ନମସ୍କାର ବନ୍ଧୁଗଣ ତୁମ ସହ ଦେଖା ହୋଇଥିଲା ତୁମକୁ ମୁଁ ପସନ୍ଦ କରିଥିଲି ତୁମ ଗୁଣ ଆଉ ସୁନ୍ଦରତା ମତେ ଭଲ ଲାଗିଥିଲା ଆଉ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ଶାରିରୀକ ସମ୍ପର୍କ ରହିଲା ଆଉ ହସ ଖୁସୀରେ ଦିନ ବିତିଲା କିନ୍ତୁ ତୁମେ ଗୋଟିଏ ଛୁଆକୁ ଜନ୍ମ ଦେଇ ମୋ ଘର ଆଗରେ ଏଭଳି ବସିଛ ମୁଁ ଏକଥାକୁ କେବେ ଭାବି ନଥିଲି।
ଦର୍ଶକ ବନ୍ଧୁ ଯେତେବେଳେ ଦିନେଶ ଭେସ୍ପା ଦୀପିକାଙ୍କୁ ଦେଖା କରିଥିଲେ ଆଉ ଦୀପିକାଙ୍କୁ ପ୍ରଥମ ନଜରରେ ଏହି ପସନ୍ଦ କରି ବସିଥିଲେ ଆଉ ତାପରେ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଦୁହିଁଙ୍କ ମନ ମିଶିବା ସହିତ ଅନେକ ସମୟରେ ବୁଲାବୁଲି କରିଲେ ଆଉ ଶାରିରୀକ ସମ୍ପର୍କ ରଖିଲେ ଏଭଳି ସମ୍ପର୍କ ବିନା ସିନ୍ଦୂରରେ ବୋହୁତ ଦୂରକୁ ଚାଲିଗଲା ଆଉ ଦିନ ଯେତେବେଳେ ଆସିଲା ଦୀପିକା ଗୋଟେ ଛୁଆକୁ ଜନ୍ମ ଦେଲେ|
ସେହି ସମୟରେ ସବୁକଥା ବଦଳି ଗଲା ଯେମିତିକି ଦିନେଶର ଆଉ ଦେଖା ମିଳିଲା ନାହିଁ ତେବେ ଯୁବତୀ କରିବେ କଣ ଛୁଆକୁ ଧରି ଏବେ ସିଧା ଦିନେଶର ଘର ଆଗରେ ବସି ରହିଛନ୍ତି ଆଉ କହୁଛନ୍ତି ମତେ ସ୍ତ୍ରୀର ଅଧିକାର ଦିଅ ଆଉ ଏହି ଛୁଆକୁ ତା ବାପାର ଅଧିକାର ଦିଆଯାଉ।
ତେବେ ଆପଣମାନେ ଦେଖି ପାରୁଥିବେ ଏହି ଦୃଶ୍ୟ କିଭଳି ଲଗାତାର ଭାବେ ଦୁଇ ତିନିଦିନ ହେଲାଣି ଯୁବତୀ ଜଣଙ୍କ ଏଭଳି ଦିନେଶର ଘର ଆଗରେ ବସି ରହିଛନ୍ତି ତେବେ ଏହା ଭିତରେ ପ୍ରମିଳା ମାଉସୀ ଆସି ପହଞ୍ଚି ଯାଇଛନ୍ତି |
ଆଉ ଏବେ ଯୁବତୀଙ୍କୁ ଆଶ୍ଵାସନା ଦେବା ସହିତ ସେ କହିଛନ୍ତି ଏହି ଲଢେଇ ଜାରି ରଖ ଯେପର୍ଯ୍ୟନ୍ତ ତତେ ଦିନେଶ ଗ୍ରହଣ କରିନାହିଁ ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ ଏହି ଘଟଣା କଣ ମୋଡ଼ ନେଉଛି କେତେ ଶୀଘ୍ର ଦିନେଶ ଗ୍ରହଣ କରୁଛନ୍ତି ନା ଏହି ଘଟଣା ଆଉ କିଛି ବାଟକୁ ଚାଲି ଯାଉଛି।
ମୁଁ କେବଳ ରୋମାନ୍ସ ଚାହିଁଥିଲି… ଏ ଛୁଆ ପ୍ଲାନିଂ ମୁଁ ଚାହୁଁନଥିଲି, ତୁମେ Mo ଗେଟ ସାମ୍ନାରେ… ଏମିତି କହିଲେ
