ଲୁଙ୍ଗି, ଗାମୁଛାରେ Babushan, ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ, ଏମିତି ଅବସ୍ଥାରେ…

ନମସ୍କାର ବନ୍ଧୁଗଣ ଏହି ଦୁନିଆ ଭାରି ସ୍ୱାର୍ଥପର ଏଠି କେହି ନୁହେଁ କାହାର ଆମ ଓଡ଼ିଶାରେ ଘୋଡ଼ା ନାଚ ହୁଏ ଆମ ଓଡ଼ିଶାରେ ଦଣ୍ଡ ନାଚ ହୁଏ ଆମ ଓଡ଼ିଶାରେ ବାରବର୍ଷରେ ତେରପର୍ବ ଓ ଯାନିଯାତ୍ରା ହୋଇଥାଏ ଦିନ ଥିଲା ପିଲାଛୁଆ ହେଲେ କିମ୍ବା କୌଣସି ଲୋକେ ପାଲା ସଙ୍କୀର୍ତ୍ତନ କରୁଥିଲେ ଯଦିଓ ଏଭଳି କିଛି ମାତ୍ରାରେ ଗାଁ ଗହଳିରେ କରାଯାଉଛି କିନ୍ତୁ ପ୍ରାୟତଃ ଏସବୁ ହଜି ଗଲାଣି ଆମେ ଏହିସବୁ ବିଷୟରେ ଆମର କହିବାର କାରଣ କଣ ମାଲ୍ୟଗିରି ଫିଲ୍ମ ସହିତ ଏହାର ସମ୍ପର୍କ କଣ ରହିଛି ଆସନ୍ତୁ ଜାଣିବା।

ପୂର୍ବରୁ ଯେଉଁସବୁ ସିନେମା ନିର୍ମାଣ ହେଉଥିଲା ସେହିସବୁ ସିନେମା ଲୋକମାନଙ୍କୁ ପ୍ରାୟତଃ ପସନ୍ଦ ଆସୁଥିଲା କାହିଁକିନା ଫିଲ୍ମର କାହାଣୀ ଏତେ ଭଲ ଥିଲା ଲୋକ ଅତି ସହଜରେ ନିଜକୁ କନେକ୍ଟ କରି ପାରୁଥିଲେ ଧୀରେ ଧୀରେ ସମୟ ଗଡି ଚାଲିଲା ତା ସାଙ୍ଗକୁ ଆମ ଓଡ଼ିଆ ସିନେ ନିର୍ମାତା ନିଜେ କିଛି ତିଆରି କରିବା ବଦଳରେ ଅନ୍ୟ ଭାଷାର ଫିଲ୍ମକୁ ଦେଖି ତିଆରି କରିବାକୁ ଲାଗିଲେ କିଛି ସମୟ ପାଇଁ ଫିଲ୍ମ ତ ଲୋକମାନଙ୍କୁ ଭଲ ଲାଗିଲା |

କିନ୍ତୁ ଆଜିର ଦର୍ଶକ ପୁରୁଣା ଫିଲ୍ମର କାହାଣୀରେ ଯେଉଁ ଦମ୍ ଥିଲା ସେଭଳି ଫିଲ୍ମ ଦେଖିବା ପାଇଁ ଲୋକ ପସନ୍ଦ କରୁଛନ୍ତି ଆମେ ତ ଆଜି ଟେକ୍ନିକାଲି ବୋହୁତ ଆଗରେ କିନ୍ତୁ ଆମ ଫିଲ୍ମର କାହାଣୀ କେମିତି ହେବା ଦରକାର୍ ସେକଥା ଆଜିବି ଆମେ ବୁଝିପାରୁନୁ କିନ୍ତୁ ବାବୁସାନ୍ ମହାନ୍ତିଙ୍କ ଫିଲ୍ମ ମାଲ୍ୟଗିରି ଫିଲ୍ମକୁ ଏସବୁକୁ ଦୃଷ୍ଟିରେ ରଖି ସିନେମାକୁ ନିର୍ମାଣ କରାଯାଉଛି ଏହି ଫିଲ୍ମରେ ବାବୁସାନ୍ ମହାନ୍ତି କଟା ସାର୍ଟ ପ୍ୟାଣ୍ଟ୍ ପିନ୍ଧି ଷ୍ଟାଇଲ ମାରୁ ନାହାଁନ୍ତି ବରଂ ସିନେମାର କାହାଣୀ ଅନୁସାରେ ଲୁଙ୍ଗି ଗାମୁଛା ଗଞ୍ଜି ସାଙ୍ଗକୁ ସାଇକେଲ ଚଲାଉଛନ୍ତି |

ଫିଲ୍ମର ରିଲିଜ୍ ପୂର୍ବରୁ ଯଦିଓ ଫିଲ୍ମର କାହାଣୀ କଣ ରହିଛି ଜଣାନାହିଁ କିନ୍ତୁ ଫିଲ୍ମର ଟାଇଟଲ ଆଉ ଏହି ଛୋଟ ଛୋଟ ଭିଡିଓ କ୍ଲିପ୍ ଉତ୍ସାହିତ କରୁଛି ଏହି ଫିଲ୍ମକୁ ଦେଖିବା ପାଇଁ ଯେତେବେଳେ ମାଲ୍ୟଗିରି ଫିଲ୍ମର ନିର୍ମାତା ଭଲ ଓଡ଼ିଆ ଫିଲ୍ମ ନିର୍ମାଣ କରିବା ପାଇଁ ଫିଲ୍ମର କାହାଣୀ ଠାରୁ ନେଇ ପ୍ରତ୍ୟେକ ଦିଗ ପ୍ରତି ଭଲ ଭାବରେ ଦୃଷ୍ଟି ଦେଉଛନ୍ତି |

ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯଦି ଆଜି ସମାଜରୁ ଆମର ସେହି ପୁରୁଣା ସଂସ୍କୃତି ପରମ୍ପରା ହଜିଯାଇଛି ଆଶା ଏହିଭଳି ଫିଲ୍ମ ସେସବୁକୁ ଫିଲ୍ମ ଜରିଆରେ ଦେଖାଇ ଆମକୁ ଅନୁଭବ କରାଇବେ ଯେ ଆମେ ଓଡ଼ିଶା ବିଷୟରେ ଅନେକ କିଛି କଥା ଜାଣି ନାହାଁନ୍ତି ଯାହା ଫଳରେ ଓଡ଼ିଆ ସିନେମାରେ ପସନ୍ଦ କରୁନଥିବା ଦର୍ଶକ ବି ଓଡ଼ିଆ ସିନେମା ଦେଖିବାକୁ ଭଲ ପାଇବେ।

Share Your Views In Comments Below

comments