ନିଜ ଠାରୁ 28 ବର୍ଷ ବଡ ପୁରୁଷଙ୍କୁ ବିବାହ କରିଲେ ଏହି ଅଭିନେତ୍ରୀ, ତାପରେ ଚତୁର୍ଥୀ ରାତିରେ ସ୍ୱାମୀ କରିଦେଲେ ତାଙ୍କର ଏପରି ଅବସ୍ଥା କି, 5 ଘଣ୍ଟା ପର୍ଯ୍ୟନ୍ତ ହେଲା ଅପରେସନ ଆଉ

କୁହାଯାଇଥାଏ କି ପ୍ରେମ ଅନ୍ଧ ହେଇଥାଏ ଓ ଏପରି ଉଦାହରଣ କିଛି ଘଟଣା କୁ ବାସ୍ତବ ରୂପ ବି ଦେଇଥାଏ I ପ୍ରେମ କେବେ ହେଲେ ବୟସ କୁ ଦେଖି ନ ଥାଏ କି ଧର୍ମ କୁ ଦେଖି ନ ଥାଏ ଏବଂ ଏହି ପ୍ରେମ ରେ ଯଦି ବିଛେଦ ହେଇଥାଏ ତ ହୃଦୟ କୁ ଏକ ଶକ୍ତ ଧକା ଲାଗିଥାଏ | ଏପରି କଷ୍ଟ ଯାହା କି ମୃତ୍ୟୁ ଠାରୁ ବି ଭୟଙ୍କର ହେଇଥାଏ | ଏହିପରି ଏକ ମହିଳା ଙ୍କ ସହ ଦେଖିବାକୁ ମିଳିଛି I|ଏହି ମହିଳା ଙ୍କ ର ନାମ ପଦ୍ମା ଲକ୍ଷ୍ମୀ |

ପଦ୍ମା ଲକ୍ଷ୍ମୀ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ଏହା ସହ ସେ ଜଣେ ଅଭିନେତ୍ରୀ, ଜଣେ ଲେଖିକା , ଜଣେ ଟିଭି ହୋଷ୍ଟ ଓ ଜଣେ ପ୍ରଡ୍ୟୁସର ମଧ୍ୟ ଅଟନ୍ତି | ପଦ୍ମା ଲକ୍ଷ୍ମୀ ଙ୍କ ର ବୟସ 30 ବର୍ଷ ଅଟେ ଓ ସେ 58 ବର୍ଷୀୟ ସଲ୍ମାନ ଋଷୁଡ଼ି ଙ୍କ ସହ ବିବାହ କରିଥିଲେ |

ଏହି ଦୁହିଁଙ୍କ ମଧ୍ୟ ରେ 28 ବର୍ଷ ବୟସ ର ଅନ୍ତର ରହିଛି | ଏବଂ ସମୟ କ୍ରମେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ର ଗଭୀରତା ବଢିଥିଲା ଏବଂ ପ୍ରତି ସମାରୋହ ରେ ଏହି ଦୁହିଁଙ୍କୁ ଏକାଠି ହିଁ ଦେଖିବାକୁ ମିଳିଥିଲା | ପଦ୍ମା ଲକ୍ଷ୍ମୀ ଅନେକ ମ୍ୟାଗାଜିନ ର କଭର ପେଜ ରେ ବି ଆସିଛନ୍ତି | ତାଙ୍କ ର ବିବାହ 1999 ରେ ହେଇଥିଲା ଏବଂ 2007 ରେ ଛାଡପତ୍ର ହେଇଥିଲା |

ଛାଡପତ୍ର ପରେ ଏକ ଇଣ୍ଟରଭିୟୁ ରେ ସେ ନିଜେ ଏହା ପ୍ରକାଶ କରିଛନ୍ତି କି ଉପନ୍ୟାସକାର ସଲ୍ମାନ ରୁଷାଦି ଙ୍କ ସହ ତାଙ୍କ ର ଶାରୀରିକ ସମ୍ବନ୍ଧ ବହୁତ ଖରାପ ରହିଛି | ଏବଂ ସେ ମନା କରିବା ସମୟ ରେ ବି ସଲ୍ମାନ ତାଙ୍କୁ ବାଧ୍ୟ କରିଥାନ୍ତି | ତେଣୁ ତାଙ୍କ ର ଇନଫେକ୍ସନ ବି ହେଇଥିଲା ଯାହା ଦ୍ୱାରା ସେ ଅନେକ ରୋଗ ରେ ପୀଡିତ ହେଇଥିଲେ ଏବଂ ଏହା ପରେ ତାଙ୍କ ର ସର୍ଜରୀ ବି କରାଇବାକୁ ପଡିଥିଲା | ପଦ୍ମା ଲକ୍ଷ୍ମୀ 2003 ରେ ବଲିଉଡର ଫିଲ୍ମ ବୁମରେ ଡେବ୍ୟୁ କରିଥିଲେ | ଏହି ଫିଲ୍ମ ରେ ସେ ସିଲା ଙ୍କ ର ଭୂମିକା ରେ ଅଭିନୟ କରୁଥିଲେ |

ପଦ୍ମା ଲକ୍ଷ୍ମୀ 15 ଅଧିକ ଫିଲ୍ମ ଓ ଟିଭି ସିରିୟଲ ରେ ବି କାମ କରିସାରିଛନ୍ତି I ଏପରି କି ସେ ନ୍ୟୁୟର୍କ ଟାଇମ୍ସ ପାଁଇ ବି ଅନେକ ଆର୍ଟିକିଲ ଲେଖିଛନ୍ତି |

Share Your Views In Comments Below

comments