ପୋଲିସ ହେବ ତ ଏମିତି, ଏହି ପୋଲିସ ବାବୁ ଦୁଇଟି ଗରିବ ଝିଅଙ୍କର ବାପା ହେଇ କରିଲେ କନ୍ୟା ଦାନ, ସବୁ ନିଜେ କରିଲେ କହିଲେ ସମସ୍ତେ ଯଦି…

ମାତ୍ର 31 ବର୍ଷ ବୟସ ରେ ହିଁ ଦୁଇ ଗରିବ ଯୁବତୀ ଙ୍କୁ ଝିଅ କରି ତାଙ୍କ ବିବାହ କରାଇ ଉତ୍ତର ପ୍ରଦେଶ ର ପୋଲିସ ଜିତେନ୍ଦ୍ର ଯାଦବ ବେଶ ଚର୍ଚା କୁ ଆସିଛନ୍ତି | ଜିତେନ୍ଦ୍ର ୟୁପି ପୋଲିସ ର ଜଣେ ସିପାହୀ ଅଟନ୍ତି I 22 ଡିସେମ୍ବର କୁ ତାଙ୍କ ର ବିବାହ ହେବାର ଥିଲା କେହି ସହାୟତା କରି ନ ଥିଲେ | ଏହି ଦୁଇ ଯୁବତୀ ଙ୍କ ର ପରିବାର ଖୁବ ଆର୍ଥିକ ଅନାଟନ ଦେଇ ଗତି କରୁଥିଲା | ଖାଇବାକୁ ଠିକ ରେ ଧନ ନ ଥିଲା ଆଉ ଝିଅ ବିବାହ ତ ବହୁତ କଷ୍ଟକର କଥା | ଏହି ଦୁଇ ଯୁବତୀ ଙ୍କ ର ପିଲାଦିନ ରୁ ହିଁ ପିତା ଙ୍କ ର କୃପା ଉଠିଯାଇଥିଲା | ତେଣୁ ଏପରି କ୍ଷେତ୍ର ରେ ଜଣେ କନେଷ୍ଟବଳ ଏହି 2 ଭଉଣୀ ଙ୍କ ର କନ୍ୟାଦାନ କରିଥିଲେ |

ଡିଆଇଜି ଅଫିସ ରେ ନିଯୁକ୍ତ ଥିବା ସିପାହୀ ଜିତେନ୍ଦ୍ର ଯାଦବ ଶୁକ୍ରବାର ଦିନ ଦୁଇ ଗରିବ ଯୁବତୀ ଙ୍କ ର କନ୍ୟାଦାନ କରି ଏକ ବଡ଼ ପୁର୍ଣ୍ୟ କାମ କରିଛନ୍ତି | ଏହା ସହ ସେ ବିବାହ ର ସବୁ ଖର୍ଚ୍ଚ ମଧ୍ୟ ନିଜେ ତୁଲାଇଛନ୍ତି | ଏପରି କି ବିବାହ ପରେ ଝିଅ ସହ ଯେଉଁ ସବୁ ଜିନିଷପତ୍ର ଯାଇଥାଏ ଏହା ମଧ୍ୟ ସେ ନିଜେ ଦେଇଥିଲେ | 19 ବର୍ଷ ର ସୋନାଲି କହିଛନ୍ତି କି ଆମ ପିତାମାତା ଙ୍କ ପାଖ ରେ ସେତିକି ଅର୍ଥ ନ ଥିଲା କି ଆମ ବିବାହ କରାଇପାରିବେ | ତେଣୁ ମୋ ମା ସିପାହୀ ଜିତେନ୍ଦ୍ର ଅଙ୍କଲ ଙ୍କୁ ସହାୟତା ମାଗିଥିଲେ | ଯାହା ଦ୍ୱାରା କି ଆମେ ବିବାହ ହେଇପାରିଥିଲୁ | ଜିତେନ୍ଦ୍ର ଏହି ଦୁଇ ଝିଅ ଙ୍କ ର ପାଠପଢା ର ମଧ୍ୟ ଅନେକ ଦାଇତ୍ୱ ବହନ କରିଥିଲେ |

ଦ୍ୱିତୀୟ ଦୁଲହନ ମନୀଷା କହିଛନ୍ତି କି ଜିତେନ୍ଦ୍ର ସାର ଙ୍କୁ ର ଏହି ସହାୟତା ଆମେ ସାରା ଜୀବନ ଭୁଲି ପାରିବୁ ନାହିଁ | ଆମ ପରିବାର ରେ ଯେଉଁପରି ଆର୍ଥିକ ଅଭାବ ଲାଗି ରହିଥିଲା ଆମେ ବିବାହ କରିବା ସହଜ ନ ଥିଲା | ଏପରି କ୍ଷେତ୍ର ରେ ଜିତେନ୍ଦ୍ର ସାର ଆମ ର କନ୍ୟାଦାନ କରି ଏକ ବଡ଼ କାର୍ଯ୍ୟ କରିଛନ୍ତି | ଜିତେନ୍ଦ୍ର ଙ୍କ ର ଫୋନ ରେ ହିଁ ବ୍ୟୁଟି ପାର୍ଲର ମଧ୍ୟ ତାଙ୍କ ଦୁଇ ଭଉଣୀ ଙ୍କୁ ବିବାହ ରେ ସଜେଇଦେବା ପାଁଇ କୌଣସି ଟଙ୍କା ନେଇ ନ ଥିଲା |

Share Your Views In Comments Below

comments