ନୁଆ ବାହା ହେଇଥିବା Dipak ଓ ତାଙ୍କ ସ୍ତ୍ରୀ Tanuja କରିଲେ ଏମିତି ଜବରଦସ୍ତ ଡ୍ୟାନ୍ସ… ଦେଖିକି ଲୋକ କହିଲେ ବାଃ ବାଃ

ନିକଟରେ ଓଡ଼ିଆ ଚଳଚିତ୍ର ଜଗତ ର ପ୍ରସିଦ୍ଧ ଅଭିନେତା ଦୀପକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଏଥିସହିତ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରଲ ହେଉଛି | ଆସନ୍ତୁ ଏହି ଭିଡ଼ିଓ ବିଷୟରେ ଆମର ଏହି ପୋଷ୍ଟ ମାଧ୍ୟମରେ ଆଲୋଚନା କରିବା |

ଏହି ଭିଡ଼ିଓରେ ଦୀପକ ନିଜ ପତ୍ନୀଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି | ଉଭୟଙ୍କ ଯୋଡି ଏହି ଭିଡ଼ିଓରେ ନାଚୁଥିବା ସମୟରେ ଖୁବ ସୁନ୍ଦର ଦେଖାଯାଉଛି | ଏହି ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ମଣ୍ଟୁ ଛୁରୀଆଙ୍କ ଗୀତ ବାଜୁଛି | ଏହି ଗୀତ ର ତାଳ ସହିତ ଦୀପକଙ୍କ ନାଚ ଭିଡ଼ିଓ ଗୁଡିକ ଖୁବ ସୁନ୍ଦର ଭାବେ ମିଶି ଯାଉଛି | ଉଭୟ ବିଭିନ୍ନ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ନୃତ୍ୟ କରୁଥିବାର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି |

ଏହି ଭିଡ଼ିଓରେ ଉଭୟଙ୍କ ନୃତ୍ୟ ଶୈଳୀ ବହୁତ ସୁନ୍ଦର ଲାଗୁଛି | ତାଙ୍କର ଏହି ନୃତ୍ୟ ଶୈଳୀ ସହିତ ଉଭୟଙ୍କ ଯୋଡିକୁ ପ୍ରଶଂସକ ମାନେ ଖୁବ ପସନ୍ଦ କରୁଛନ୍ତି | ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି |

ଦୀପକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଜଣାଶୁଣା ଅଭିନେତା | ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ତାଙ୍କ ପୁରା ନାମ ହେଲା ଦୀପକ ପରିଡା | ସେ ‘ମନ ମୋର ପ୍ରଜାପତି’ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିଥିଲେ | ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ନିକଟରେ ସେ ତନୁଜା ସାହୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

Share Your Views In Comments Below

comments