Malaika Arora ଙ୍କର ହଟ ଡ୍ରେସର ଫୋଟୋ ହେଲା ଭାଇରଲ, ପିନ୍ଧିଲେ ଏମିତି ଡ୍ରେସ ସବୁକିଛି ବାହାରକୁ ଦେଖାଗଲା…

ଅନସ୍କ୍ରିନ ହେଲାକି ଆଉଟସ୍କ୍ରିନ, ସବୁବେଳେ ମଲାଇକାଙ୍କ ଚର୍ଚ୍ଚା ହୋଇଥାଏ | 46 ବର୍ଷ ବୟସ ସତ୍ତ୍ୱେ ସେ ନିଜକୁ ଫିଟ ରଖିଛନ୍ତି | ଯେଉଁଥିପାଇଁ ସେ ଅଧିକ ଚର୍ଚ୍ଚାର ବିଷୟ ପାଲଟି ଥାନ୍ତି | ତାଙ୍କର ଜବରଦସ୍ତ ଏକ୍ସପ୍ରେସନ ଏବଂ ଷ୍ଟାଇଲ ଆଗରେ ସମସ୍ତେ ଫିକା ପଡିଯାନ୍ତି | ନିଜର ଷ୍ଟାଇଲ ପାଇଁ ମଲାଇକା ଅନେକ ଥର ଟ୍ରଲ ମଧ୍ୟ ହୋଇଛନ୍ତି | ଯାହା ତାଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ଦେଖିଲେ ଜଣାପଡେ | ମଲାଇକା ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ପ୍ରତ୍ୟେକ ଦିନ ନୂଆ ନୂଆ ହଟ ଏବଂ ବୋଲଡ ଫୋଟୋ ସେୟାର କରିଥାନ୍ତି | ଯାହାକୁ ଅନେକ ପ୍ରଶଂସକ ପସନ୍ଦ କରିଥାନ୍ତି ଏବଂ କିଛି ପ୍ରଶଂସକ ତାଙ୍କୁ ଟ୍ରଲ ମଧ୍ୟ କରିଥାନ୍ତି | କେହି କେହି ତାଙ୍କୁ ବୁଢ଼ୀ ବୋଲି ସମ୍ବଧନ ମଧ୍ୟ କରନ୍ତି ତ, କେହି କେହି ଏବୟସରେ ଏଭଳି ପୋଷାକ ପିନ୍ଧିବାକୁ ବାରଣ ମଧ୍ୟ କରନ୍ତି |

ଏଭଳି ଘଟଣା ମଲାଇକାଙ୍କ ସହ ପୁଣିଥରେ ଘଟିଛି | ନିକଟରେ ଏକ ଫେସନ ଶୋରେ ମଲାଇକା ଏକ ହଳଦିଆ ରଙ୍ଗର ଗାଉନ ପିନ୍ଧିଥିଲେ ଯାହା ବହୁତ ହଟ ଏବଂ ବୋଲଡ ଥିଲା | ସେ ଏହାର ଫୋଟୋ ମଧ୍ୟ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟର ସେୟାର କରିଥଲେ | ସେ ଫୋଟୋ ସେୟାର କରିବା ମାତ୍ରେ ଟ୍ରଲ ହେବା ଆରମ୍ଭ ହୋଇଯାଇଥିଲେ | ସେ ଆଗରୁ ଏଭଳି ଅନେକ ଘଟଣାର ସାମ୍ନା କରିଛନ୍ତି | ତଥାପି ନିଜର ପରିଧାନ ରେ କୌଣସି ପରିବର୍ତ୍ତନ କରିନାହାନ୍ତି |

ଏହାପୂର୍ବରୁ ସେ ଏକ ବିବାହ ଭୋଜିକୁ ପିନ୍ଧି ଯାଇଥିବା ଲାଲୀ ଶାଢ଼ୀ ଏବଂ ବ୍ଲାଉଜ ପାଇଁ ଟ୍ରଲ ହୋଇଥିଲେ | ତାଙ୍କର ବ୍ଲାଉଜର ବେକ ଗଭୀର ଥିବାରୁ ତାଙ୍କର ବକ୍ଷଜୋ ର ଉପରି ଭାଗ ସ୍ପଷ୍ଟ ଦେଖାଯାଉଥିଲା |

ବର୍ତ୍ତମାନ ପ୍ରତ୍ୟେକ ଦିନ ମଲାଇକାଙ୍କର ଗୋଟିଏ ଗୋଟିଏ ହଟ ଫୋଟୋ ସାମ୍ନାକୁ ଆସୁଛି | ନିକଟରେ ତାଙ୍କର ଏକ ବିକିନି ଫୋଟୋ ମଧ୍ୟ ଭାଇରଲ ହୋଇଥିଲା | ସେ ପିନ୍ଧିଥିବା ଏହି ହଳଦିଆ ଗାଉନ ର ମୂଲ୍ୟ ପାଖାପାଖି 17 ଲକ୍ଷ ଅଟେ |

Share Your Views In Comments Below

comments