ନିଜ ମାଆଙ୍କ ଜନ୍ମ ଦିନଟିକୁ ବେଶ ଧୁମ ଧାମରେ ପାଳନ କଲେ ଅଭିନେତ୍ରୀ Varsha Priyadarshini, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ।କିଏ ଚଳଚ୍ଚିତ୍ର ରେ ଅଭିନୟ କରି ତ ଆଉ କିଏ ଧାରାବାହିକ ଜଗତ ରେ ଅଭିନୟ କରି । ନିଜ ନିଜ ଜବରଦସ୍ତ ଅଭିନୟ ପାଇଁ ସମସ୍ତେ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି |

ଯେଉଁ ମାନ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ କିନ୍ତୁ ସେମାନେ ଶୋଷିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଚଳଚ୍ଚିତ୍ର ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ବର୍ଷା ପ୍ରିୟଦର୍ଶିନୀ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି । ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଛନ୍ତି ଚଳଚ୍ଚିତ୍ର ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯିଏ ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସି ଛନ୍ତି |

ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ।ଆପଣ ମାନେ ନିଶ୍ଚିନ୍ତ ଭାବ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ଓ ଓଡ଼ିଶା ର ସମସ୍ତ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ ଙ୍କ ନଜର ଆସିଛନ୍ତି ତାଙ୍କର ସମସ୍ତ ଭଉଣୀ ମାନେ । ସମସ୍ତ ଭଉଣୀ ମାନେ ଏକାଠି ହୋଇ ନିଜ ମାଆ ଙ୍କ ଜନ୍ମ ଦିନ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରି ଛନ୍ତି । ଏହି ଜନ୍ମଦିନ କେକ କଟା ହୋଇଛି । ଏହି ଜନ୍ମ ଦିନ ଟି ବେଶ୍ ଧୁମ୍ ଧାମରେ ପାଳନ କରି ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।

Share Your Views In Comments Below

comments