ନା କୌଣସି କ୍ୟପସୁଲ ନା କୌଣସି ଟର୍ଣ୍ଣିଙ୍ଗ, ଏମିତି ବଢ଼ାନ୍ତୁ 50 ଗୁଣା ପୁରୁଷତ୍ୱ ଶକ୍ତି, ଆଉ ବିଛଣାରେ ଦେଖନ୍ତୁ କମାଲ…

ଏପରି ବୃଦ୍ଧି ହେଇଥାଏ ପୁରୁଷତ୍ୱ ଶକ୍ତି
ଆଜିକା ସମୟ ରେ ସେ-କ୍ସ ସମସ୍ୟା ଅନେକ ସମୟ ରେ ଦେଖିବା କୁ ମିଳିଥାଏ | ତେଣୁ ଲୋକେ ଭୈଗ୍ରା ପରି ଔଷଧ ର ସେବନ କରି ନିଜ ର ଯୌନ ଶକ୍ତି କୁ ବୃଦ୍ଧି କରିଥାନ୍ତି | ଆୟୁର୍ବେଦ ରେ ଏହି ବିଷୟ ରେ ଅନେକ କିଛି ଉଲେଖ ରହିଛି |

ପୁରୁଷ ମାନେ ପ୍ରଥମେ ନିଜ ର ସ୍ଵାସ୍ତ୍ୟ ର ବିଶେଷ ଧ୍ୟାନ ଦେବା ଉଚିତ | ଯଦି ଜଣେ ବ୍ୟକ୍ତି ନିଜ ର ପୁର୍ଣ ଆୟୁ ପର୍ଯ୍ୟନ୍ତ ସୁସ୍ଥ ରଖିବା କୁ ଚାହୁଁଚି ତେବେ ସେହି ବ୍ୟକ୍ତି ପୁଷ୍ଟିକର ଖାଦ୍ୟ ସହ ଯୋଗା କରିବା ଉଚିତ | ଜଣେ ବ୍ୟକ୍ତି ଯଦି ସଠିକ ଭିଟାମିନ ଯୁକ୍ତ ଖାଦ୍ୟ ସେବନ କରିବ ତେବେ ସେ ନିଜ କୁ ସୁସ୍ଥ ରଖିପାରିବ | ଏପରି କରିବା ଦ୍ୱାରା ଡାକ୍ତର ଙ୍କ ପାଖ କୁ ଯିବାର ମଧ୍ୟ ଆବଶ୍ୟକ ନାହିଁ |

ଏହି କଥା କୁ ଧ୍ୟାନ ରେ ରଖନ୍ତୁ
ଅଁଳା ରେ ଅନେକ ଔଷଧୀୟ ଗୁଣ ରହିଥାଏ | ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ | ଅଁଳା ରେ ଭିଟାମିନ ସି ର ପରିମାଣ ଅଧିକ ରହିଥାଏ | ଅଁଳା ରେ ଅନେକ ଚମତ୍କାରୀ ଗୁଣ ରହିଛି |

ଶୁଖିଲା ଫଳ
ଶକ୍ତି ବୃଦ୍ଧି କରିବା କୁ ମହୁ ସହ ବାଦାମ କିମ୍ବା କିସମିସ ସେବନ କରିପାରିବେ | ପ୍ରତୋକ ଦିନ କ୍ଷୀର ର ସେବନ ମଧ୍ୟ କରିବା ଉଚିତ | ଏହା ଶରୀର କୁ ଶକ୍ତି ପ୍ରଦାନ କରିଥାଏ |

ସୂର୍ଯ୍ୟ କିରଣ
ଯେଉଁ ପୁରୁଷ ମାନେ ନିଜ ର ପୁରୁଷତ୍ୱ ବୃଦ୍ଧି କରିବା କୁ ଚାହିଁଥାନ୍ତି ସେମାନେ ସୂର୍ଯ୍ୟ କିରଣ ରେ ବସିବା ଉଚିତ | ଏହା ଦ୍ୱାରା ପୁରୁଷ ଙ୍କ ର ପୁରୁଷତ୍ୱ ବୃଦ୍ଧି ହେଇଥାଏ | ତେଣୁ ପ୍ରତୋକ ଦିନ ସକାଳୁ ଖରା ରେ ବସିବା ଉଚିତ

ବାଦାମ କିମ୍ବା ପେଶତା ବାଦାମ
ସକାଳୁ ଶୀଘ୍ର ଉଠିକି ଆପଣ ବାଦାମ କିମ୍ବା ପେଶତା ବାଦାମ ର ସେବନ କରିବା ଦ୍ୱାରା ମଧ୍ୟ ଏହା ଶରୀର ପାଁଇ ବିଶେଷ ଲାଭକାରୀ ହେଇଥାଏ I ତେଣୁ ଭାରତୀୟ ପରମ୍ପରା ରେ ନବବିବାହିତ ଦମ୍ପତି ଙ୍କୁ ବାଦାମ କିମ୍ବା ପେଶତା ବାଦାମ ସହ କ୍ଷୀର ସେବନ କରିବା କୁ ଦିଆ ଯାଇଥାଏ I

ସାଇକେଲ
ସକାଳୁ ଉଠି ଆପଣ ପାଣି ସେବନ କରିବା ପରେ କିଛି ସମୟ ସାଇକେଲିଂ କରନ୍ତୁ I ପ୍ରାୟ 20 କିମି ସିଲେକ କରିଲେ ଆପଣ ନିଜ ଶରୀର କୁ ସୁସ୍ଥ ରଖିପାରିବେ I

ଗ୍ରୀନ ପରିବା
ଗ୍ରୀନ ପରିବା ଆଦି ର ସେବନ କରିବା ଦ୍ୱାରା ମଧ୍ୟ ଏଥିରେ ଥିବା ପୁଷ୍ଟିକର ତତ୍ୱ ଆପଣ ଙ୍କ ର ଶରୀର ପାଁଇ ବିଶେଷ ଲାଭକାରୀ ହେଇଥାଏ I ପ୍ରତୋକ ଦିନ ଆପଣ ପିଆଜ , ରସୁଣ ଓ ଅଦା ଆଦି ର ସେବନ ମଧ୍ୟ କରିବା ଉଚିତ I

Share Your Views In Comments Below

comments