ଖଣ୍ଡଗିରି ଥାନାରେ ପହଞ୍ଚିଲେ ଅଭିନେତ୍ରୀ ବିଦୁସ୍ମିତା… ଅଭିଯୋଗ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ, ଏମିତି Hela ତାଙ୍କ ସହ

ନମସ୍କାର ବନ୍ଧୁଗଣ ଅଭିନେତ୍ରୀ ବିଦୁସ୍ମିତାଙ୍କୁ ଧୋକା ଜମି କିଣେଇ ଦେବାକୁ କହି ଅଭିନେତ୍ରୀ ବିଦୁସ୍ମିତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଦଲାଲ ଆଉ ଏହାକୁ ନେଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଦର୍ଶକ ବନ୍ଧୁ ଅଭିନେତ୍ରୀ ବିଦୁସ୍ମିତାଙ୍କ ଠାରୁ ଜଣେ ବିଲ୍ଡର୍ ୧୫ ଲକ୍ଷ ଟଙ୍କା ଠକି ଦେଇଛି ଯାହାକି ନେଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା।

ଦର୍ଶକ ବନ୍ଧୁ ୨୦୧୯ ରେ ଜମି କିଣିବା ପାଇଁ ରୀୟଲ ଡେଭ୍ଲପର୍ ଆଣ୍ଡ କନଷ୍ଟ୍ରକ୍ସନ୍ ଲିମିଟେଡ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ ବିଦୁସ୍ମିତା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିବାହରେ ଏକ ଜମି ଦେବେ ବୋଲି କହିଥିଲେ ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ୧୫ ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ କରିବା ପରେ ଵକିଆ ଟଙ୍କା ବିଦୁସ୍ମିତା ସଂସ୍ଥାକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା |

ଆଉ ଯେଉଁଥିପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା ଟଙ୍କା ଦେବାର ୨ ମାସ ଭିତରେ ତାଙ୍କୁ ପଞ୍ଜିକରଣ କରାଯିବ ବୋଲି ଅରୁଣ କହିଥିଲେ ମାତ୍ର ୨ ମାସ ଯାଇ ୨ ବର୍ଷ ବିତି ଗଲାଣି ତଥାପି ଅରୁଣ ବିଦୁସ୍ମିତାଙ୍କର ପଞ୍ଜିକରଣ କଲେ ନାହିଁ କି ବିଦୁସ୍ମିତାଙ୍କୁ ଟଙ୍କା ଫେରାଇଲେ ନାହିଁ ଏମିତିକି ଉକ୍ତ ସଂସ୍ଥା ଆଉ କତୃପକ୍ଷଙ୍କୁ ବାରମ୍ବାର ଫୋନ୍ କରିଥିଲେ ଅଭିନେତ୍ରୀ ବିଦୁସ୍ମିତା |

ତଥାପି କେହି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ ତେଣୁ ବାଧ୍ୟ ହୋଇ ଆଜି ବିଦୁସ୍ମିତା ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ତେବେ ଦେଖିବାକୁ ବାକି ରହିଲା ବିଦୁସ୍ମିତାଙ୍କୁ ଧୋକା ଦେଇଥିବା ଅରୁଣଜ୍ୟୋତି ପଟ୍ଟନାୟକଙ୍କୁ କେବେ ଗିରଫ କରିଛି ପୋଲିସ୍।

Share Your Views In Comments Below

comments