କ୍ରିକେଟ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଛି ପୁଅ, କିନ୍ତୁ ବାପା ଆଜି ବି ରେଳ ଷ୍ଟେସନରେ ବୁଲି ବୁଲି ବିକୁଛନ୍ତି ବିସ୍କୁଟ, Cricketerଙ୍କ ନାଁ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

କୁହାଯାଇଥାଏ ପିତାମାତା ପାଁଇ ପିଲାମାନେ ଏକ ଇନଭେସ୍ଟି ପରି ଅଟନ୍ତି | ବାପା ମା ପିଲା ଙ୍କ ପାଁଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି ତାଙ୍କୁ ବଡ଼ ବି କରିଥାନ୍ତି କିନ୍ତୁ ବଡ଼ ହେଲେ ସେମାନେ ତାଙ୍କ ପିତାମାତା ଙ୍କୁ ପୋଷିବେ ଏହା ର କୌଣସି ଗ୍ୟାରେଣ୍ଟି ନ ଥାଏ | ପୁଅ କୁ ମଣିଷ କରିବାକୁ ବାପା ନିଜ ର ଅଧା ଜୀବନ କୁ ବିତାଇଦେଇଥାଏ ଯାହା ଦ୍ୱାରା କି ପୁଅ ତାଙ୍କ ର କିପରି ଜୀବନ ରେ ସଫଳ ହେବ | ପିଲା ଙ୍କୁ ଯେପରି ଆଗାମୀ ଜୀବନ ରେ କୌଣସି ଦୁଃଖ ର ସମୁଖୀନ କରିବାକୁ ନ ପଡିବ | ପିଲା ଙ୍କ ର ପାଠ ପଢା ରୁ ନେଇ ପକେଟ ଖର୍ଚ୍ଚ ପର୍ଯ୍ୟନ୍ତ ବାପା ସବୁ କିଛି ଖର୍ଚ୍ଚ କରିଥାନ୍ତି I କିନ୍ତୁ ଆଜିକା ସମୟ ରେ ପିଲାମାନେ ମଣିଷ ହେଇ ବାପା ମା ଙ୍କୁ ହିଁ ଭୁଲି ଯାଇଥାନ୍ତି |

ଆଜି ଆମେ ଆପଣ ଙ୍କୁ ଏକ ଏପରି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ | ଯାହା ଙ୍କ ର ପୁଅ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛି କିନ୍ତୁ ତାଙ୍କ ପିତା ଆଜି ରେଳ ଷ୍ଟେସନ ରେ ବିସ୍କୁଟ ବିକୁଛନ୍ତି |

ଏହି ବ୍ୟକ୍ତି ଙ୍କ ର ନାମ ହେଉଛି ସିନନା ସ୍ୱାମୀ | ସେ ଜଣେ କ୍ରିକେଟ ଖେଳାଳି ଙ୍କର ପିତା ଅଟନ୍ତି | ଏବଂ ଲୋକେ ତାଙ୍କୁ ଭଗବାନ ପରି ପୂଜା କରିଥାନ୍ତି | ତେବେ ସେ ହେଉଛନ୍ତି ଶ୍ରୀଲଙ୍କା ର ସ୍ପିନର ଖେଳାଳି ମୁଠେୟା ମୁରଲୀଧରନ | ମୁରଲୀଧାରନ ଆଜି କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି | କିନ୍ତୁ ତାଙ୍କ ପିତା ଆଜି ବି ବିସ୍କୁଟ ବିକି ଜୀବନ ବିତାଉଛନ୍ତି |

ଏକ ଶ୍ରୀ ଲଙ୍କା ଖବର ପତ୍ରିକା ମୁତାବିକ ଏକ ଇଣ୍ଟରଭିୟୁ ରେ ସିନନା ସ୍ୱାମୀ କହିଛନ୍ତି ସେ ଆଜି ବି ବିସ୍କୁଟ ବିକୁଛନ୍ତି ଏବଂ ସେ କେବେ ହେଲେ ନିଜ ପୁଅ ର ନାମ କୁ ବ୍ୟବହାର କରି ନାହାନ୍ତି | ସେ ଚାହିଁଥିଲେ ନିଜ ପୁଅ ର ନାମ କୁ ନେଇ ବ୍ୟବସାୟ ବଢ଼ିପାରିଥାନ୍ତେ କିନ୍ତୁ ସେ ଏପରି କରି ନାହାନ୍ତି |

ସିନନା ସ୍ୱାମୀ ଏହା ବି କହିଛନ୍ତି ସେ ତାଙ୍କ ର ଲାଭ ପାଁଇ ତାଙ୍କ ପୁଅ ଙ୍କ ର ନାମ କୁ ବ୍ୟବହାର କରି ନାହାନ୍ତି | ସେ ଏହା ବି କହିଛନ୍ତି ମୁରଲୀଧରନ ଙ୍କ ନାମ ର ବ୍ୟବହାର କରି ସେ ତାଙ୍କ ର କ୍ଷତି କରିବାକୁ ଚାହୁଁନାହାନ୍ତି କାରଣ ଶ୍ରୀ ଲଙ୍କା ର ଏକ ବଡ଼ ବ୍ରାଂଡ଼ ର ବିସ୍କୁଟ ର ପ୍ରମୋଟର ହେଉଛନ୍ତି ତାଙ୍କ ପୁଅ | ପୁଅ ଙ୍କ ର ଅଲିଶାନ ଘର ଥାଇ ବି ତାଙ୍କ ପିତା ଆଜି ବି ରେଳ ଷ୍ଟେସନ ରେ ବିସ୍କୁଟ ବିକୁଛନ୍ତି |

Share Your Views In Comments Below

comments