ନଇ କୁଳରେ ମାଛ ଧରୁଥିବା ଏହି ଯୁବକକୁ ଜଣା ନଥିଲା ତା Saha କଣ ଘଟିବାକୁ ଯାଉଛି… ଛୋଟ ଛୁଆ ଦେଖନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଜଙ୍ଗଲି ପଶୁମାନେ କେତେ ଖତରନାକ ହୋଇଥାନ୍ତି ଏକଥା ଆମେ ସମସ୍ତେ ଜାଣିଛନ୍ତି ଏବଂ ଏଥିପାଇଁ ମଣିଷ ମାନେ ଜଙ୍ଗଲି ପଶୁମାନଙ୍କ ଠାରୁ ଦୂରେଇ ରୁହନ୍ତି କିନ୍ତୁ ଆମର ଏହି ଦିନରେ କିଛି ମାଡୁଆ ଲୋକ ବି ଅଛନ୍ତି ଯେଉଁମାନେ ପଶୁ ମାନଙ୍କ ସହ ଜାଣିଶୁଣି ପାଙ୍ଗ ନିଅନ୍ତି ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଆମେ ଏମିତି କିଛି ଘଟଣା ଦେଖିବା ଯେଉଁଠି ପଶୁମାନଙ୍କ ସହ ଲାଗିଲା ଏହି ମଣିଷ ମାନଙ୍କ ଜୀବନ ନେଇ ଯାଇଥାନ୍ତା।

ଏହି ଦୃଶ୍ୟରେ ଗୋଟିଏ ଯୁବକ ମାଛ ଧରିବା ପାଇଁ ଗୋଟିଏ ଜାଲିର ବକ୍ସ ଧରି ସମୁଦ୍ରରେ ପାଣିକୁ ଡେଇଁ ପଡେ କିନ୍ତୁ ପାଣିରେ ହଲଚଲ ଦେଖି ମାଛ ତ ନୁହେଁ କିନ୍ତୁ ଗୋଟିଏ ବଡ଼ ସାର୍କ ଆସି ପହଞ୍ଚିଯାଏ ଏମିତିକି ସାର୍କର ଶରୀର ବି ଏହି ଯୁବକ ସହ ଟଚ୍ ହୋଇଯାଏ ଏହାପରେ ଯୁବକଟି ଭୟଭୀତ ଅବସ୍ଥାରେ ନିଜ ଶରୀରକୁ କଣ୍ଟ୍ରୋଲରେ ରଖି ଥରି ଥରି ବୋଟ ଉପରକୁ ଉଠି ଆସେ ସେଦିନ ତାର ଭାଗ୍ୟ ଭଲ ଥିଲା ଯେ ପ୍ରଥମେ ସାର୍କଟି ବକ୍ସକୁ ଟାର୍ଗେଟ କରିଥିଲା ଯାହା ଫଳରେ ଯୁବକ ସମୟ ଥାଇ ବୋଟ ଉପରକୁ ଉଠି ଆସିପାରିଲା ନହେଲେ ତାର ଏକ ଛୋଟ ଭୁଲ୍ ତାର ଜୀବନ ନେଇ ଯାଇଥାନ୍ତା।

ଦର୍ଶକ ବନ୍ଧୁ ଜଙ୍ଗଲରେ ରହୁଥିବା ଲୋକ ଯେତେବେଳେ ଚିଡ଼ିଆଖାନାରେ ରୁହନ୍ତି ତ ସେମାନେ ରାଗିବା ଏବଂ ଅପ୍ସେଟ୍ ହେବା ସ୍ବାଭାବିକ କଥା ଏହି ଘଟଣାରେ କେରଳର ଏକ ଯୁରେ ଗୋଟିଏ ବାଘ ଲୋକମାନଙ୍କ ଠୁ ଦୂରେଇ ନିଜ ଜନ୍ତା ଭିତରେ ସୋଇଥିଲା କିନ୍ତୁ ଚିଡ଼ିଆଖାନାର କର୍ମଚାରୀ ଲୋକମାନଙ୍କୁ ବାଘ ଦେଖାଇବା ପାଇଁ ପ୍ରଥମେ ବାଘକୁ ବଡ଼ ପାଟିରେ ଡାକିଲେ କିନ୍ତୁ ବାଘଟି ନ ଶୁଣିବାରୁ ଗୋଟିଏ କର୍ମଚାରୀ ବାଘ ଉପରକୁ ପାଣି ସ୍ପ୍ରେ କରିଦେଲା ଏହାପରେ ସେ ବାଘ ଏତେ ରାଗିଗଲା ଯେ ସେ ଦୌଡ଼ି ଆସିଲା ଏବଂ ଭୟଙ୍କର ଗର୍ଜନ କଲା ଲୁହା ଜାଲି ନଥିଲେ ସେଦିନ କର୍ମଚାରୀର ପରାଲୋକକୁ ଟିକେଟ କନ୍ଫ୍ରମ ହୋଇ ଯାଇଥାନ୍ତା।

