ନମସ୍କାର ବନ୍ଧୁଗଣ ବାହାଘର ପରେ ଏବେ ବିଦେଶକୁ ଚାଲିଗଲେ ଲିପ୍ସା ମିଶ୍ର ତେବେ ଦର୍ଶକ ବନ୍ଧୁ ଆପଣମାନେ ଲିପ୍ସା ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ଲିପ୍ସା ମିଶ୍ର ତାହେଲେ ଏବେ ଲିପ୍ସା ମିଶ୍ରଙ୍କର ବାହାଘର ସରି ଯାଇଛି ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ବୋହୁତ ସାରା କଳାକାରମାନେ ଯୋଗ ଦେଇଥିବାର ଦେଖା ଦେଇଥିବାର ନଜର ଆସିଥିଲେ |
ତାହେଲେ ଏବେ ଲିପ୍ସା ମିଶ୍ରଙ୍କର ବାହାଘର ପରେ ଏବେ ବିଦେଶରେ ରହିଛନ୍ତି ଲିପ୍ସା ମିଶ୍ର ବାହାଘର ପରେ ବିଦେଶକୁ ନିଜ ସ୍ଵାମୀଙ୍କ ସହିତ ବୁଲି ଯାଇଛନ୍ତି ଲିପ୍ସା ମିଶ୍ର। ୨୦୧୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଵ ଲିପ୍ସା ମିଶ୍ର ନିଜ କ୍ୟାରିୟର ମଧ୍ୟରେ ବୋହୁତ ସାରା ସିନେମା ଧାରାବାହିକ ଓ ବୋହୁତ ସାରା ୱେବ୍ ସିରିଜରେ ଅଭିନୟ କରିଛନ୍ତି ତାହେଲେ ଗତ ଦିନମାନଙ୍କରେ ଲିପ୍ସା ମିଶ୍ରଙ୍କର ବାହାଘର ହୋଇଥିଲା ସେ ଭଲପାଇ ଆକାଶଙ୍କୁ ବାହା ହୋଇଥିଲେ |
ତାହେଲେ ଆକାଶ ଲିପ୍ସା ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦେଖି ତାଙ୍କର ବଡ଼ ଫ୍ୟାନ ହୋଇଥିଲେ ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ଭଲ ପାଇଥିଲେ ଆଉ ଗୋଟିଏ ଇଭେଣ୍ଟ ସୋରେ ଦେଖା ହେଲାପରେ ଦୁହେଁ ପରସ୍ପରକୁ ଭଲପାଇ ଦୀର୍ଘଦିନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାହେଲେ ବାହାଘର ପରେ ଲିପ୍ସା ମିଶ୍ର ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଆକାଶଙ୍କ ଘରେ ଚଳୁ ଥିବାର ନଜର ଆସିଛନ୍ତି |
ହେଲେ ଏବେ ଆକାଶଙ୍କ ସହିତ ସେ ବିଦେଶକୁ ଯାଇଥିବା କଥା ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଲିପ୍ସା ମିଶ୍ର ଏବେ ଓଡ଼ିଶା ଛାଡି ବିଦେଶକୁ ଚାଲି ଯାଇଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଲିପ୍ସା ମିଶ୍ରଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ ଲିପ୍ସା ମିଶ୍ରଙ୍କର ବୋହୁତ ସାରା ସିନେମା ଧାରାବାହିକ ଓ ବୋହୁତ ସାରା ୱେବ୍ ସିରିଜ୍ ରେ ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଆପଣମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବାହାଘର ପରେ ଓଡିଶା ଛାଡିଲେ ଓଡ଼ିଆ ହିରୋଇନ Lipsa Mishra, ସ୍ୱାମୀଙ୍କ ସହ ଗଲେ ବିଦେଶ
