ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତା ବାବୁସାନ୍ ମହାନ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତାହେଲେ ଗତ ଦିନମାନଙ୍କରେ ବାବୁସାନ୍ ଓଲିଉଡ ଜଗତରେ ନିଜର ଜବରଦସ୍ତ ଅଭିନୟ କାରଣରୁ ସାରା ଓଡ଼ିଶାରେ ନାଁ କରିବାରେ ସଫଳ ହୋଇ ପାରିଛନ୍ତି ତେବେ ଗତ ଦିନମାନଙ୍କରେ ବାବୁସାନ୍ ମହାନ୍ତିଙ୍କ ପାରିବାରିକ ସମସ୍ୟା ଦେଖା ଯାଇଥିଲା ଯେଉଁଥିରେ ସେ ପ୍ରକୃତି ମିଶ୍ରଙ୍କ ସହିତ ଏକ୍ସଟ୍ରା ମ୍ୟାରେଟାଲ୍ ଆଫେୟାର୍ସ ରଖିଛନ୍ତି ବୋଲି କୁହାଯାଇଥିଲା |
ଆଉ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ଦୁହିଁଙ୍କୁ ଏକାଠି ଧରିଥିଲେ ଆଉ ଦୁହିଁଙ୍କୁ ରାସ୍ତା ମଝିରେ ମାଡ଼ ମାରିଥିବା ଘଟଣା ବି ମଧ୍ୟ ଦେଖିବାକୁ ମିଳିଥିଲା ହେଲେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ବାବୁସାନ୍ ମହାନ୍ତିଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।
ଦର୍ଶକ ବନ୍ଧୁ ବାବୁସାନ୍ ଙ୍କ ବାପା ହେଉଛନ୍ତି ଉତ୍ତମ ମହାନ୍ତି ମା ହେଉଛନ୍ତି ଅପରାଜିତା ମହାନ୍ତି ତାହେଲେ ଉତ୍ତମ ମହାନ୍ତି ଓ ଅପରାଜିତା ଦୁହେଁ ୧୯୮୦ ମସିହାରୁ ଓଲିଉଡ ଜଗତରେ କାମ କରି ଆସୁଛନ୍ତି ତାହେଲେ ବାବୁସାନ୍ ବାପା ମାଆଙ୍କର ଗୋଟିଏ ହିଁ ପୁଅ ଆଉ ସେ ବି ମଧ୍ୟ ୨୦୧୦ ମସିହାରୁ ଓଲିଉଡ ଜଗତରେ କାମ କରିବା ଆରମ୍ଭ କରି ସାରିଛନ୍ତି |
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଯଦି ଆମେ ବାବୁସାନ୍ ମହାନ୍ତିଙ୍କ ସମ୍ପତ୍ତିକୁ ଦେଖିବା ତାହେଲେ ବାବୁସାନ୍ ମହାନ୍ତିଙ୍କ ପାଖରେ ପ୍ରାୟ ୫୦ କୋଟିରୁ ଅଧିକ ସମ୍ପତ୍ତି ରହିଛି ତେବେ ଏହା ସହିତ ବାବୁସାନ୍ ମହାନ୍ତିଙ୍କର ବୋହୁତ ସାରା ଜାଗାରେ ଫ୍ଲାଟ୍ ରହିଛି ଜାଗା ରହିଛି ଓ ବୋହୁତ ସାରା ଗାଡ଼ି ଘୋଡ଼ା ତାଙ୍କ ବୋହୁତ ଦାମିକା ଘର ବି ରହିଛି ତେବେ ସବୁ ସମ୍ପତ୍ତିକୁ ଯଦି ଆମେ ମିଶାଇ ଦେବା ତାଙ୍କ ବାପା ମା ତାଙ୍କ ସବୁ ସମ୍ପତ୍ତିକୁ ଯଦି ମିଶାଇବା ତାହେଲେ ତାଙ୍କ ପାଖରେ ପ୍ରାୟ ୨୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି।
ତାହେଲେ ବାବୁସାନ୍ ଏହିସବୁ ପଇସା ଗୁଡ଼ିକ ତାଙ୍କର ସୁନ୍ଦର ଅଭିନୟ କାରଣରୁ ଫିଲ୍ମ କରୁଥିବା କାରଣରୁ ଇନ୍କମ୍ କରିଛନ୍ତି ଆଉ ଏହା ସହିତ ବାବୁସାନ୍ ବୋହୁତ ସାରା ଆଡ୍ଡ ସୁଟିଂ ମଧ୍ୟ କରିଥାନ୍ତି ଏହି ଆଡ୍ଡ ସୁଟିଂରୁ ମଧ୍ୟ ବାବୁସାନ୍ ମହାନ୍ତିଙ୍କୁ ବୋହୁତ ପଇସା ମିଳିଥାଏ ତେବେ ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କ ସୁନ୍ଦର ଅଭିନୟ ତ ନିଶ୍ଚିତ ଭାବରେ ଦେଖିଥିବେ ୨୦୧୦ ମସିହାରୁ ସେ ଓଡ଼ିଆ ଫିଲ୍ମରେ ଅଭିନୟ ଆରମ୍ଭ କରିଛନ୍ତି |
ଆଉ ଏହାପରଠାରୁ ସେ କେବେ ହେଲେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ବାବୁସାନ୍ ପ୍ରାୟ ୧୦୦ ରୁ ଅଧିକ ଫିଲ୍ମ କରି ସାରିଲେଣି ଆଉ ଏଥିସହିତ ସେ ବୋହୁତ ସାରା ଆଡ୍ଡ ବି ମଧ୍ୟ ସୁଟିଂ କରି ସାରିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବାବୁସାନ୍ ମହାନ୍ତି କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ଓଡ଼ିଶାର ସବୁଠୁ ଧନୀ ହିରୋ ବାବୁଶାନଙ୍କ ସମ୍ପତ୍ତି Janile ଆପଣଙ୍କର ବି ଉଡିଯିବ ହୋସ… ମାସକୁ ରୋଜଗାର ଏତେ ଟଙ୍କା…
