ମା ଙ୍କ ସହ ଉଠିଲା ତିନିଟି ଛୁଆ ଙ୍କର ଅର୍ଥୀ ତ କାନ୍ଦି ଉଠିଲା ପୁରା ଗାଁ, ଛାତିରୁ ବାହାରି ଆସିଲା କଲିଜା

ଡୋଇଵାଲା କୋତବାଲି ଅନ୍ତର୍ଗତ ନାଗଲ ଜବଲପୁର ଗ୍ରାମ ରେ ହେଇଥିବା ଘଟଣା ବେଶ ଚର୍ଚା ରେ ରହିଛି | ଏଠାରେ ତିନି ନିରୀହ ଜୀବନ ଚାଲିଯାଇଛି ଓ ଏହା ପରେ ରବିବାର ଦିନ ଘଟିଥିବା ଆଉ ଏକ ଘଟଣା ମଧ୍ୟ ସାରା ଗ୍ରାମ ପାଁଇ ଏକ ଦୁଃଖ ର କାରଣ ହେଇଚି | ରବିବାର ସକାଳ ସମୟ ରେ ହସ୍ପିଟାଲ ରେ ଭର୍ତି ରୀନା ଦେବୀ ଙ୍କ ର ଚିକିତ୍ସା ସମୟ ରେ ମୃତ୍ୟୁ ହେଇଥିଲା | ହତ୍ୟାକାଣ୍ଡ ରେ ଆଘାତ ପାଇଥିବା ଆରୋପି ରାମ ସିଂ ଙ୍କ ର ପତ୍ନୀ ରୀନା ଦେବୀ ଙ୍କ ର 30 ଜୁଲାଇ ରୁ ଚିକିତ୍ସା ଚାଲିଥିଲା | ହସ୍ପିଟାଲ ରେ ଶେଷ ରେ ସେ ଜୀବନ ସଂଗ୍ରାମ ରେ ହାରିଯାଇଥିଲେ ଓ ପ୍ରାଣ ହରାଇଥିଲେ | ବିନୟ , ମୂଷକନ ଙ୍କ ପରେ ଭୂମିକା ଙ୍କ ର ମୃତ୍ୟୁ 2 ଦିନ ପୂର୍ବ ରୁ ହେଇଚି |

ଡୋଇବାଲା କୋତବାଲି ଅନ୍ତର୍ଗତ ନାଗଲ ଜବଲପୁର ଗ୍ରାମ ସଭା ରେ 30 ଜୁଲାଇ କୁ ଏହି ଘଟଣା ରାମ ସିଂ ଓରଫ ମାନ ସିଂ ଙ୍କ ର ତିନି ସନ୍ତାନ ଓ ପତ୍ନୀ ଙ୍କ ଉପରେ ପ୍ରାଣଘାତି ଆକ୍ରମଣ ହେଇଥିଲା | ଏହି ଘଟଣା ରେ ପୁତ୍ର ବିନୟ ଓ ପୁତ୍ରୀ ମୂଷକନ ଙ୍କ ର ମୃତ୍ୟୁ ହେଇଯାଇଥିଲା | ଗମ୍ଭୀର ଅବସ୍ଥା ରେ ପୁତ୍ରୀ ଭୂମିକା ଓ ତାଙ୍କ ର ମାତା ରୀନା ଦେବୀ ଙ୍କ ର ଉପଚାର ହିମାଳୟଂ ହସ୍ପିଟାଲ ରେ କରାଯାଉଥିଲା | ପୋଲିସ ର ଅନୁସାରେ ଶୁକ୍ରବାର ସକାଳ 5 ଘଟିକା ସମୟ ରେ ଭୂମିକା ପ୍ରାଣ ହରାଇଥିଲେ | ଏବଂ ମା ରୀନା ଙ୍କ ର ରବିବାର ଦିନ ଉପଚାର ସମୟ ରେ ମୃତ୍ୟୁ ହେଇଥିଲା |

ଲୋକେ କରିଥିଲେ ତାଙ୍କ ର ଅନ୍ତିମ ସଂସ୍କାର

ଭୂମିକା ଙ୍କ ର ମୃତ୍ୟୁ ପରେ ପୁରା ଗ୍ରାମ ରେ ଶୋକ ର ଲହରୀ ଖେଳି ଯାଇଥିଲା | ପୋଷ୍ଟମଟମ ପରେ ଶୁକ୍ରବାର ଦିପହର ରେ ଭୂମିକା ଙ୍କ ର ଅନ୍ତିମ ସଂସ୍କାର ହେଇଥିଲା | ସ୍ଥାନୀୟ ନିବାସୀ ଶୋଭିତ ଓନିୟାଲ କହିଛନ୍ତି ଶୁଶୁବା ନଦୀ ମସାଣି ରେ ସନ୍ଧ୍ୟା 4.30 ମିନିଟ ସମୟ ରେ ନିରୀହ ଭୂମିକା ଙ୍କ ର ପରିବାର ଲୋକେ ଓ ଗ୍ରାମ ବାସି ଙ୍କ ର ଉପସ୍ତିତି ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଛି |

Share Your Views In Comments Below

comments