ଲୁଣ ଖାଉଥିଲେ ଆପଣ ଆଉ ବଞ୍ଚିବେନି, ଜାଣନ୍ତୁ ପ୍ରତିଦିନ କେତେ ଲୁଣ ଖାଇବେ ଆପଣ…

ନମସ୍କାର ବନ୍ଧୁଗଣ ଲକ୍ଷ ଲକ୍ଷ ଲୋକ ଲୁଣ ପାଇଁ ହିଁ ମରିଯିବେ ଲୁଣ ଖାଉଥିବା ଲୋକ ଆଉ ଏହି ଦୁନିଆରେ ରହିବେ ନାହିଁ ଲୁଣ ପାଲଟିଛି ଆପଣଙ୍କ ସହିତରେ ସ୍ଲୋ ପାଏଯନ୍ ଆପଣ ଲୁଣ ଖାଉଛନ୍ତି କି ଯଦି ଖାଉଛନ୍ତି ତେବେ ଲୁଣକୁ ଏହି ମୁହୂର୍ତ୍ତରେ ବନ୍ଦ କରି ଦିଅନ୍ତୁ କାରଣ ଲୁଣ ପାଇଁ ଏବେ ଲକ୍ଷ ଲକ୍ଷ ଲୋକ ମରିଯିବା ଉପରେ ସେମାନଙ୍କ ପାଖରେ ବୋହୁତ ଅଳ୍ପ ସମୟ ରହିଛି ଚାହିଁଲେ ବି ସେମାନେ ଆଉ ବଞ୍ଚି ପାରିବେ ନାହିଁ |

ପ୍ରତ୍ୟେକ ଲୋକଙ୍କର ଦୈନଦିନ ଜୀବନରେ ଲୁଣ ନିହାତି ଆବଶ୍ୟକ ଖାଦ୍ୟ ଯେତେ ସ୍ୱାଦିଷ୍ଠ ହେଲେ ମଧ୍ୟ ଯଦି ସେଥିରେ ଲୁଣ ନ ପଡ଼ିବ ତେବେ ତାର କିଛି ମହତ୍ତ୍ୱ ରହିବ ନାହିଁ ତେବେ ସାରା ବିଶ୍ୱରେ ଯଦି ଜଣେ ବ୍ୟକ୍ତି ପାଖାପାଖି ୧୦.୮ ଗ୍ରାମ ଲୁଣ ବ୍ୟବହାର କରୁଛି ତେବେ ଏହା ଆବଶ୍ୟକ ସୀମା ଠାରୁ ଢେର ଅଧିକ।

ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ WHO ପକ୍ଷରୁ ଲୁଣକୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି କରାଯାଇଛି ଲୁଣ ଦେଖିବାକୁ ଖାଇବାକୁ ସାଧାରଣ ଜଣା ପଡୁଥିଲେ ମଧ୍ୟ ଏହା ଆପଣଙ୍କ ଶତ୍ରୁ ପାଲଟିବାର ସମ୍ଭାବନା ଢେର୍ ଅଧିକ ଯଦି ଲୁଣ ବ୍ୟବହାରକୁ ସୀମିତ କରାନଯାଏ ତେବେ ଆଗାମୀ ୭ ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଛି ଏଥିସହିତ ଅନେକ ରୋଗର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି |

ଲୁଣ ଖାଇବା ଦ୍ବାରା ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ରିପୋର୍ଟ ମାଧ୍ୟରେ ବିଭିନ୍ନ ଦେଶର ସରକାରଙ୍କୁ ଅପିଲ କରାଯାଇଛି ଆମ ଶରୀର ପାଇଁ କେତେ ମାତ୍ରାରେ ଆୟୋଡ଼ିନ୍ ର ଆବଶ୍ୟକତା ରହିଛି ସେନେଇ ସ୍ପଷ୍ଟ ଭାବରେ ଲେଖିବାକୁ କୁହାଯାଇଛି ଲୁଣ ମାତ୍ରାଧିକ ସେବନ ଫଳରେ ହାର୍ଟଆଟ୍ଟାକ୍ ଷ୍ଟ୍ରୋକ ହାଇପ୍ରେସର୍ ବ୍ଲଡ଼ପ୍ରେସର୍ ପରି ସମସ୍ୟା ସୃଷ୍ଟି ହୋଇଥାଏ ସାରା ବିଶ୍ୱରେ ପ୍ରତ୍ୟେକ ଲୋକ ହାର୍ଟ ସମ୍ବନ୍ଧିତ ରୋଗରେ ପାଖାପାଖି ୧.୮ କୋଟି ଲୋକ ମରୁଛନ୍ତି ଭାରତରେ ମଧ୍ୟ ଏହି ସମସ୍ୟା ୨୦ ଲକ୍ଷରୁ ଅଧିକ ରହିଛି।

ତେବେ ମୃତ୍ୟୁ ସଂଖ୍ୟା ପାଇଁ ସବୁ କ୍ଷେତ୍ରରେ ଲୁଣ ହିଁ ଦାୟୀ ହୋଇଥାଏ ଲୁଣ କାରଣରୁ ୫୦ ଲକ୍ଷରୁ ଅଧିକ ଲୋକ ଷ୍ଟ୍ରୋକରେ ପ୍ରାଣ ହରାଇଛନ୍ତି ଏହା ବ୍ୟତୀତ ଆହୁରି ଅଧିକ ଲୋକ ଗମ୍ଭୀର ରୋଗରେ ପଡ଼ୁଛନ୍ତି ସରକାର ଚାହିଁଲେ ଏହାକୁ ନିୟନ୍ତ୍ରଣ କରି ପାରିବେ ପ୍ରତ୍ୟେକ ବ୍ୟକ୍ତି କେବଳ ଗୋଟିଏ ଚାମଚ୍ ଲୁଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Share Your Views In Comments Below

comments