ଉତ୍ତରାଖଣ୍ଡର ଜିମ୍ ଖରୱେଡ୍ ନେଷ୍ଣାଲ୍ ପାର୍କରେ କିଛି ଲୋକ ଖୋଲା ଜିପ୍ ରେ ଜଙ୍ଗଲ ବୁଲିବାକୁ ଆସିଥିଲେ ଏହି ସମୟରେ ବୁଦା ଭିତରୁ ଏକ ମହାବଳ ବାଘ ତାଙ୍କ ଉପରେ ଆଟାକ୍କ କରିଦେଲା କିନ୍ତୁ ବୋହୁତ ଲୋକ ଏକା ସାଙ୍ଗରେ ଚିଲେଇବାରୁ ବାଘ ପଛକୁ ହଟିଗଲା ନହେଲେ ସେଦିନ ଏହି ଘଟଣା ବ୍ରେକିଂ ନିୟୁଜ୍ ବନି ଯାଇଥାନ୍ତା।

ଏଠାରେ ଗୋଟିଏ କାର ରାସ୍ତାରେ ଯାଉଥିବା ବେଳେ ସାମ୍ନାରେ କିଛି ମେଣ୍ଢା ଦେଖି ଡ୍ରାଇଭର ଗାଡି ସ୍ଲୋ କରିଦେଲା ଏବଂ ଧୀରେ ଧୀରେ ମେଣ୍ଢା ଦଳର ମଝିରେ ଗାଡି ନେଲା କିନ୍ତୁ ମେଣ୍ଢା ଦଳଙ୍କୁ ନିଜ ଦଳ ମଝିରେ ଏହି ଗାଡ଼ି ପଶିବା ଆଦୌ ପସନ୍ଦ ଆସିଲା ନାହିଁ ସଙ୍ଗେ ସଙ୍ଗେ ଗୋଟିଏ ବଡ଼ ମେଣ୍ଢା ରାଗି ଦୌଡ଼ି ଆସି ଗାଡ଼ି ଆଗରେ ମୁଣ୍ଡିଆ ମାରିଦେଲା ମେଣ୍ଢାର ତ କିଛି ହେଲା ନାହିଁ କିନ୍ତୁ ଗାଡ଼ିର ଗୋଟେ ସାଇଟ୍ ଭାଙ୍ଗି ଚୁରୁମାର ହୋଇଗଲା।

ଏଠାରେ ଗୋଟିଏ ଚିତାବାଘ ସହରକୁ ଚାଲିଆସେ ଚିତାକୁ ଦେଖି ଗୋଟିଏ ଲୋକ ଟ୍ରକ୍ ଉପରେ ଚଢ଼ିଯାଏ କିନ୍ତୁ ଅନ୍ୟ ଲୋକଟି ହଡବଡ ହୋଇ ପ୍ରଥମେ ଗୋଟିଏ ଘର ପାଖକୁ ଆସେ କିନ୍ତୁ ଗେଟ୍ ବନ୍ଦ୍ ଥିବା ଦେଖି ପୁନଶ୍ଚ ଟ୍ରକ୍ ରେ ଚଢିବା ପାଇଁ ଚାଲିଯାଏ କିନ୍ତୁ ସେହି ସମୟରେ ଚିତା ଟ୍ରକ୍ ପାଖରେ ପହଞ୍ଚି ସାରିଥିଲା ଏବଂ ଲୋକଟିର ଗୋଡ଼କୁ କାମୁଡି ଧରିନେଲା ଲୋକଟିର ଭାଗ୍ୟ କୁହନ୍ତୁ ବା ଭଗଵାନଙ୍କର ଦୟା ଚିତା ବାଘ କିଛି ସମୟ ପରେ ତା ଗୋଡ଼ ଛାଡି ଦେବାରୁ ସେ ଟ୍ରକ୍ ଉପରେ ଚଢ଼ିଗଲା।

ଏହି ଛାତି ଥାରାଇ ଦେବା ଭଳି ଘଟଣାରେ କୁମ୍ଭୀର ଥିବା ଏକ ନଦୀରେ କାହା କଥା ନମାନି ଗାଧେଇବାକୁ ଆସିଥିବା ଏହି ମହାଶୟ ଜଣଙ୍କ ନିଜ ସାର୍ଟ ଖୋଲି ପାଣିରେ ପଶୁଥିଲା କିନ୍ତୁ ଏହି ସମୟରେ ଗୋଟିଏ କୁମ୍ଭୀର ତାକୁ ଶିକାର କରିବାକୁ ଚାଲି ଆସିଲା ଲୋକଟି ଏମିତି ଜାଗାରେ ଫଶିଥିଲା ଯେଉଁଠୁ ବାହାରିବା ଏତେ ସହଜ ନଥିଲା କିନ୍ତୁ ଯାହା ହେଉ ସେ ଧୀରେ ଧୀରେ ଉପରକୁ ଉଠିଗଲା ଏବଂ କୁମ୍ଭୀରର ଶିକାର ହେବାରୁ ଅଳ୍ପକେ ବଞ୍ଚିଗଲା।

ଦେଖନ୍ତୁ ଭିଡ଼ିଓ:

Share Your Views In Comments Below

comments