ବନ୍ଧୁଗଣ ଓଡ଼ିଆ ଧାରାବାହିକ ଅଭିନେତା ରିଶି ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ରିଶୀ ଓଡ଼ିଆ ଧାରାବାହିକ ଏବଂ ସିନେମା ରେ ଅଭିନୟ କରନ୍ତି । ତାଙ୍କର ବହୁତ୍ ସୁନ୍ଦର ଅଭିନୟ ତାଙ୍କୁ ବେସ୍ ପରିଚିତ କରାଇ ପାରିଛି । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ପସନ୍ଦ କରିଛନ୍ତି । ତାଙ୍କୁ ଜଣେ ପରିଚିତ କଳାକାର ଭାବରେ ଲୋକପ୍ରିୟତା ଦେଇଛନ୍ତି ।
ଧାରାବାହିକ ସିନେମା ଉଭୟ କ୍ଷେତ୍ର ରେ ଅଭିନେତା ରିଶି ଙ୍କୁ ସଫଳତା ମିଳି ପାରିଛି । ଛୋଟ ବେଳୁ ଅଭିନେତା ରୀଶି ଅଭିନୟ କରିବାକୁ ବହୁତ୍ ଭଲ ପାଉଥିଲେ। ସେ ଟିଭି କୁ ଦେଖି ଡାନ୍ସ ଏବଂ ଆକ୍ଟିଂ କରିଥିଲେ । ରିସି ଙ୍କ ବାପା ମାଆ କେହି ବି ଚାହୁଁ ନଥିଲେ ଯେ ରିସୀ ସିନେମା ଲାଇନ ରେ ଯାଆନ୍ତୁ। ହେଲେ ଅଭିନେତା ରୀସି ଅଭିନୟ କରିବାକୁ ବହୁତ୍ ଭଲ ପାଉଥିଲେ ।
ଯେତେବେଳେ ସେ ପ୍ରଥମ କରି ସୁଟିଂ କୁ ଆସିଥିଲେ ସାଙ୍ଗରେ 20 ତାଙ୍କ ନେଇ ଆସିଥିଲେ । ଆଉ ଆଜି ଅନେକ ଟଙ୍କା ଇନକମ୍ କରୁଛନ୍ତି। ଅଭିନେତା ରୀସିି ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆଉ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ସେଥିରେ ସେ ମୁଖ୍ୟ ହିରୋ ଭୂମିକା ରେ ଅଭିନୟ କରିଥିଲେ ।
ଆଉ ସେ ଧାରାବାହିକ ତାଙ୍କୁ ସଫଳତା ଦେଇଥିଲା । ପରେ ତାଙ୍କର ଆଉ ଗୋଟେ ଧାରାବାହିକ ଆସିଥିଲା । ଧାରାବାହିକ ର ନାଁ ଥିଲା ତୋ ପାଇଁ ମୁଁ । ଏଥିରେ ସେ ଅଭିନେତ୍ରୀ ଦେବସ୍ମିତା ଙ୍କ ସହିତ ଅଭିନୟ କରିଥିଲେ । ତାଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ଖାଲି ଧାରାବାହିକ ନୁହେଁ ସେ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।
ଆଉ ଆଗାମୀ ଦିନରେ ତାଙ୍କର ଏକ ସିନେମା ରିଲିଜ୍ ହେବାକୁ ଯାଉଛି। ସେଥିରେ ସେ ଅଭିନେତ୍ରୀ ଦେବସ୍ମିତା ଙ୍କ ସହିତ ଅଭିନୟ କରିଛନ୍ତି । ଓଡ଼ିଆ ଦର୍ଶକ ମାନଙ୍କୁ ଏହି ସିନେମା ଟି ନିଶ୍ଚୟ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।।