46 ମିଲିଅନ ଫୋଲୋଅର୍ସ ହେଲା ତ ନିଜ କପଡା ଖୋଲିଦେଲେ Bollywoodର ଏହି ଅଭିନେତ୍ରୀ, ସେୟାର କରିଲେ ଏହି ହଟ ଫୋଟୋ, ଦେଖନ୍ତୁ

ଜ୍ୟାକଲିନ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜ୍ଞାପନ କରି ନିଜ ଇନଷ୍ଟାଗ୍ରାମ ରେ 3ଟି ନୂଆ ଫୋଟୋ ପୋଷ୍ଟ କରିଛନ୍ତି | ଏହି ଫୋଟୋରେ ଜ୍ୟାକଲିନ ଧଳା ପ୍ୟାଣ୍ଟ ପିନ୍ଧି ହାତରେ ଗୋଲାପ ଫୁଲର ବୁକେ ଧରିଥିବାର ନଜର ଆସିଛନ୍ତି ଏବଂ ଟପଲେସ ଅଛନ୍ତି | ପ୍ରଶଂସକଙ୍କ ବ୍ୟତୀତ ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କର ଏହି ଫୋଟୋକୁ ପସନ୍ଦ କରିଛନ୍ତି |

ଜ୍ୟାକଲିନଙ୍କୁ ଟପଲେସ ଦେଖି ସୋସିଆଲ ମିଡ଼ିଆ ୟୁଜର ମାନେ ବିଭିନ୍ନ ପ୍ରକାର ମତ ପ୍ରକଶ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ଫିଲ୍ମ ଭି ନହିଁ ମିଲ ରହି…. ଓର ଅବ କପଡେ ଭି ନହିଁ ମିଲ ରହେ ହେଁ |’ ଏଥି ସହିତ ଅନେକ ୟୁଜର ତାଙ୍କୁ 46 ମିଲିଅନ ଫୋଲୋଅର୍ସ ହେବାର ଅଭିନନ୍ଦନ ଜଣାଇଛନ୍ତି |

ଜଣେ ୟୁଜର ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ଲେଖିଛନ୍ତି, ‘ଆପଣ ଫୁଲ ପରି ସୁନ୍ଦର ଦେଖାଯାନ୍ତି |’ ଏଥିସହ ଆଉ ଜଣେ ୟୁଜର ଲେଖିଛନ୍ତି, ’46 ମିଲିଅନ ପ୍ରଶଂସକ ପାଇଁ ଆପଣଙ୍କୁ ଢେରସାରା ଶୁଭକାମନା, 50 ମିଲିଅନ ପାଇଁ ଆଉ ଅପେକ୍ଷା କରି ହେବ ହେବ ନାହିଁ |’

ଜ୍ୟାକଲିନ ନିଜର ଆଗାମୀ ଚଳଚିତ୍ର ‘ଆଟାକ’ ର ସୁଟିଂ କରିବେ, ଯେଉଁଥିରେ ତାଙ୍କ ସହ ଜନ ଆବ୍ରହାମ ଏବଂ ରକୁଳପ୍ରୀତ ସିଂ ନଜର ଆସିବେ |

ଏହା ବ୍ୟତୀତ ଜ୍ୟାକଲିନ ସଲମାନ ଖାନଙ୍କ ସାଜିଦ ନାଡିଆଡୱାଲାଙ୍କ ଫିଲ୍ମ ‘କିକ ୨’ରେ ମଧ୍ୟ ଅଭିନୟ କରିବେ । ଏହା ପୂର୍ବରୁ ମଧ୍ୟ ସେ ‘କିକ୍’ରେ ଲିଡ୍ ରୋଲ୍ ରେ ଅଭିନୟ କରିଥିଲେ |

Share Your Views In Comments Below

comments