ମଦର ଦୁଇ ପ୍ୟାକ ପିଇବା ର ସଙ୍ଗେ ସଙ୍ଗେ ଏପରି ହୋଇଯାଇଥାଏ ଲିଭର ର ଅବସ୍ଥା,ଦେଖି ନେବେ ତ ଆଜିହିଁ ଛାଡି ଦେବେ ମଦ

ଡାକ୍ତର ଡୁ ଲାଇଫସେଞ୍ଚାର ଏକ ଆମେରିକାନ ଟିଭି ସୋ ଅଟେ | ଯେଉଁଠାରେ ଏକ ସୁସ୍ଥ ଲିବର କୁ ଦେଖା ଯାଇଛି | ଏଠାରେ ଲିବର ଦେଖାଯାଇଛି | ଏବଂ ତାଙ୍କ ର ମଦ କାରଣ ରୁ ମୃତ୍ୟୁ ହେଇଥିଲା |

ଏହି ଭିଡିଓ ରେ ଗୋଟେ ପଟେ ଚିକେନ ଓ ଲାଲ ରଙ୍ଗ ରେ ଥିବା ହେଲଦି ଲିବର କୁ ଦେଖା ଯାଇଛି | ଏବଂ ଲାଲ ଦାଗ ପଡିଥିବା ଅଳ ରଫ ଲିବର ମଧ୍ୟ ଦେଖିବାକୁ ମିଳିଛି | ଏବଂ ମଦ କାରଣ ରୁ ଏହା ସମ୍ପୂର୍ଣ ଖରାପ ହେଇଯାଇଛି |

ଏହି ଭିଡିଓ ରେ ଏହା ଦର୍ଶା ଯାଇଛି କି ମାତ୍ର ଦୁଇ ପ୍ୟାକ ରେ ଲିବର ଖରାପ ହେଇଯାଇଥାଏ ଏବଂ ଲିବର ଖରାପ ହେବା ଦ୍ୱାରା ରକ୍ତ ମଧ୍ୟ ବାନ୍ତି ହେଇଥାଏ |

ସିରୋସିସ ନାମକ ଏହି ରୋଗ ରେ ଲିବର ଗମ୍ଭୀର ଭାବ ରେ ଖରାପ ହେଇଯାଇଥାଏ | ତେବେ ଏହା ଦ୍ୱାରା ଲିବର ପ୍ରୋଟିନ ପରି ଜରୁରୀ ତତ୍ୱ କୁ ଉତ୍ପାଦନ କରି ପାରି ନ ଥାଏ | ମଦ ଦୁଇ ପ୍ୟାକ ମାରିବା ଦ୍ୱାରା ଲିବର ସିଧା ସଳଖ ଭାବ ରେ ଏହା ପ୍ରଭାବିତ ହେଇଥାଏ | ଏବଂ ଧୀରେ ଧୀରେ ଲିବର କାମ କରିବା ବନ୍ଦ କରିଦେଇଥାଏ |

Share Your Views In Comments Below

comments