ଓଡ଼ିଆ TV ସିରିଏଲ ମାୟାରେ ଅଭିନୟ କରୁଥିବା ସୁଲଗ୍ନାଙ୍କ ପରିବାର, ଆଗରୁ ଦେଖି ନଥିବେ ଏମିତି ଫୋଟୋ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣଙ୍କ ମଧ୍ୟରୁ ଅନେକ ସିରିଏଲ ଦେଖୁଥିବେ ଏବଂ ଅନେକ ସିରିଏଲ କୁ ଭଲ ପାଉଥିବେ ଏବଂ ସେଥିରେ ଅଭିନୟ କରିଥିବା ଚରିତ୍ରର ବାସ୍ତବ ଜୀବନ ବିଷୟରେ ଜାଣିବାକୁ ଚାହୁଁ ଥିବେ | ତେବେ ଆପଣ ପ୍ରସିଦ୍ଧ ଧାରାବାହିକ ମାୟା ବିଷୟରେ ନିଶ୍ଚୟ ଶୁଣିଥିବେ ଏବଂ ସେଥିରେ ରୁଦ୍ରୀଙ୍କ ମା ଭୂମିକା ଭୂମିକାରେ ଅଭିନୟ କରୁଥିବା ସୁଲଗ୍ନାଙ୍କୁ ନିଶ୍ଚିତ ଜାଣିଥିବେ | ତେବେ କଣ ଆପଣ ଜାଣନ୍ତି କି ସେ କେଉଁଠାରେ ରୁହନ୍ତି ଏବଂ ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି, ଯଦି ଜାଣିବାକୁ ଚାହାଁନ୍ତି ତେବେ ଆମର ଏହି ପୋଷ୍ଟ ଟିକୁ ସମ୍ପୂର୍ଣ ପଢନ୍ତୁ |

ସୁଲଗ୍ନା ଅନେକ ଆଲବମ ରେ ଅଭିନୟ କରିଛନ୍ତି | ଦିନ ଥିଲା ସେ ଅଭିନେତ୍ରୀ ଭାବରେ ମ୍ୟୁଜିକ ଆଲବମ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ କିନ୍ତୁ ଆଜି ସେ ପ୍ରଥମ ଥର ପାଇଁ ମା ଭୂମିକା ଅଭିନୟ କରିଛନ୍ତି | କିନ୍ତୁ ବର୍ତ୍ତମାନ ସେ ମାୟା ଧାରାବାହିକରେ ମା ଭୂମିକାରେ ନଜର ଆସୁଛନ୍ତି | ଏହି ମାୟା ଧାରାବାହିକରେ ସେ ନାଗୁଣୀ ଭୂମିକାରେ ଅଭିନୟ କରି ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି, ସେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଛନ୍ତି | ଏବଂ ଲୋକଙ୍କୁ ତାଙ୍କର ଏହି ଅବତାର ଅତ୍ୟଧିକ ପସନ୍ଦ ଆସିଛି |

ସୁଲଗ୍ନାଙ୍କ ଘର କଟକ, ଏବଂ ସେ ସେଠାରେ ନିଜ ପରିବାର ସହ ରୁହନ୍ତି | ସେ ସୁଟିଂ ସାରି ନିଜ ଘର କଟକ କୁ ପ୍ରତିଦିନ ଫେରନ୍ତି | କଟକ ତାଙ୍କ ହୋମ ଟାଉନ | ସୁଲଗ୍ନା ବର୍ତମାନ ବିବାହିତ | ଏକ ସାକ୍ଷାତକାରରେ ସୁଲଗ୍ନା କହିଥିଲେ ସେ ତାଙ୍କୁ ଟ୍ରାଭେଲ କରିବାକୁ ବହୁତ ଭଲ ଲାଗେ | ଏହା ଛାଡ ଡ୍ୟାନ୍ସି ପାଇଁ ମଧ୍ୟ ତାଙ୍କ ଦୁର୍ବଳତା ଥିବା ସେ କହିଥିଲେ | ତାଙ୍କୁ ସବୁବେଳେ ସଜ ବାଜ ହୋଇ ରହିବାକୁ ଭଲ ଲାଗେ ବୋଲି ସେ କହିଥିଲେ |

ସୁଲଗ୍ନାଙ୍କ ବେଷ୍ଟ ଫ୍ରେଣ୍ଡ ମାୟା ଧାରାବାହିକର ମଞ୍ଜରୀ, ସେ ଅଧିକାଂଶ ସମୟ ତାଙ୍କ ସହ ବିତାନ୍ତି ସୁଟିଂ ସମୟରେ | ଆପଣମାନେ ଜାଣି ନଥିବେ ଯେ ସୁଲଗ୍ନାଙ୍କ ପ୍ରକୃତ ନାମ ବାଂସୁରୀ, ଯାହାକୁ ସେ ପରେ ପରିବର୍ତନ କରି ସୁଲଗ୍ନା କରିଥିଲେ |

ନିଜର ଅଭିନୟ ଏବଂ ଚରିତ୍ର ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ ସେ ପ୍ରଥମ ପାଇଁ ମା ଭୂମିକାରେ ଅଭିନୟ କରିଛନ୍ତି | ଏହି କ୍ୟାରେକ୍ଟର ତାଙ୍କୁ ଅଧିକ ପସନ୍ଦ ଆସିଥିଲେ ଯେଉଁଥି ପାଇଁ ସେ ରାଜି ହୋଇଯାଇଥିଲେ | ଆପଣ ସମସ୍ତଙ୍କ ମାନେ ଥିବ ଯେ ତାଙ୍କ ଏଣ୍ଟ୍ରି କେତେ ଧମାକେଦାର ଥିଲା, ତାଙ୍କ ଏଣ୍ଟ୍ରିରୁ ହିଁ ଲୋକେ ତାଙ୍କ ପାଇଁ ପାଗଳ |

ତେବେ ଆପଣ ସମସ୍ତଙ୍କୁ ମାୟା ଧାରାବାହିକ କେମିତି ଲାଗେ ଏବଂ ଏଥିରେ ସୁଲଗ୍ନାଙ୍କ ଅଭିନୟ ଏବଂ ଚରିତ୍ର କିଭଳି ଲାଗେ ଆମକୁ ନିଶ୍ଚୟ ଜାଣନ୍ତୁ |

Share Your Views In Comments Below

comments