ନମସ୍କାର ବନ୍ଧୁଗଣ ଅନୁଭବ ମହାନ୍ତିଙ୍କୁ ଛାଡ଼ିବା ପରେ ଏବେ ବର୍ଷା ପ୍ରିୟଦର୍ଶିନୀ ନିଜ ମାଆଙ୍କ ସହିତ ଗାଁରେ ରହୁଥିବାର ନଜର ଆସିଛନ୍ତି ତେବେ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଝଗଡ଼ା ଲାଗିଛି ଉଭୟ ସ୍ବାମୀ ସ୍ତ୍ରୀ ପରସ୍ପରଙ୍କ ଠାରୁ ଅଲଗା ହେବାପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ତାହେଲେ ଅନୁଭବ ମହାନ୍ତିଙ୍କ ଘରେ ରହୁଥିଲେ ବର୍ଷା ପ୍ରିୟଦର୍ଶିନୀ ଆଉ ଅନୁଭବ ମହାନ୍ତି ଭଡ଼ା ଘରେ ରହୁଥିଲେ |
ନିଜ ପରିବାର ଲୋକଙ୍କୁ ଭଡ଼ାଘରେ ରଖିଥିଲେ ଅନୁଭବ ମହାନ୍ତି ହେଲେ କୋର୍ଟର ଅର୍ଡର ପରେ ଏବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘର ଛାଡ଼ି ଚାଲି ଯାଇଛନ୍ତି ଆଉ ଅନୁଭବ ମହାନ୍ତି ନିଜର ପୁରୁଣା ଘରେ ଆସି ରହୁଛନ୍ତି ହେଲେ ବର୍ଷା ପ୍ରିୟଦର୍ଶିନୀ ଏବେ ନିଜ ମାଆଙ୍କ ସହିତ ଗାଁରେ ରହୁଥିବାର ନଜର ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନେ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଭଲ ଭାବରେ ଜାଣିଥିବେ |
ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ୧୭ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଛନ୍ତି ୨୦୦୨ ମସିହାରୁ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି ତେବେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ନିଜ ବୈବାହିକ ଜୀବନରେ ଅଶାନ୍ତିରେ ଦିନ କାଟୁଛନ୍ତି ଅନୁଭବ ମହାନ୍ତିଙ୍କ ସହିତ ୨୦୧୪ ମସିହାରେ ଦୁହିଁଙ୍କର ବାହାଘର ହୋଇଥିବା ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡର ସମସ୍ତ କଳାକାରମାନେ ଯୋଗ ଦେଇଥିବାର ନଜର ଆସିଥିଲେ |
ତାହେଲେ ବାହାଘରର କିଛିଦିନ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ବୋହୁତ ଖୁସିରେ ଚଳିଥିଲେ ପରବର୍ତ୍ତୀ ସମୟରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଦୁହେଁ ପରସ୍ପରଙ୍କ ସହିତ କଳି ଝଗଡ଼ା କରିଥିଲେ ଆଉ ୨୦୨୦ ମସିହାରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ହେବା ପାଇଁ କୋର୍ଟରେ ହାଜର ହୋଇଥିଲେ ଅନୁଭବ ମହାନ୍ତି|
ଆଉ ଏବେ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ବର୍ଷା ପ୍ରିୟଦର୍ଶିନୀ ନିଜ ମାଆଙ୍କ ସହିତ ଗାଁରେ ରହୁଥିବାର ଦେଖା ଦେଇଛନ୍ତି ଅନୁଭବ ଓ ବର୍ଷା ଓଲିଉଡର ନମ୍ବର୍ ୧ ଯୋଡି ଥିଲେ ହେଲେ ଏବେ ଦୁହେଁ ଅଲଗା ହେବାପାଇଁ ଯାଉଛନ୍ତି।
ମାଙ୍କ ସହ ଗାଁରେ ଏବେ ବୁଲୁଛନ୍ତି Barsha priyadarshini, ଆବୁଭବ ଙ୍କର ଘର ଛାଡିଲା ପରେ ଏମିତି ଅବସ୍ଥା…
