ମହିଳାଙ୍କ କୋଳରେ ଚଢ଼ି ଭାବି ସ୍ୱାମୀ ଦେଇ ପାରୁଛି ତାଙ୍କୁ ଚୁମା, ଲୋକମାନେ କହିଲେ ପୁରା ମା-ପୁଅ ଯୋଡି… ଫୋଟୋ ଦେଖିକି ମୁଣ୍ଡ ପିଟି ଦେବେ

ଉଭୟ ଇଉଡୋକସି ଏବଂ ଗ୍ରାଣ୍ଡ ପି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ଇନଷ୍ଟାଗ୍ରାମରେ ସେମାନେ ଏକାସହ ଥିବା ଚିତ୍ରଗୁଡ଼ିକୁ ସେୟାର କରି ଛନ୍ତି | ଏଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଏହି ମହିଳା ଜଣକ ବହୁତ ମୋଟା ଏବଂ ପୁରୁଷ ଜଣକ ଛୋଟ ହୋଇଥିବାରୁ ସାରା ଦୁନିଆ ଉଭୟଙ୍କୁ ପରିହାସ କରେ | ତଥାପି ଏହା ସତ୍ତ୍ୱେ ଉଭୟ ଅତ୍ୟନ୍ତ ସୁନ୍ଦର ଦେଖାଯାନ୍ତି | ଇଉଡୋକସି ଏବଂ ଗ୍ରାଣ୍ଡ ପି ଖୁବ୍ ଶୀଘ୍ର ଦୁନିଆର ପରିହାସକୁ ଭୂକ୍ଷେପ ନକରି ବିବାହ କରିବେ | ଉଭୟ ପରସ୍ପର ସହ ନିର୍ବନ୍ଧ ମଧ୍ୟ କରିନେଇଛନ୍ତି। ଯେତେବେଳେ ଇଉଡୋକସିଙ୍କୁ ଦୁହିଁଙ୍କ ସମ୍ପର୍କ ବିଷୟରେ ପଚରାଯାଏ, ସେ କୁହନ୍ତି ଯେ ପ୍ରେମରେ ଉଚ୍ଚତା ଗୁରୁତ୍ୱପୂର୍ଣ୍ଣ ନୁହେଁ | ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏବେ ବି ଭଲରେ ରହିଛି ।

ଯଦିଓ ଇଉଡୋକ୍ସି ତାଙ୍କ ପିତାମାତାଙ୍କୁ ଏପର୍ଯ୍ୟନ୍ତ କହି ନାହାଁନ୍ତି | ତଥାପି ସେ ଭୟ କରୁଛନ୍ତି ଯେ ପିତାମାତା କାଳେ ବିବାହ କରିବାକୁ ମନା କରିପାରନ୍ତି | ଅନ୍ୟପକ୍ଷରେ, ଲୋକଙ୍କ ଥଟ୍ଟା କରିବା ଗ୍ରାଣ୍ଡ ପି ଙ୍କ ଉପରେ ଜମାବି ଫରକ ପଡେ ନାହିଁ। ସେ ନିଜ ଜୀବନ ଅନୁସାରେ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ଗ୍ରାଣ୍ଡ ପି ର ପ୍ରକୃତ ନାମ ହେଉଛି ମୋସା ସାଣ୍ଡିଆନା କାବା | ତାଙ୍କର ଜନ୍ମରୁ ପ୍ରୋଜେରିଆ ନାମକ ଏକ ଜେନେଟିକ୍ ରୋଗ ଅଛି | ଏହି ରୋଗ ହେତୁ ତାଙ୍କର ଉଚ୍ଚତା ବୃଦ୍ଧି ବନ୍ଦ ହୋଇଯାଇଛି | ତଥାପି, ଏପରି ପାର୍ଥକ୍ୟ ସତ୍ତ୍ୱେ ଉଭୟଙ୍କ ପ୍ରେମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଅଟେ |

Share Your Views In Comments Below

comments