ମାତ୍ର 22 ବର୍ଷ ବୟସରେ IPS ହେଇଥିଲେ ସଚିନ ଅତୁଳକର, ଯାହାଙ୍କ ସାମ୍ନାରେ ବଲିଉଡ ବଡ ବଡ ହିରୋ ବି ମାରିବେ ଫେଲ, ଫୋଟୋ ଦେଖି କହିବେ IPS ବାବୁତ …

ମଧ୍ୟ ପ୍ରଦେଶ ର IPS ସଚିନ ଅତୁଳକର ଫିଟ୍ନେସ ମାମଲା ରେ ପୋଲିସ ଡିପାର୍ଟମେଣ୍ଟ ରେ ବେଶ ସୁପରିଚିତ ଅଟନ୍ତି | ସଚିନ ଅତୁଳକର ମାତ୍ର 22 ବର୍ଷ ବୟସ ରେ IPS ହେଇଥିଲେ | ସେ ନିଜର ର ଵ୍ୟସ୍ତବହୁଳତା ସମୟ ରେ ମଧ୍ୟ ନିଜ ଫିଟ୍ନେସ କୁ ଧ୍ୟାନ ଦେଇଥାନ୍ତି |

ସଚିନ ଅତୁଳକର 2007 ବ୍ୟାଚ ର ପାସଆଉଟ ଅଟନ୍ତି | ମାତ୍ର 22 ବର୍ଷ ବୟସ ରେ IPS ହେଇ ଯୁବପିଢ଼ି ଙ୍କ ପାଁଇ ମଧ୍ୟ ବେଶ ପ୍ରୋତ୍ସାହିତ କରିଛନ୍ତି | IPS ସଚିନ ଅତୁଳକର ଙ୍କ ର ଜନ୍ମ ଭୋପାଲ ରେ ହେଇଚି | ତାଙ୍କ ପିତା ଫରେଷ୍ଟ ଡିପାର୍ଟମେଣ୍ଟ ରେ ଚାକିରୀ କରନ୍ତି | 1999 ରେ ରାଷ୍ଟ୍ରୀୟ ଲେବଲ ରେ କ୍ରିକେଟ ଖେଳିଛନ୍ତି | 2010 ରେ ଗୋଲଡି ମେଡାଲ ପାଇସାରିଛନ୍ତି |

8 ଅଗଷ୍ଟ 1984 ରେ ଭୋପାଲ ରେ ଜନ୍ମ ଗ୍ରହଣ କରିଥିଲେ ସଚିନ ଅତୁଳକର | ସ୍କୁଲରେ ପାଠ ପଢିବା ସହ ସଚିନ ଖେଳ କୁଦ ରେ ମଧ୍ୟ ଭଲ ନା କରିପାରିଛନ୍ତି | IPS ଟ୍ରେନିଂ ସମୟ ରେ ସେ ଅଧି ଘୋଡା ଚଢିବା ରେ ମଧ୍ୟ ଅନେକ ନା କରିପାରିଛନ୍ତି | ସେ 2010 ରେ ଘୋଡା ଚଢିବା ରେ ମଧ୍ୟ ଯଂପିଙ୍ଗ ସଚିନ ଅତୁଳକର ବେଶ ସଫଳତା ହାସିଲ କରିଛନ୍ତି ଏବଂ ଗୋଲଡ ମେଡାଲ ମଧ୍ୟ ପ୍ରାପ୍ତି କରିଛନ୍ତି |

IPS ସଚିନ ଙ୍କ ଅନୁସାରେ ସେ ସର୍ବଦା ନିଜ ଫିଟ୍ନେସ କୁ ମଧ୍ୟ ଧ୍ୟାନ ଦେଇଥାନ୍ତି | ଏବଂ ଆଜିକା ସମୟ ରେ ଯୁବପିଢ଼ି ଙ୍କ ପାଁଇ ସେ ଏକ ପ୍ରେରଣା ଅଟନ୍ତି | ବଡ଼ୀବିଲଡିଂ ସମୟ ରେ ସେ ଜଣେ କୋଚ ଙ୍କ ର ସହାୟତା ନେଇଥିଲେ I ଯାହା ଦ୍ୱାରା କି ପରଫେକ୍ଟ ବଡି କରିବା ରେ ସଫଳ ହେଇଥିଲେ | ଏକ୍ସରସାଇଜ କରି ସେ ନିଜ ବଡି କୁ ଫିଟ ରଖିଥାନ୍ତି |

Share Your Views In Comments Below

comments