ହିନ୍ଦୁମାନଙ୍କ ଭାବନା ସହିତ ଖେଳିବା ଅକ୍ଷୟ କୁମାରଙ୍କୁ ପଡିଗଲା ମାହାଙ୍ଗା, ଅକ୍ଷୟ କୁମାରଙ୍କୁ ଏମିତି କରିଦେଲେ …

ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଆସୁଥିବା ପ୍ରସିଦ୍ଧ ବୋଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅବସ୍ତା ଖରାପ ହୋଇଯାଇଛି | ଏହାର କାରଣ ହେଉଛି ଅକ୍ଷୟ କୁମାର ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେବା ଭଳି ଏକ ଚଳଚିତ୍ର ରେ ଅଭିନୟ କରିଛନ୍ତି | ଯାହାର ନାମ ପ୍ରଥମେ ଲକ୍ଷ୍ମୀ ବମ ଥିଲା | ଅନେକ ବିବାଦ ପରେ ଏଥିରୁ ବମ ହଟାଯାଇ ଲକ୍ଷ୍ମୀ ରଖାଯାଇଥିଲା |

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ 9 ନଭେମ୍ବର 2020 ରେ ମୁକ୍ତିଲାଭ କରିଥିଲା | ଯଦିଓ ଦର୍ଶକ ମାନେ ଏହି ଚଳଚ୍ଚିତ୍ର କୁ ଦେଖିଥିଲେ କିନ୍ତୁ ବୁଝି ପାରିନଥିଲେ | ଯାହା ଫଳରେ ଏହି ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା | ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ର ଅବସ୍ଥା ଏପରି ହେବ ବୋଲି କେହି ଭାବିନଥିଲେ | ଅକ୍ଷୟ କୁମାରଙ୍କ କ୍ୟାରିଅରରେ ଅନେକ ଫିଲ୍ମ ‘ଫ୍ଲପ୍’ ହୋଇଛି କିନ୍ତୁ ଲକ୍ଷ୍ମୀ ଭଳି ଫ୍ଲପ ହୋଇନଥିଲା |

ଏହି ଚଳଚ୍ଚିତ୍ର ଉପରେ ‘ଲଭ ଜିହାଦ୍’ର ପ୍ରମୋସନ କରୁଥିବାର ଅଭିଯୋଗ ହୋଇଥିଲା ଏବଂ ଫିଲ୍ମ ରିଲିଜ୍ ହେବା ପରେ ଏହାର ଏପରି ଅବସ୍ଥା ହୋଇଥିଲା | ଏହି ଚଳଚିତ୍ର ଅନ୍ୟ ସମସ୍ତ ଫ୍ଲପ ଚଳଚ୍ଚିତ୍ର ମଧ୍ୟରୁ ଦ୍ୱିତୀୟ ଫ୍ଲପ୍ ଚଳଚିତ୍ର ହୋଇଯଇଛି | ଏହାପୂର୍ବରୁ ଦର୍ଶକଙ୍କ ରାଗ ଆଲିଆ ଭଟ୍ଟଙ୍କ ଫିଲ୍ମ ସଡ଼କ-୨ ରେ ବାହାରିଥିଲା ଏବଂ ଏହା ପରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ରେ ତାଙ୍କର ରାଗ ବାହାର କରିଛନ୍ତି |

ଆଇଏମଡିବିରେ ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ର ରେଟିଙ୍ଗ 2.2 ରହିଛି । ଫିଲ୍ମ ସମୀକ୍ଷକ ମାନେ ମଧ୍ୟ ଅକ୍ଷୟ କୁମାରଙ୍କ ଫିଲ୍ମକୁ ପସନ୍ଦ କରିନାହାଁନ୍ତି।

ମୁଁ ଆପଣଙ୍କୁ କହିବି ଯେ ବମ ସହିତ ଲକ୍ଷ୍ମୀ ନାମ ଯୋଡ଼ିବାରୁ ଲୋକମାନେ ବିରୋଧ କରିଥିଲେ । ଲୋକମାନଙ୍କର ପ୍ରଶ୍ନ ଥିଲା ଯେ, ଅକ୍ଷୟ କୁମାର ନିଜ ଫିଲ୍ମ ର ନାମ ଲକ୍ଷ୍ମୀ ବୋମ ରଖି ହିନ୍ଦୁମାନଙ୍କ ଆସ୍ଥାକୁ ଆଘାତ କରୁଛନ୍ତି କାହିଁକି ? ଫିଲ୍ମର ନାମ ଲକ୍ଷ୍ମୀ ବମ ହିଁ କାହିଁକି ରଖ ଗଲା | ରହନା ବମ କାହିଁକି ରଖାଗଲା ନାହିଁ ? ଏହା ବ୍ୟତୀତ ଏହି ଫିଲ୍ମ ମାଧ୍ୟମରେ ଲଭ ଜିହ୍ୱାଦ କୁ ପ୍ରଶୟ ମିଳିବ | ବୋଧହୁଏ ଏହି କାରଣରୁ ଏହି ଫିଲ୍ମ ଫ୍ଲପ୍ ହୋଇଗଲା |

Share Your Views In Comments Below

comments