା କାରଣ ରୁ ଯୁବକ ନିଜ ପତ୍ନୀ ଙ୍କ ର ହତ୍ୟା କରିଥିଲେ | 22 ଡିସେମ୍ବର 2019 ରେ ଘଟିଥିବା ଏହି ଘଟଣା କୁ ନେଇ ପୋଲିସ 6 ସପ୍ତାହ ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଥିଲେ | ଏବଂ ପୋଲିସ କୁ ଅନେକ ତଥ୍ୟ ପ୍ରମାଣ ମଧ୍ୟ ମିଳିଥିଲା |

ପୋଲିସ ର ଅନୁସାରେ ପ୍ରେସିନେ ତୃତୀୟଥର ଗର୍ଭବତୀ ହେଇଥିଲେ କିନ୍ତୁ ଏଥର ତାଙ୍କ ପତି ଙ୍କ ସହ କୌଣସି କଥା କୁ ନେଇ ବିବାଦ ଆରମ୍ଭ ହେଇଥିଲା | ପୋଲିସ ଯେତେବେଳେ ଘଟଣା ସ୍ଥାନ ରେ ପହଁଚିଲେ ତ ପତି ମଧ୍ୟ ଗମ୍ଭୀର ସ୍ତିତି ରେ ଥିଲେ | ତାଙ୍କ ର ହାତ ଓ ବେକ ରେ ଜଖମ ଲାଗିଥିଲା | କିନ୍ତୁ ପୋଲିସ ଆରୋପି ପତି ଙ୍କୁ ଗିରଫ କରିଛି |

Share Your Views In Comments Below

comments