ନିଜର ଯୌନ ପିପାସା ମେଣ୍ଟାଇବା ପାଇଁ ଶଶୁର ନିଜ ବୋହୁଙ୍କ ସହ କରିଲେ ଏପରି କାମ, ଜାଣିଲେ ଆପଣଙ୍କ ରକ୍ତ ମଧ୍ୟ ଗରମ ହୋଇଯିବ

କିଛି ଦିନ ପୂର୍ବରୁ ଅପରାଧର ଏକ କେଶ ବିହାରର ମୁଜାଫରପୁରରେ ସାମ୍ନାକୁ ଆସିଛି | ଏହି ମାମଲାରେ ଶଶୁର ନିଜ ବୋହୁଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ | ଖବର ଅନୁସାରେ ପୀଡିତା ପୋଲିସ ଙ୍କୁ କହିଛି ତାଙ୍କ ଶଶୁର ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ ଖାଇ ଏତିକି ନୁହଁ ଏକାକୀ ଥିବା ସମୟରେ ତାଙ୍କୁ ବଳାତ୍କାର କରିବାକୁ ମଧ୍ୟ ଉଦ୍ୟମ କରିଥିଲେ|

ଏହି ମାମଲା ରେ ବିବାହିତ ମହିଳା ପୋଲିସ ଙ୍କୁ କହିଛନ୍ତି କି, ତାଙ୍କର ବିବାହ 2012 ରେ ମୋହମ୍ମଦ ଜାଫରଙ୍କ ସହ ହେଇଥିଲା | ସେ ତିନି ଗୋଟି ପିଲା ଙ୍କର ମା ଅଟନ୍ତି | ବିବାହର 4 ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା ଏହା ପରେ ଧୀରେ ଧୀରେ ତାଙ୍କ ପତି ତାଙ୍କ ସହ ଝଗଡା କରିବା ଆରମ୍ଭ କରିଥିଲେ | ଏବଂ କିଛି ଦିନ ପରେ ତାଙ୍କ ପତି କାମ କରିବା କୁ ବାହାର କୁ ଚାଲିଯାଇଥିଲେ |

ଏହି ସମୟରେ ସେ ଶଶୁର ଙ୍କ ସହ ଘରେ ରହିଥିଲେ | ଏଠାରେ ତାଙ୍କ 60 ବର୍ଷ ର ଶଶୁର ବୋହୁ ଉପରେ ଖରାପ ନଜର ପକାଇଥିଲେ | ସେ ଏହା ମଧ୍ୟ କହିଛନ୍ତି ପ୍ରଥମେ ତାଙ୍କ ଶଶୁର ତାଙ୍କୁ ଅଶ୍ଳୀଳ ମ୍ୟାସେଜ ପଠାଇବା ଆରମ୍ଭ କରିଥିଲେ ଏବଂ ବିଳମ୍ବିତ ରାତିରେ ତାଙ୍କ ଶୋଇବା ଘର ମଧ୍ୟକୁ ପଶିବା କୁ ମଧ୍ୟ ଚେଷ୍ଟା କରନ୍ତି | ତାଙ୍କ ଶଶୁର ଜବରଦସ୍ତି ତାଙ୍କ ଅଇଁଠା ଖାଇବା ମଧ୍ୟ ଖୁଆଉଥିଲେ |

ବିବାହିତ ମହିଳା ଏହା ମଧ୍ୟ କହିଛନ୍ତି କି ସେ ଅନେକ ଚେଷ୍ଟା ସତ୍ୱେ ତାଙ୍କ ଶଶୁର ତାଙ୍କ ର ଏପରି ହରକତ କମାଇ ନ ଥିଲେ ତେଣୁ ସେ ବାଧ୍ୟ ହେଇ ମହିଳା ଆୟୋଗ ରେ ଅଭିଯୋଗ କରିଥିଲେ | ଏହା ପରେ ଶଶୁର ଓ ମହିଳା ଙ୍କ ର ପତି ଙ୍କୁ ନୋଟିସ ପଠାଯାଇଛି |

Share Your Views In Comments Below

comments