ନୂଆ ସିରିଏଲରେ ଅଭିନୟ କରିବେ Maheswataଙ୍କ ଝିଅ, ମା ଙ୍କ ଠାରୁ ଅଧିକ ସୁନ୍ଦର…

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ମହେଶ୍ୱତା ରାୟ ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ଆଜି ଆସନ୍ତୁ ଆମ ମହେଶ୍ୱତାଙ୍କ ଜୀବନୀ ତାଙ୍କ ଜନ୍ମ ଘର ତାଙ୍କର ଅଭିନୟ କ୍ୟାରିୟର ଓ ପରିବାର ଓ ଖାସ୍ କରି ତାଙ୍କ ଝିଅଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା।

ମହେଶ୍ୱତା ରାୟ ୧୯୬୨ ମସିହାରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ପୁରୀରେ ସେ କଲେଜ୍ ଓ ପାଠପଢ଼ା ସାରିଥିଲେ ଆଉ ଏହାପରେ ୧୯୭୫ ମସିହାରୁ ସେ ଅଭିନୟ କରି ଆସୁଛନ୍ତି ତାହେଲେ ନିଜ କ୍ୟାରିୟର ମଧ୍ୟରେ ସେ ପ୍ରାୟ ୫୦ ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ପ୍ରଥମେ ସେ ହିରୋଇନ୍ ଭାବରେ କାମ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେ ମାଆ ଚରିତ୍ରରେ ଅଭିନୟ କରିଥିଲେ |

ତାହେଲେ ବର୍ତ୍ତମାନ ମହେଶ୍ୱତା ରାୟଙ୍କୁ ପ୍ରାୟ ୬୨ ବର୍ଷ ହୋଇ ଗଲାଣି ଆଉ ଏହାରି ମଧ୍ୟରେ ସେ ନିଜ ଅଭିନୟ ମାଧ୍ୟମରେ ବୋହୁତ ସାରା ଲୋକପ୍ରିୟତା ହାସଲ କରିପାରିଛନ୍ତି ଆଉ ସାରା ଓଡ଼ିଶାର ଭଲ ପାଇବା ପାଇ ପାରିଛନ୍ତି। ତାହେଲେ ମହେଶ୍ୱତା ରାୟଙ୍କ ପରିବାର ବିଷୟରେ ଯଦି ଆମେ ନଜର ପକାଇବା ତାହେଲେ ତାଙ୍କର ସ୍ଵାମୀ ଓ ତାଙ୍କର ଗୋଟିଏ ଝିଅ ରହିଛନ୍ତି |

ତାହେଲେ ଏବେ ଝିଅ ତାଙ୍କର ପାଠ ପଢ଼ୁଥିବାର ନଜର ଆସିଛନ୍ତି ଆଉ MBA ପରେ ସେ ଚାକିରୀ କରିବେ ବୋଲି କହିଛନ୍ତି ମହେଶ୍ୱତା ରାୟ ତାଙ୍କ ଝିଅକୁ ଅଭିନୟ ଜଗତକୁ ଆଣିବାକୁ ଚାହୁଁଥିଲେ ହେଲେ ତାଙ୍କ ଝିଅ ଅଭିନୟ ଜଗତକୁ ଆସିବା ପସନ୍ଦ ନୁହେଁ ବୋଲି କହିଛନ୍ତି ତ ଆପଣମାନେ ଜାଣିଥିବେ କି ଉତ୍ତମ ମହାନ୍ତି ମିହିର ଦାସ ବିଜୟ ମହାନ୍ତି ସମସ୍ତ ବଡ଼ ବଡ଼ ଅଭିନେତାଙ୍କ ସହିତ ଅଭିନୟ କରି ସାରିଛନ୍ତି |

ମହେଶ୍ୱତା ରାୟ ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି ମହେଶ୍ୱତା ଏବେ ମହେଶ୍ୱତା ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଛନ୍ତି ଦୀର୍ଘଦିନ ଧରି ସେ ଓଲିଉଡ ଜଗତରେ ଅଭିନୟ କରୁଥିବାର ନଜର ଆସୁ ନାହାଁନ୍ତି।

Share Your Views In Comments Below

comments