ନିର୍ବନ୍ଧ ପରେ ପ୍ରେମୀକା ଦେଇଦେଲେ ରସି, ତାପରେ ପ୍ରେମିକ ଥାନା କୁ ଫୋନ କରିଲା ଆଉ କହିଲା- ମତେ କ୍ଷମା କରିବେ ସାର ମୁଁ …..

ପ୍ରେମ କରୁଥିବା ଲୋକେ ଅନେକ ସମୟ ରେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଥାନ୍ତି ଯାହା କି ବହୁତ କଷ୍ଟକର ହେଇଥାଏ | ଛତିଶଗଡ଼ ର ବେମେତରା ର ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପର କୁ ପ୍ରେମ କରୁଥିଲେ ଓ ସର୍ବଦା ପରସ୍ପର କୁ ସାକ୍ଷ୍ୟାତ ମଧ୍ୟ କରୁଥିଲେ | ଦିନେ ଗ୍ରାମବାସୀ ତାଙ୍କୁ ଧରି ଦେଇଥିଲେ | ଓ ବହୁତ ହୋ ହାଲ୍ଲା ହେଇଥିଲା | ତେବେ ଦୁହିଁଙ୍କ ର ପରିବାର ଲୋକେ ଏହି ବିବାହ ପ୍ରସ୍ତାବ ରେ ରାଜି ମଧ୍ୟ ହେଇଥିଲେ | କିନ୍ତୁ ଏହା ପରେ ସାରା ଦେଶ ରେ ଲକଡାଉନ ଜାରି ରହିଥିଲା ଓ 15 ଅପ୍ରେଲ କୁ ଉଭୟ ଙ୍କ ର ବିବାହ ହେବାର ଥିଲା | ଯେତେବେଳେ ଲକ ଡାଉନ କାରଣ ରୁ ବିବାହ ଘୁଞ୍ଚାଯାଇଥିଲା ତ 11 ଦିନ ମଧ୍ୟ ରେ ଦୁହେଁ ଫାସୀ ଲଗାଇ ଦେଇଥିଲେ |

11 ଦିନ ମଧ୍ୟ ରେ ପ୍ରେମୀ ପ୍ରେମୀକା ଫାସୀ ଲଗାଇଥିଲେ

ପ୍ରଥମେ ପ୍ରେମୀକା ଫାସୀ ଲଗାଇଥିଲା ଓ 11 ଦିନ ମଧ୍ୟ ରେ ପ୍ରେମୀ ଫସି ଲଗାଇଥିଲେ | କିନ୍ତୁ ପୋଲିସ ପାଁଇ ଏହି ପ୍ରେମ କାହାଣୀ ରେ କିଛି ସନ୍ଦେହ ଦେଖାଦେଇଛି ଓ ପୋଲିସ ଏହି ଆତ୍ମହତ୍ୟା ର କାରଣ ଜାଣିବା କୁ ତଦନ୍ତ ଆରମ୍ଭ କରିଥିଲା | ଯେତେବେଳେ ପ୍ରେମୀ ଫାସୀ ଲଗାଇଥିଲା ତ ପୋଲିସ ଙ୍କୁ କଲ କରି କ୍ଷମା ମାଗିଥିଲେ |

ଏହି ମାମଲା ଟି ନବାଗଡ଼ ଥାନା ଅଂଚଳ ର ଆଂଧୀୟର୍ଖେର ର ଅଟେ | ମୃତ୍ୟୁ ପୂର୍ବ ରୁ ସୁରଜ ସାହୁ , ଚଂଦଉନୁ ଚୌକି ଥାନା ଅଧିକାରୀ ଙ୍କୁ ଫୋନ କରି କ୍ଷମା ମାଗିଥିଲେ ଓ କହିଥିଲେ ମୁ ମାରିବା କୁ ଯାଉଛି | ଥାନା ଅଧିକାରୀ ଏହା ଶୁଣି ତାଙ୍କୁ ବୁଝାଇବା କୁ ଚେଷ୍ଟା କରିଥିଲେ | କିନ୍ତୁ ସେ ଯେତେବେଳେ ସୁରଜ ଙ୍କ ପାଖ ରେ ପହଁଚିଲେ ସେ ନିଜ କୁ ଫାସୀ ଦେଇସାରିଥିଲେ | ସେ ତାଙ୍କ ପାଖ ଗ୍ରାମ ର ସୋନମ ସାହୁ ଙ୍କୁ ପ୍ରେମ କରୁଥିଲେ |

ଲକଡାଉନ କାରଣରୁ ବିବାହ ହେଇପାରି ନ ଥିଲା

ସୁରଜ ଓ ସୋନମ ଙ୍କ ର ପ୍ରେମ କାହାଣୀ 2018 ରେ ଆରମ୍ଭ ହେଇଥିଲା | ସୋନମ ଙ୍କ ର ବଡ଼ ଭଉଣୀ ଙ୍କ ର ଶଶୁର ଘର ଗ୍ରାମ ହିଁ ସୁରଜ ଙ୍କ ଗ୍ରାମ ଅଟେ | ତେଣୁ ସୋନମ ତାଙ୍କ ଭଉଣୀ ଙ୍କ ପାଖ କୁ ଯିବା ଆସିବା କରିବା ସମୟ ରେ ସୁରଜ ଙ୍କ ସହ ସାକ୍ଷ୍ୟାତ କରିଥିଲେ |

15 ଅପ୍ରେଲ ରେ ହେବାକୁ ଥିବା ଏହି ବିବାହ ଲକଡାଉନ କାରଣ ରୁ ଘୁଞ୍ଚାଇବା କୁ ପଡିଥିଲା | ସୋନମ 14 ମଇ ରେ ନିଜ ବଗିଚା ରେ ଆମ୍ବ ଗଛ ରେ ଫାସୀ ଲଗାଇ ଦେଇଥିଲେ | ଯେତେବେଳେ ସୁରଜ ଙ୍କ ପ୍ରେମିକ ଙ୍କ ର ମୃତ୍ୟୁ ବିଷୟ ରେ ସୁରଜ ଜାଣିପାରିଥିଲେ ସେ ଦୁଃଖ ପ୍ରକାଶ କରିଥିଲେ | ସୋନାମ 11 ଦିନ ପୂର୍ବ ରୁ ହିଁ ଫାସୀ ଲଗାଇଥିଲେ |

11 ଦିନ ମଧ୍ୟ ରେ ସୁରଜ ମଧ୍ୟ ଥାନା ଅଧିକାରୀ ଙ୍କୁ ଫୋନ କରିଥିଲେ ଓ କଥା ଏପଟସେପଟ କହିଥିଲେ | ଗ୍ରାମ ର ଜଣେ ବ୍ୟକ୍ତି ସୁରଜ ଙ୍କ ପାଖ କୁ ଧାଇଁ ଆସିଥିଲା କାଳେ ସେ ତାଙ୍କ ଜୀବନ ବଞ୍ଚାଇ ପାରିବ I କିନ୍ତୁ ସୁରଜ ନିଜ କୁ ଫାସୀ ଲଗାଇ ସାରିଥିଲେ | ପୋଲିସ ଙ୍କୁ ସୋନମ ଙ୍କ ପାଖ ରେ ଏକ ସୁସାଇଡ ନୋଟ ମିଳିଥିଲା | ଗ୍ରାମ ର ଦୁଇ ଯୁବକ ତାଙ୍କୁ ହଇରାଣ କରୁଥିଲେ |

Share Your Views In Comments Below

comments